Babushan-Prakruti ଓ Truptiଙ୍କ ବିବାଦରେ ବୋହୂ ତୃପ୍ତିଙ୍କ ସାରଥି ଭାବେ ଠିଆ ହେବେ ଶାଶୁ Aparajita

ନମସ୍କାର ବନ୍ଧୁଗଣ । ପୂର୍ବ ରୁ ନିଜ ବୋହୂ ସହ ଠିଆ ହୋଇଥିଲେ ଆଉ ଏବେ ବି ନିଜ ବୋହୂ ସହ ଠିଆ ହେବେ ଶାଶୁ ଅପରାଜିତା ମହାନ୍ତି । ଅପରାଜିତା ମହାନ୍ତି ନିଜର କର୍ତ୍ତବ୍ୟ ସବୁବେଳେ ଆଗରେ ରଖିବେ । ପୁଅ ଠାରୁ ଅଧିକ ବୋହୂ ସେତେବେଳେ ଥିଲା ଆଉ ଏବେ ବି ଅଛି । ପ୍ରକୃତି ମିଶ୍ର କୁ କିଭଳି ନିଜ ବୋହୂ କୁ ଦୁଏରି ରଖିବେ ତାର ହାକ ପାଇଁ ଲଢିବେ ତାହା ଅପରାଜିତା ବହୁତ ଭଲ ଜାଣିଛନ୍ତି । ପ୍ରକୃତି ମିଶ୍ର ତୃପ୍ତି ଓ ତାଙ୍କ ବାପାଙ୍କ ବିରୁଦ୍ଧରେ ଯେଉଁ ମାନ ହାନି କେସ କରିଛନ୍ତି ସେଥିରୁ ଜଣା ପଡୁଛି ଏଥିପାଇଁ ସେ କେତେ ଅନୁତପ୍ତ ଅଛନ୍ତି ଆଉ ନିଜ ସାଙ୍ଗ ବାବୁସାନ ଙ୍କୁ କେତେ ଭଲ ପାଉଛନ୍ତି ।

ଏମିତିକି ବାବୁସାନ ଙ୍କ ସଂସାର ଠିକ ହୋଇଯାଉ ଏଥିପାଇଁ କେତେ ତ୍ୟାଗ ଓ ବଳିଦାନ ଦେବାକୁ ଚାହୁଁଛନ୍ତି । ଯଦି ପ୍ରକୃତି ଯୁଦ୍ଧର ଆରମ୍ଭ କରିଛନ୍ତି ତେବେ ଏହାକୁ ହସି ହସି ଗ୍ରହଣ କରିବେ ତୃପ୍ତି ଓ ତାଙ୍କ ସାରଥି ଭାବେ ତାଙ୍କ ସହ ରହିବେ ଶାଶୁ ଅପରାଜିତା । ଯେଉଁ ଭଳି ଭାବେ ଏଭଳି ଏକ ଝଡ ସୃଷ୍ଟି ହୋଇଥିଲା ବୋହୂ ସହ ଠିଆ ହୋଇଥିଲେ ଅପରାଜିତା ଆଜି ମଧ୍ୟ ଠିକ ସେମିତି ସାରଥି ସାଜି ଠିଆ ହେବେ । ତେବେ ଭୁଲ ମାଗିବାର ପ୍ରଶ୍ନ ହିଁ ଉଠୁ ନାହି ପ୍ରକୃତି ଙ୍କୁ । ପ୍ରକୃତି ୫ କୋଟି ତାଙ୍କର ଯେଉଁ ମାନ ହାନି ମୋକଦ୍ଦମା କରିଛନ୍ତି ଏହାର ଜବାବ ଦେବେ ମଧ୍ୟ ତୃପ୍ତି ।

ତୃପ୍ତି ଲଢେଇ କରିବା ଜାଣିଛନ୍ତି ଆଉ ନିଜ ଅଧିକାର ପାଇଁ ସଂଘର୍ଷ କରିବା ଜାଣିଛନ୍ତି ଆଉ ସେ ଜେଣ ଲୁଜର ନୁହଁନ୍ତି ସେ ଜଣେ ଷ୍ଟ୍ରଙ୍ଗ ଫାଇଟର କହିଲେ କିଛି ଭୁଲ ହେବ ନାହି । ଅନ୍ୟ ପକ୍ଷରେ ଦେଖିବାକୁ ତୃପ୍ତି ଙ୍କ ପାଖରେ ପ୍ରକୃତି ଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଅଛି ଠିକ ସମୟରେ ସେହି ପ୍ରମାଣ ସବୁ ଦେଖିବେ ବୋଲି ଆଗରୁ ମଧ୍ୟ କହି ସାରିଛନ୍ତି ।

ଆଉ ଏହା ସହ କିଭଳି ଭାବେ ଆଗକୁ ଏହି ସବୁର ମୁକାବିଲା କରିବାକୁ ହେବ ଏ ସବୁରେ ନେବେ ନିଜ ଶାଶୁଙ୍କର ମନ୍ତ୍ରଣା ଓ ଆଉ ଶାଶୁ ଅପରାଜିତା ଯାହା କହିବେ ଉଭୟ ଶାଶୁ ବୋହୂ ମିଶି ପ୍ରକୃତି ଙ୍କ ବିରୁଦ୍ଧରେ ଲଢିବେ ଏଥିରେ କୌଣସି ସନ୍ଦେହ ନାହି ।

ଏବେ ବାସ ଦେଖିବାକୁ ବାକି ରହିଲା କଣ ରଖୁଛନ୍ତି ତୃପ୍ତି ଆଉ କଣ କବାବ ଦେଉଛନ୍ତି ପ୍ରକୃତି ଙ୍କୁ । କାରଣ ବର୍ତ୍ତମାନ ଏ ଲଢେଇ ଖାଲି ତୃପ୍ତିଙ୍କର ନୁହେଁ ବରଂ ଏ ଲଢେଇ ସେ ସବୁ ଝିଅ ମାନଙ୍କର ହୋଇ ଯାଇଛି ଯିଏ କି ନିଜ ସ୍ଵାମିକୁ ଖରାପ ଦ୍ରୁଷ୍ଟି ରୁ ବଞ୍ଚାଇବାକୁ ଚାହିଥାନ୍ତି ।

ତେବେ ଏହି ମାମଲାରେ ବାବୁସାନ ନିଜ ସ୍ତ୍ରୀ ତୃପ୍ତି ଓ ମା ଅପରାଜିତା ଙ୍କ ସପକ୍ଷରେ ରହୁଛନ୍ତି ନା କେଉଁ ଭଳି ପଦକ୍ଷେପ ନେବେ ତାହା ଦେଖିବା ଆଗକୁ ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଅପରାଜିତାଙ୍କର ନିଜ ବୋହୂ କୁ ଏଭଳି ସପୋର୍ଟ କରିବାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *