ମଜେଦର ଯୋକ୍ସ : ସ୍ଵାମୀକୁ ନିଦ ଲାଗୁ ନଥିଲା, ସେ ନିଜ ସ୍ତ୍ରୀକୁ ଉଠାଇଲା ଓ କହିଲା ମତେ ନିଦ ଲାଗୁନି କିଛି ସମୟ ଗପାଗପ ହେଇଯାଉ…

ସବୁ ହେଲ୍ଥ ଏକ୍ସପର୍ଟ କୁହନ୍ତିକି ହସିବା ଦ୍ଵାରା ଆମର ଇମ୍ୟୁନସିଷ୍ଟମ ବହୁତ ଭଲ ରହିଥାଏ । ଏଥିରେ ବ୍ଲଡ଼ସରକୁଲେସନ ବଢିଥାଏ, ଯେଉଁ ତିରେ ହୃଦୟ ରୋଗ ହେବାର କମ ସମ୍ବାଭନା କମ ଥାଏ । ଆମେ ଶାରୀରିକ ଭାବରେ ହଲ୍କା ଅନୁଭବ କରିଥାଉ । ଯେଉଁଥିରେ ଆମ ସ୍ମରଣ ଶକ୍ତି ବଢି ଥାଏ ।

ଖୁସି ରହୁଥିବା ଲୋକ ସହିତ ସମ୍ପର୍କ ରଖିବାକୁ ଭଲ ପାଆନ୍ତି । ଏମିତି ଲୋକ ପରିବାର, ସମାଜ ଓ ଅଫିସରେ ବହୁତ ଲୋକପ୍ରିୟ ରହିଥାନ୍ତି । ଠିକ ସମୟରେ ବେରଙ୍ଗ ମାହୋଲରେବି ମଜା କଥା କହି ରଙ୍ଗ ଭରି ଦିଅନ୍ତି । ଏଥିରେ ବ୍ୟକ୍ତିତ୍ବ ଆକର୍ଷକ ହୋଇଥାଏ ଓ ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

Image Courtesy: Google

୧. ହୃଦୟ ଉପରେ ପଥର ରଖି ଆଜି ମୁଁ ୬ ଝିଅଙ୍କ ଫ୍ରେଣ୍ଡ ଋକ୍ଵେଷ୍ଟ କ୍ୟାନ୍ସଲ କରି ଦେଇଛି ।

ଆସି ନଥିଲା ମୁଁ ପଠେଇଥିଲି ।

୨. ବୟ : ଆଜି ମତେ ଦେଖିବା ପାଇଁ ଝିଅ ଘର ଲୋକ ଆସିବେ ।

ବାପା – କିଏ କହିଲା ?

ବୟ – ମୁଁ ଆଜି ଗୋଟେ ଝିଅକୁ ଲାଇନ ମାରିଥିଲି । ତା ଭାଇ କହିଥିଲା – ଆଜି ତତେ ଦେଖି ଦବୁ ।

୩. ପୂଜା ସମୟରେ ସ୍ତ୍ରୀ ସ୍ଵାମୀକୁ କହିଲା – ଆପାନାଙ୍କୁ ଆରତୀ ମନେ ଅଛି ତ ?

ସ୍ଵାମୀ – ହଁ, ସେ କଳା ଆଖି ଝିଅ, ଯାହାର ଏବେ ଏବେ ବାହାଘର ହୋଇଛି ।

ତା ପରେ ଯାହା ହେଇଥିବ ତାହା ଆପଣ ଜାଣିଥିବ ଆଗ ସ୍ଵାମୀ ପୂଜା ଓ ତା ପରେ ପ୍ରଭୁଙ୍କ ଆରତୀ ।

Image Courtesy: Google

୪. ଯଦି ସ୍ତ୍ରୀ ବାପ ଘରେ ଥାନ୍ତି, ସେ ପର୍ଯ୍ୟନ୍ତ ଗୋଟେ ବି ବାସନ ମଜା ହୋଇନଥାଏ ଯେତେବେଳେ ପର୍ଯ୍ୟନ୍ତ କଢେଇରେ ଚା ବନେଇବା ସମୟ ନ ଆସିଯାଇଥାଏ ।

୫. କାଲୀ ବହୁତ ସମୟ ଧରି ଦୁଇ ଲୋକ ଅପଶବ୍ଦ କୁହା କୁହି ହଉଥିଲେ ।

ତା ପରେ ମୁଁ ସେଠି ପହଞ୍ଚିଲି ଓ ଦୁହିଙ୍କୁ ବୁଝାଇଲି ଓ ମାର ପିଟ ଆରମ୍ଭ ହେଲା ।

୬. ଝିଅମାନେ ଶାଢୀ ପିନ୍ଧିଲେ ଅପସରା ଦେଖା ଦିଅନ୍ତି ।

ପୁଅ କୋର୍ଟ ପ୍ଯାଣ୍ଟ ପ୍ପିନ୍ଧିଲେ ବି ୱେଟର ଲାଗନ୍ତି ।

Image Courtesy: Google

୭. ସ୍ଵାମୀକୁ ନିଦ ଲାଗୁ ନଥିଲା । ସେ ନିଜ ସ୍ତ୍ରୀକୁ ଉଠାଇଲା ଓ କହିଲା ମତେ ନିଦ ଲାଗୁନି କିଛି ସମୟ ଗପାଗପ ହେଇଯାଉ । ସ୍ତ୍ରୀ ଆଗରୁ ଭଡକିଥିଲା ଓ ସ୍ଵାମୀକୁ କହିଲା ମୋ ଜିନିଷରେ କଣ ନିଦ ବଟିକା ରଖା ହୋଇଛି କଲା ପରେ ତମକୁ ନିଦ ଲାଗିବ ।

୮. ଝିଅ ସେବେ ପର୍ଯ୍ୟନ୍ତ ଭଲ ଯେ ପର୍ଯ୍ୟନ୍ତ ସେ ଚୁପ ଅଛି ।

ଯେତେବେଳେ ସେ କହିବା ଆରମ୍ଭ କରେ ଭଲ ଭଲ ଲୋକଙ୍କ କଥା ବନ୍ଦ କରେଇଦିଏ ।

Leave a Reply

Your email address will not be published. Required fields are marked *