ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଚାଣକ୍ୟ ନିଜ ନୀତିରେ କହିଥିଲେ ମଣିଷର ଏହି ୪ଟି ଭୋକ କେବେ ମେଣ୍ଟି ନଥାଏ ଓ ଏହା ମଧ୍ୟ କହିଥିଲେ ଯେ ମଣିଷ ଏହି ଭୋକ ଦ୍ଵାରା ବିନାଶ ପଥକୁ ଆଗେଇ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ୪ଟି ଭୋକ ବିଷୟରେ ବିସ୍ତାର ସହ କହିବୁ ଯାହା ଆପଣଙ୍କ ଜୀବନ ପାଇଁ ମଧ୍ୟ ଲାଭକାରୀ ହୋଇବ । ତେବେ ହିନ୍ଦୁ ଶାସ୍ତ୍ର ଏବଂ ସଂସ୍କାର ଅନୁଯାଇ ଘରେ ଝିଅ ଜନ୍ମ ହେଲେ ମାତା ଲକ୍ଷ୍ମୀଙ୍କ ପ୍ରତିବିମ୍ବ ବୋଲି କୁହାଯାଇଥାଏ ।

ଝିଅ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ତାଙ୍କ ଘର ଲୋକ ତାକୁ ଘର ଲକ୍ଷ୍ମୀ କୁହନ୍ତି ଓ ବଡ ହେଲା ପରେ ବିବାହ କଲା ପରେ ଶଶୁର ଘର ଲୋକ ବହୁକୁ ଗୃହ ଦେବୀ କୁହନ୍ତି ତେବେ ମହିଳା ସବୁବେଳେ ପୂଜନୀୟ ଅଟନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଏହା ଜଣା ପଡିଥାଏ ଯେ ମହିଳା ନିଜ ସ୍ଵାମୀ ଓ ନିଜ ଘର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳି ଅଟନ୍ତି ।

ଯେଉଁ ମହିଳାଙ୍କ ନାକ ଉପରେ କଳାଯାଇ ହୋଇଥାଏ ଏହି ପରି ମହିଳା ବହୁତ ଭାଗ୍ୟଶାଳି ହୋଇଥାନ୍ତି ଓ ତାଙ୍କ ଜୀବନରେ ସେ ଯାହା ଇଛା କରନ୍ତି ପ୍ରାପ୍ତ ହୋଇଥାଏ, ଏହି ଭଳି ମହିଳା ନିଜ ସ୍ଵାମୀ ଓ ଘର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳି ଅଟନ୍ତି । ତେବେ ଯେଉଁ ମହିଳାନଙ୍କର ବଡ ବଡ ଆଖି ଥାଏ ସେହି ଭଳି ମହିଳାଙ୍କ ଜୀବନରେ କେବେ ବି ଭଲ ପାଇବା କାମୀନଥାଏ ବା ସମସ୍ତେ ତାଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ସବୁ ଭୁଲ ମଧ୍ୟ କ୍ଷମା କରିଥାନ୍ତି । ଯେଉଁ ମହିଳାଙ୍କ ପାଦ ପୂର୍ଣ ରୂପରେ ବିକଶିତ ହେଲା ପରେ ମଧ୍ୟ ବହୁତ କୋମଳ ଏବଂ ସୁନ୍ଦର ହୋଇଥାଏ ତେବେ ଏହି ଭଳି ମହିଳା ନିଜ ସ୍ଵାମୀକୁ ବହୁତ ଭଲ ପାଇଥାନ୍ତି ଓ ଶାରୀରିକ ସମ୍ବନ୍ଧରେ ଅଧିକ ରୁଚି ରଖନ୍ତି, ଏହି ଭଳି ମହିଳାଙ୍କୁ ପାଇ ସ୍ଵାମୀ ବହୁତ ଖୁସି ହୁଅନ୍ତି କାହିଁକିନା ସବୁ ସ୍ଵାମୀକୁ ନିଜ ସ୍ତ୍ରୀ ଠାରୁ କେବଳ ଭଲ ପାଇବା ଦରକାର ହୋଇଥାଏ ଯାହା ଏହି ଭଳି ମହିଳା ପରୟାପ୍ତ ଦେଇଥାନ୍ତି ।

ଯେଉଁ ମହିଳାଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ ସେହି ଭଳି ମହିଳା ବହୁତ ବୁଦ୍ଧିମାନ ଏବଂ ପାଠ ପଢାରେ ଭଲ ହୋଇଥାନ୍ତି, ଏହି ଭଳି ମହିଳା ଖର୍ଚ ବହୁତ ଭାବି ଚିନ୍ତି କରନ୍ତି ଯଦି ଆପଣ ତାଙ୍କୁ କିଛି ଟଙ୍କା ଦିଅନ୍ତି ତେବେ ସେ ଆପଣଙ୍କୁ ଏହାକୁ ଅଧିକ କରି ଫେରେଇ ଥାନ୍ତି । ତେବେ ଚାଣକ୍ୟ ନୀତି ଅନୁଯାଇ ଯେଉଁ ୪ଟି ଭୋକ କେବେ ମେଣ୍ଟି ନଥାଏ ତାହା ହେଲା ଧନ, ଜୀବନ, ବାସନା ଏବଂ ଭୋଜନ ତେବେ ଏହା ସଠିକ ଭାଗରେ ରେ ରହିଲେ ଉଚିତ କିନ୍ତୁ ଅତ୍ୟଧିକ ପାଇବା ଲୋଭ କଲେ ପାଇଥିବା ଜିନିଷ ମଧ୍ୟ ମଣିଷ ହରେଈ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।