ଏଇଠି ଦେଖିବାକୁ ମିଳେ ଚମତ୍କାର, Malika ବର୍ଣ୍ଣିତ ତ୍ରିବେଣୀସ୍ଵର ଘାଟ ସନ୍ଧ୍ୟାହେଲେ ବାହାରୁଛି ଲାଇଟ! ଦେଖନ୍ତୁ କଣ ରହିଛି ରହସ୍ୟ

ଆଜି ଆମେ ଖିବା ମାଳିକାର ତ୍ରିବେଣୀ ଘାଟ । ଆଜି ଠାରୁ ଆଗରୁ ମଧ୍ୟ ଭକ୍ତ ଙ୍କ ଦର୍ଶନ ସ୍ଥଳୀ ପାଲଟିଛି ଏହି ପିଠ । ତେବେ ଏହାର ଆଉ ଏକ ମହତ୍ଵ ହେଉଛି ଉତେରେଶ୍ଵର ମହା ଦେବଙ୍କ ପିଠ । ଆପଣ ମାନେ ଜାଣିଥିବେ କି ମହାଦେବ କେଉଁ ଭି ଜାଗାରେ ରୁହନ୍ତୁ ସେ ନିଜ ଭକତ ମାନଙ୍କ କଥା ନ ଶୁଣିବେ ଏହା କେବେଭି ହେବନି । ଏହାର କାରଣ ହେଉଛି କି ସେ ଭୋଳା ନାଥ ସେ ତାଙ୍କ ନିଜ ପଖରେ ରହିବା ସବୁ କିଛି ଭକତ ଙ୍କୁ ଦେବା ପାଇଁ ଚାହାଁନ୍ତି ।

ଆପଣ ଯଦି ଥରେ ନିଜ ଶ୍ରଦ୍ଧାରୂ ତାଙ୍କ ନାମ କୁ ଧାରଣ କରିବେ ଦେଖିବେ କେତେ ଭଲ ଦିନ ଆପଣଙ୍କ ଅଜାଣତରେ ଆସିଯିବ । କୁହାଯାଏ କି ଉତେରେଶ୍ଵର ମହାଦେୟାବଙ୍କ ପାଖରେ ଏହି ଭଳି କିଛି ଶକ୍ତି ଅଛି ଯାହା ଦ୍ଵାରା ତାଙ୍କ ପାଖକୁ ଆଜି ଭି ଲୋକମମାନେ ଆସନ୍ତି ଓ ସେମାନେ ସବୁ ବେଳେ ନିଜ ମନସ୍କାମନା ନେଇକି ଆସିଛନ୍ତି ।

ଏହା ପୂରଣ ହେବା ପରେ ମଧ୍ୟ ସେମାନେ ଆଉ ଥରେ ଆସିକି ଏହି ଜାଗାରେ ପୂଜା ଅର୍ଚନା କରି ଛନ୍ତି । ଏହା ମଧ୍ୟ କୁହା ଯାଇଛି କି ଏହି ଜାଗରେ ଲୋକମାନେ ନିଜ ପିଲା ମାନଙ୍କ ପ୍ରଥମ ବାଲା ପକାଇବା ଭଳି କାମ ମଧ୍ୟ କରି ଥାନ୍ତି । ଆଗରୁ ଏହା ସବୁ ଜମିଦାର ମାନେ କରୁଥିଲେ କିନ୍ତୁ ଏବେ ଏହା ସାଧରାନ କଥା ହୋଇ ଗଲାଣି ମନ୍ଦିର ପ୍ରସାଶନ ଏହାକୁ ସମ୍ଭାଳୁଛି ।

ଏହା ସହ ଏହି ଜାଗାରେ ଅନେକ ଲୋକମାନେ ନିଜ ପିତୃ ପୁରୁଷଙ୍କ ପିଣ୍ଡଦାନ କରିବା ଓ ସେମାନାଙ୍କ ଅସ୍ଥି ବିସର୍ଜନ କରିବା ଭଳି କମ ମଧ୍ୟ କରିଥାନ୍ତି । ଏହି ଜାଗାରେ ଲୋକମାନେ ଆସିକି ବୁଡ ପକାଇକି କାମ କରିବା ଦ୍ଵାରା 100 ଗଙ୍ଗା ର ପୂଣ୍ୟ ଫଳ ମିଳିବାର କଥା ଯୁଗ ଯୁଗ ରୁ ଚାଲିଛି ।

ତେବେ ଏହି ତ୍ରିବେଣୀ ଘାଟରେ ଏକ ଡଙ୍ଗା ବୁଡିକି ଅଛି ନଦୀର ପ୍ରବାହ ଅନ୍ୟ ଆଡକୁ ହୋଇ ଯାଇଥିଲେ ମଧ୍ୟ ଏକ ଜାଗାରେ ସବୁ ବେଳେ ପାଣି ଝର ରହିବା କଥା ରହିଛି । ଏହି ଜାଗାରେ ଏକ ଡଙ୍ଗା ବୁଡିବାର ଘଟନା ମଧ୍ୟ ବହୁତ ରୋମାଞ୍ଚକର ।

ଏହି ଜାଗାରେ କିଛି ନାଗ ନାଗୁଣୀ ଖେଳିବାର ମଧ୍ୟ ଅନେକ ଲୋକମାନେ ଦେଖି ଛନ୍ତି କିନ୍ତୁ ସେମାନେ କାହାକୁ କିଛି କେବେହେଲେ କରି ନାହାଁନ୍ତି । ସେହି ଜାଗାରେ ଥିବା ମାହାତ୍ମ୍ଯ ଅନେକ ଦିନ ପରେ ପୁଣି ଧାରା ର ଛାତି ଚିରିକି ବାହାରକୁ ଆସିବା କଥା କହିଛନ୍ତି ସେହି ଜାଗାର ମୁଖ୍ୟ ପୂଜକ । ସେ ଆଖିଛନ୍ତି ଏହି ଜାଗାରେ ଆଗରୁ ମେଳା ମାନ ହେଉଥିଲା କିନ୍ତୁ ଏବେ ବିଶ୍ଵାସାନ୍ତି ଯଜ୍ଞ କରା ଯାଉଛି ।

ଏବେ ଲୋକମାନେ ମଧ୍ୟ ଆସିକି ନିଜ ମନସ୍କାମନା ପୂରଣ କରିବା ପାଇଁ ଭଗବାନ ଙ୍କ ପାଖରେ ନିଜ ମନ ସାମର୍ଥ୍ୟ ଅନୁସାରେ ଭୋଗ ରାଗ ଦେଇକି ପୂଜା ଅର୍ଚନା କରୁଛନ୍ତି । କିଛି ଜଣ ଏହି ଜାଗାରେ ଏକ ଅଲୌକିକ ଜ୍ଯୋତି ବାହାରିବା କଥା ମଧ୍ୟ କହିଛନ୍ତି । ଏହା ସେହି ଜାଗର ମାହାତ୍ମ୍ଯ ବୋଲି ଧାରା ଯାଉଛି ।

Leave a Reply

Your email address will not be published. Required fields are marked *