ଏହି ମନ୍ଦିର ହୁଣ୍ଡିରୁ ବାହାରିଲା ଏତେ ଟଙ୍କା ଯେ ଗଣି ଗଣି ଥକିଗଲେ ! କେତେ ଟଙ୍କା ବାହାରିଲା ଜାଣି ଉଡିବ ହୋସ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଦେଶରେ ଯେତେ ବି ମନ୍ଦିର ସବୁ ଅଛି ସେଥିରେ ଟଙ୍କା ପକାଇବା ପାଇଁ ବା ଦାନ କରିବା ପାଇଁ ହୁଣ୍ଡି ରଖା ଯାଇଥାଏ । ତେବେ ହୁଣ୍ଡି ଭିତରେ ଟଙ୍କା ସହ ଠାକୁର ଙ୍କ ମନ୍ଦିର ର ଉନ୍ନତି ପାଇଁ ଲଗା ଯାଇଥାଏ । ବର୍ତ୍ତମାନ ସମୟରେ ଏଭଳି ଏକ ବଡ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଖୋଲିଲା ମା ମଝିଘାରିଆଣୀ ମନ୍ଦିର ହୁଣ୍ଡି । ହୁଣ୍ଡି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା, ୧୦୪ ଗ୍ରାମ ସୁନା ଓ ୨ କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରା ଯାଇଛି ।

ରାୟଗଡା ସହର ମା ମଝିଘାରିଆଣୀ ଙ୍କ ମନ୍ଦିର ରୁ ପ୍ରଶାସନର ଉପସ୍ଥିତି ରେ ହୁଣ୍ଡି ଖୋଲା ଯାଇଥିଲା । ରାଏଗଡା ରେ ମା ମଝିଘାରିଆଣୀ ଙ୍କ ମନ୍ଦିର ରୁ ଏତେ ତାଙ୍କ ସବୁ ଗଣିବା ପାଇଁ ସେଠିକାର କିଛି ମହିଆ ମାନେ ଯୋଗ ଦେଇଥିଲେ ଯେଉଁ ମାନେ ପ୍ରଶାସନ ତରଫରୁ ନିଯୁକ୍ତ ହୋଇଥିଲେ । ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ହୁଣ୍ଡି ଭିତରୁ ବାହାରୁଛି ଗଦା ଗଦା ଟଙ୍କା । ନୋଟ ଠାରୁ ଆରମ୍ଭ କରି ରେଜା ପଇସା ଯାଏଁ ଏତେ ବାହାରୁଛି କି ମହିଳା ମାନେ ଗଣି ଗଣି ଠକି ଯାଉଛନ୍ତି କିନ୍ତୁ ଟଙ୍କା ଗଣିବା ସରୁ ନାହି ।

ଏମିତି କୁ ହୁଣ୍ଡି ଭିତରୁ ଚାନ୍ଦି ଓ ସୁନା ମଧ୍ୟ ବାହାରିଛି ଯାହା ଭକ୍ତ ମାନେ ମନ୍ଦିର କୁ ଦାନ କରିଥିଲେ ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ । ତେବେ ହୁଣ୍ଡି ଭିତରୁ ପୁଳା ପୁଳା ଟଙ୍କା ବାହାରିବାର ଖବର ପାଇବା ପରେ ଗାଁ ଲୋକେ ମଧ୍ୟ ରୁଣ୍ଡ ହୋଇଛନ୍ତି ମନ୍ଦିର ରେ । ଏମିତିକି ସେଠାରେ ପୋଲିସ କର୍ମଚାରୀ ମାନଙ୍କର ମଧ୍ୟ ବ୍ୟବସ୍ଥା କରା ଯାଇଛି । ଯେଉଁ ସବୁ ତାଙ୍କ ଆଉ ସୁନା ଓ ରୂପା ବାହାରିଲା ହୁଣ୍ଡି ହିତରୁ ସେ ସବୁକୁ ମନ୍ଦିର ର ଉନ୍ନତି ପାଇଁ ଲଗାଯିବ ବୋଲି ସୂଚନା ରହିଛି ।

ତେବେ ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ମାନାଙ୍କର ଗହଳି ଜମିଥାଏ । ମନ୍ଦିର ପରିସର ର ରେ ବସି ମହିଳା କର୍ମଚାରୀ ମାନେ ତାଙ୍କ ଗଣୁଛନ୍ତି ଯାହା ଅଗଣନ୍ତି ଅଟେ । ବୋଧ ହୁଏ ପ୍ରଥମ ଥର ପାଇଁ ଏହି ମନ୍ଦିର ରୁ ଏତେ ଟଙ୍କା ବାହାରିଛି ଯାହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି ।

ଟଙ୍କା ଗଣି ଗଣି ବେଦମ ହୋଇ ଯାଉଛନ୍ତି ମହିଳା କର୍ମଚାରୀ ମାନେ କହିଲେ କିଛି ଭୁଲ ହେବ ନାହି । ଏକା ଥରକେ ଏତେ ସବୁ ଟଙ୍କା ଗଣିବା କୌଣସି ସହଜ କଥା ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *