Babushanଙ୍କ ସ୍ତ୍ରୀ Trupti ବିରୁଦ୍ଧରେ ମାନହାନୀ ମୋକଦ୍ଦମା ରୁଜୁ କଲେ Prakruti, କଲେ ଏତେ କୋଟି ତାଙ୍କର କେସ୍… ଜାଣି ବିଶ୍ୱାସ ହେବନି

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ପ୍ରକୃତି ମିଶ୍ର ଓ ଓଲିଉଡ ହିରୋ ବାବୁସାନ ମହାନ୍ତି ଙ୍କ ପ୍ରେମ ସମ୍ପର୍କ କୁ ନେଇ ବଡ ଖୁଲାସା ହୋଇଥିଲା । ଯାହା ପାଇଁ ତାଙ୍କ ସୁନାର ସଂସାର ନଷ୍ଟ କରିବାର ଅଭିଯୋଗ କରିଥିଲେ ବାବୁସାନ ସ୍ତ୍ରୀ ତୃପ୍ତି ଶତପଥି । ଏ ନେଇ ଉଭୟ ପରିବାର ପକ୍ଷ ରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା ଆଉ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ସମୟରେ ପ୍ରକୃତି-ବାବୁସାନ-ତୃପ୍ତି ଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପୁଣି ଥରେ ଲେଉଟିଛି ବାବୁସାନ-ପ୍ରକୃତି- ତୃପ୍ତି ଙ୍କ ବିବାଦ ।

କାରଣ ଭୁବନେଶ୍ଵର କୋର୍ଟ ରେ ଦ୍ଵାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଆଉ ଏହା ସହ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି । ତୃପ୍ତି ଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ଯୂବ ବିରୁଦ୍ଧରେ ମାନ ହାନି ମୋକଦ୍ଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି କହିଛନ୍ତି ଯେ ସେ ଏତେ ଶସ୍ତା ନୁହନ୍ତି କି ରାସ୍ତା ମଝି ରେ ଜଣେ ମହିଳା ତାଙ୍କୁ ମାଡ ମାରିବ । ଯେଉଁ ଭଳି ଭାବେ ଗତ କିଛି ଦିନ ତଳେ ପ୍ରକୃତି ଙ୍କୁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଙ୍କୁ ବିଚ ରୋଡ ଉପରେ ମାଡ ମାରିଲେ ଗାଳି ଗୁଲଜ କରିଥିଲେ ସେଥିପାଇଁ ମାନସିକ ଚାପ ପାଇଛନ୍ତି ପ୍ରକୃତି ବୋଲି ଅଭିଯୋଗ କରିଛନ୍ତି ।

ପ୍ରକୃତି କହିଛନ୍ତି ତାଙ୍କର ମାନ ସମ୍ମାନ ହାନି ହୋଇଛି ସେଥିପାଇଁ ସେ ମାନ ହାନି ମୋକଦ୍ଦମା କରିଛନ୍ତି । ଏଠାରେ କହି ରଖୁଛୁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି ଓ ତାଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ଯୂବ ବିରୁଦ୍ଧରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନ ହାନି ମୋକଦ୍ଦମା କରିଛନ୍ତି ପ୍ରକୃତି ମିଶ୍ର । ଯେବେ ବାବୁସାନ- ପ୍ରକୃତି-ତୃପ୍ତି ଙ୍କ ବିବାଦ ଦାଣ୍ଡ ରେ ପଡି ହାତ ରେ ଗଡିଥିଲା ସେହି ସମୟରେ ନ୍ୟାୟ ପାଇବା ପାଇଁ ଉଭୟ ପରିବାର ଥାନାର ଦ୍ଵାରସ୍ଥ ହୋଇଥିଲେ । ଆଉ ତ ପରେ ସମୟ ଅନୁଯାୟୀ ଏହି ଘଟଣା ଥମି ଆସୁଥିବା ବେଳେ ଏବେ ପୁଣି ଥରେ ଲେଉଟି ଆସିଛି ସ୍ଵାମୀ ସ୍ତ୍ରୀ ଓ ପ୍ରକୃତି ଙ୍କ ବିବାଦ ।

ଏବେ ନ୍ୟାୟ ପାଇବାକୁ ହାଇ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ପ୍ରକୃତି ମିଶ୍ର ଗତ କାଲି । ଆଉ ଆଜି ଭୁବନେଶ୍ବର କୋର୍ଟ ରେ ମାନ ହାନି ମୋକଦ୍ଦମା ରୁଜୁ କରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କର ଏଭଳି ପଦକ୍ଷେପ ତୃପ୍ତି ଓ ତାଙ୍କ ବାପାଙ୍କ ବିରୁଦ୍ଧରେ ଆଦୌ ଗ୍ରହଣୀୟ ନୁହେଁ କହିବା କିଛି ଭୁଲ ହେବ ନାହି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେବାକୁ ଯାଉଛି ଆଉ ବାବୁସାନ ଏହା ଉପରେ କେଉଁ ଭଳି ପ୍ରତିକ୍ରିୟା ରଖୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ପ୍ରକୃତି ମିଶ୍ରଙ୍କ ଏଭଳି କେସ କରିବା କେତେ ଦୂର ଯୁକ୍ତିଯୁକ୍ତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *