ମୋ ପରି ଝିଅ ହେଇଥିଲେ ତାକୁ ଚପଲରେ ପିଟିଥାନ୍ତା! Dineshକୁ ଭରସା କରି ଭୁଲ କଲା Dipika… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟ ରେ କେ ଦୀପିକା ଓ ଦିନେଶ ଙ୍କ ପ୍ରେମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଙ୍କର ସଂପର୍କକୁ ନେଇ ସାଧାରଣ ଜନତା ମାନେ ମଧ୍ୟ ନିଜର ମତଦାନ ରଖୁଛନ୍ତି । ଏ ନେଇ ଜେଣ ମହିଳା ନିଜର ପ୍ରତିକ୍ରିୟା ରେ କହିଛନ୍ତି କି ମୋ ଭଳି ଝିଅ ହୋଇଥିଲେ ଦିନେଶ ଙ୍କୁ ଚପଲରେ ପିଟିଥାନ୍ତି, ଦୀପିକା ଦିନେଶ ଉପରେ ଭରସା କରି ବହୁତ ବଡ ଭୁଲ କରିଛନ୍ତି । ଯଦି ଦୀପିକା ଜାଣିଥାନ୍ତେ କି ଦିନେଶ ତାଙ୍କୁ ଆଗକୁ ଯାଇ ଧୋକା ଦେବେ ତେବେ ଦୀପିକା ତାଙ୍କୁ ଚପଲରେ ମାଡ ମାରିଥାନ୍ତେ ବୋଲି ମହିଳା ରାଏ ଦେଇଛନ୍ତି ।

ଆଗକୁ ମହିଳା କହିଛନ୍ତି ଦିନେଶ ତାଙ୍କ ବାପାଙ୍କ ଦୋକାନରୁ ଟଙ୍କା ଚୋରୀ କରି ଆଣି ଦୀପିକାଙ୍କୁ ଦେଉଥିଲେ ଦୀପିକା କେବେ ଚୋରୀ କରି ନାହାନ୍ତି । ଏମିତିକି ଦୀପିକାଙ୍କ ବିଜେନ୍ସ ରୁ ଯାହା ଟଙ୍କା ବାହାରୁଥିଲା ସେ ସବୁ ଖର୍ଚ୍ଚ କରୁଥିଲେ ଦିନେଶ । ଦୀପିକାର ପଇସାରେ ଦିନେଶ ଏଞ୍ଜୋଏ କରିଥିଲା ବୋଲି ମହିଳା କହିଛନ୍ତି । ଦୀପିକା ଯେତେବେଳେ ୫ ମାସର ଗର୍ଭବତୀ ଥିଲେ ସେତେବେଳେ ସେ ଦିନେଶଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଆଉ କହିଥିଲେ ଆଉ ଦୁଇ ଜଣଙ୍କର ଭୁଲ ହୋଇଛି ମୋତେ ଓ ମୋ ଛୁଆକୁ ଗ୍ରହଣ କର ।

କିନ୍ତୁ ଦିନେଶଙ୍କ ପରିବାର ଲୋକେ ତାଙ୍କ ପୁଅର କିଛି ଭୁଲ ନାହି ଆଉ ଏ ଛୁଆ ଆଉ କାହାର ବୋଲି କହିବାରୁ ଦୀପିକା ଆଇନର ଆଶ୍ରୟ ନେଇଥିଲେ । ପ୍ରମିଳା ମା ଦୀପିକାଙ୍କୁ ସାହାଜ୍ଯ କରୁଥିବାରୁ ଟାଙ୍କୁ ମଧ୍ୟ ବଦାନମ କରା ଯାଇଛି । ଦୀର୍ଘ ୨ ବର୍ଷ ହେବ ଆଇନର ଆଶ୍ରୟ ନେଇଛନ୍ତି ଦୀପିକା ବୋଲି ମହିଳା ଜଣକ କହିଛନ୍ତି । ଯଦି ଆଇନ ଠିକ ରହିଥାନ୍ତା ତେବେ କଣ ଆଜି ଦୀପିକା ଦାଣ୍ଡ ରେ ବସି ରହିଥାନ୍ତେ । ଅନ୍ୟ ପକ୍ଷରେ ଡିଏନଏ ଟେଷ୍ଟ ପଜେଟିଭ ଆସିବା ପରେ କଣ ପାଇଁ ଗ୍ରହଣ କରାଯାଉ ନାହି ।

ମା ନ ଥିଲେ ପିଲା ଆସିବ କୁଆଡୁ କଣ ଭୂମିରୁ ଫାଟିକି ବାହାରି ପଡିଲା କି ଏଭଳି ପ୍ରଶ୍ନ କରିଛନ୍ତି ମହିଳା । ମା ଅଛି ବୋଲି ପିଲା ଅଛନ୍ତି ଯଦି ଆମ କୁ ଗ୍ରହଣ ନ କରିବ ତେବେ ପିଲାକୁ କେମିତି ଗ୍ରହଣ କରିବା ବୋଲି ମହିଳା କହିଛନ୍ତି । ଯାହା ପାଇଁ ଆଜି ଦୀପିକା ନିଜର ହକ ପାଇବାକୁ ଦାବି କରିଛନ୍ତି । ମହିଳା ଦିନେଶ ଓ ତାଙ୍କ ପରିବାରକୁ ଶେଷରେ ଏତିକି କହିଛନ୍ତି ଆଜି ତୁମ ଝିଅ ଟା ହୋଇଥାନ୍ତେ କଣ କରିଥାନ୍ତା ଆଉ କଣ କହିଥାନ୍ତା ସେଥିପାଇଁ ଦିନେଶର ମଧ୍ୟ ଭୁଲ ଅଛି ।

ଦିନେଶ ଯାହା ଚାହୁଁଛି ସାମନାକୁ ଆସୁ କହୁ ଲୁଚିକି ସୋଫା ଉପରେ ବସି ଅଏସ କରି କହିବ କିଛି ଦରକାର ନାହି ବୋଲି ମହିଳା କହିଛନ୍ତି । ଯେବେ ଦିନେଶ ଭଲ ପାଉଥିଲା ଦୀପିକା ପଛରେ ଗୋଡାଉଥିଲା ତା ଘର ଆଗରେ କୁକୁର ପରି ଜଗିଥିଲା ସେତେବେଳେ କିଛି ହେଉ ନ ଥିଲା । ଯେଉଁ ସୋ ରୁମରୁ ଦିନେଶ ନମ୍ବର ନେଇଥିଲେ ଓ କୋଲକାତାରେ ହୋଟେଲରେ ଯାଞ୍ଚ କରାଯାଉ ବୋଲି ମହିଳା କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *