Mamita Meher ଙ୍କ ହ-ତ୍ୟା କରିଥିବା Govind Sahu ଖୋଲିଲା ବଡ ଗୁମର, କହିଲା କିଛି ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଳାହାଣ୍ଡିର ଝିଅ ମମିତା ମେହେର ଙ୍କୁ ହ-ତ୍ୟା କରା ଯାଇଛି । ମମିତା ମହାଲିଙ୍ଗ କଲେଜରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ । ସେହି କଲେଜରେ ଗୋବିନ୍ଦ ସାବୁ ବିଦ୍ୟାର୍ଥୀ ମାନଙ୍କ ସହ ଯୌ-ନ ସ-ମ୍ପ-ର୍କ ରଖୁଥିଲା ଯାହାର ସୂଚନା ମମିତା ପାଇଥିଲା । ଏହା ପରେ ମମିତା ସବୁ ସୁ-ରା-ଗ ଗୋବିନ୍ଦ ବି-ରୁ-ଦ୍ଧ-ରେ ଯୋ-ଗା-ଡ କରିବାରେ ଲାଗିଥିଲେ । ଏହା ପରେ ମମିତା ଗୋବିନ୍ଦଙ୍କୁ ଏ ସବୁ କଥା ପୋ-ଲି-ସ ଆଗରେ କହି ଦେବ ବୋଲି ଧ-ମ-କ ଦେବାରୁ ଗୋବିନ୍ଦ ମମିତାଙ୍କୁ ମନ୍ଦିରକୁ ଡକାଇ ତାର ତ-ଣ୍ଟି ଚି-ପି ହ-ତ୍ୟା କରିଛି ।

ଯାହାର ପ୍ରମାଣ ବର୍ତ୍ତମାନ ପୋ-ଲି-ସ କୁ ମିଳି ସାରିଛି । ତେବେ ବର୍ତ୍ତମାନର ସୂଚନା ଅନୁସାରେ ପୋ-ଲି-ସ ହେ-ପା-ଜ-ତ-ରୁ ଚ-ମ୍ପ-ଟ ମା-ରି-ବା ପରେ ମହାଲିଙ୍ଗ କଲେଜକୁ ଆସିଥିଲା ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ । ଗୋବିନ୍ଦ କଲେଜରୁ ସବୁ ପ୍ରମାଣ ନ-ଷ୍ଟ କରିବା ପାଇଁ ଆସିଥିଲା ବୋଲି ସୂଚନା ମିଳିଛି । ଗୋବିନ୍ଦ କଲେଜ ଆସି ସେଠିକାର ସି-ସି-ଟି-ଭି ଫୁ-ଟେ-ଜ କୁ ଡ଼ି-ଲି-ଟ କରିବାର ସୂଚନା ମିଳିଛି । ମମିତାଙ୍କ ଅ-ଫି-ସ-ରେ- ଲାଗିଥିବା ସି-ସି-ଟି-ଭି- ଫୁ-ଟେ-ଜ କୁ ମଧ୍ୟ ଗୋବିନ୍ଦ ଡ଼ି-ଲି-ଟ କରିଛି ।

ଏହା ସହ କଲେଜରେ ଯେଉଁ ସବୁ ପ୍ରଭାବଶାଳୀ ବ୍ୟକ୍ତି ଏହି ମା-ମ-ଲା-ରେ ସାମିଲ ଥିଲେ ସେମାନଙ୍କର ସି-ସି-ଟି-ଭି ଫୁ-ଟେ-ଜ ମଧ୍ୟ ଗୋବିନ୍ଦ ଡ଼ି-ଲି-ଟ କରିବାର ସୂଚନା ମିଳିଛି । ଏହା ବ୍ଯ-ତୀ-ତ ଗୋବିନ୍ଦ କଲେଜରେ ଥିବା କିଛି ଗୁରୁତ୍ଵ ପୂର୍ଣ୍ଣ ପ୍ରମାଣ ମଧ୍ୟ -ନ-ଷ୍ଟ- କରିବାର ସୂଚନା ମିଳିଛି । ମମିତାଙ୍କୁ ହ-ତ୍ୟା କରିବା ପରେ ସବୁ ପ୍ରକାରର ପ୍ରମାଣ ନ-ଷ୍ଟ କରିବା ପାଇଁ ଉ-ଦ୍ୟ-ମ ଚାଲିଥିଲା ଗୋବିନ୍ଦ ସାହୁ । ଏମିତି କି ପୋ-ଲି-ସ ହାତରେ ଯେମିତି କୌଣସି ସୁ-ରା-ଗ ନ ଲାଗିବା ତାହାର ବିଧି ବ-ଦ୍ଧ ଭାବେ ଗୋବିନ୍ଦ ଯୋ-ଜ-ନା କରିଥିଲା ।

କିଛି କ୍ଷେତ୍ର ରେ ଗୋବିନ୍ଦ ପ୍ରମାଣ ନ-ଷ୍ଟ କରିବାରେ ସଫଳ ହୋଇଛି । କିନ୍ତୁ ଏମିତି କିଛି ସୁ-ରା-ଗ ପୋ-ଲି-ସ ହାତରେ ଲାଗିଛି ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ମମିତାଙ୍କୁ ହ-ତ୍ୟା କରିବା ପଛରେ ଗୋବିନ୍ଦର ହାତ ରହିଛି । ଗୋବିନ୍ଦ ମମିତାଙ୍କୁ ପୋ-ଡି ଦେଇ ତାଙ୍କର ଶ-ବକୁ ମା-ଟି ତଳେ ପୋତି ଦେଇଥିଲା ଯେମିତି କି ସେ ଧ-ରା ପଡିବନି । କିନ୍ତୁ ଶେଷରେ ପୋ-ଲି-ସ ଏହି ଘଟଣା ର ପ-ର-ଦା-ଫା-ର୍ଶ- କରିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *