ଦୁନିଆରେ ଅଛି ଏଭଳି 5ଟି ଗଛା ଯାହା ଖାଇଦେବ ମଣିଷ, ଜାଣନ୍ତୁ ସେହି ଗଛ ବିଷୟରେ

ପୃଥିବୀ ରେ ୬୦ ,୦୦୦ ରୁ ଅଧିକ ପ୍ରଜାତିର ଗଛ ଅଛନ୍ତି । ଯାହା ମଧ୍ୟ ରୁ ଅଧିକାଂଶ ପ୍ରଜାତି ମଣିଷ ମାନଙ୍କ ପାଇଁ ବହୁତ ଉପଯୋଗୀ । ଯାହା ର ବ୍ୟବହାର ମଣିଷ କରି ଆସୁଅଛି , କିନ୍ତୁ ସବୁବେଳେ ଯେ ଗଛ ଆମ ପାଇଁ ଉପଯୋଗୀ ହେବେ ଏହାର କୈଣସି ଗ୍ୟାରେଣ୍ଟି ନାହିଁ । କାରଣ ଗଛ ଗୁଡିକ ମଧ୍ୟ ରେ ଏମିତି ପ୍ରଜାତି ରହିଛନ୍ତି ଯାହା ମଣିଷ ମାନଙ୍କ ଜୀବନ ନେଇ ଯାଇ ପାରନ୍ତି । ଏହି ଖତର୍ନାଖ୍ ଗଛ ଗୁଡିକ ପାଖରେ ଠିଆ ହେବା ଦ୍ୱାରା ମଧ୍ୟ ଆପଣଙ୍କ ର ମୃତ୍ୟୁ ହୋଇ ପାରେ । ଏହି ଦୁନିଆରେ ୫ ଟି ଖତର୍ନାଖ୍ ଗଛ ରହିଛି ।

ଜିମ୍ପି, ଷ୍ଟିଗଂର୍, ଅଷ୍ଟ୍ରେଲିଆ ର ଜଗଂଲ ରେ ଦେଖାଯାଉ ଥିବା ଏହି ଗଛ ଖତର୍ନାଖ୍ ଗଛ ଗୁଡିକ ମଧ୍ୟ ରୁ ଅନ୍ୟତମ , ସୁନ୍ଦର କେଶ ଭଳି ଦେଖାଯାଉ ଥିବା ଏହି ଗଛର କଣ୍ଟା ଗୁଡିକ ବହୁତ ବିଷାକ୍ତ ଅଟେ । ଯେଉଁ ଲୋକ ଏହି ଗଛ ର ପତ୍ରକୁ ଛୁଇଁ ଦିଏ ତ ଏହି ଗଛ ନିଜ ପତ୍ରର କଣ୍ଟା ମାଧ୍ୟମରେ ତାହା ଶରୀର ରେ ବିଶ ଛାଡି ଦିଏ ।

ଧୀରେ ଧୀରେ ସେହି ହାତ ବିନ୍ଧିବା ଆରମ୍ଭ କରେ ଏବଂ ସେଥିରେ ଲାଲ୍ ରଗଂ ର ଚିନ୍ହ ହେଇଯାଏ , ସେହି ବିଶ ର ପ୍ରଭାବ ରେ ମୁଣ୍ଡ ମଧ୍ୟ ବିନ୍ଧି ଥାଏ । ଏମିତି କି ୩ ରୁ ୪ ଦିନ ସେ ଭଲ ଭାବେ ସୋଇ ପାରେ ନାହିଁ । ଏହି ଗଛର ବିଶରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୈଣସି ମେଡିସିନ୍ ବାହାରି ପାରି ନାହିଁ ।

ତେଣୁ ଯାହା ହଉ ବି ଲୋକ ଟି କୁ ବର୍ଷେ ଜନ୍ତ୍ରଣା ଭୋଗିବା କୁ ପଡେ । ଏହି ଗଛର ଫଳରେ ବିଶ ନ ଥିବା କାରଣ ରୁ କିଛି ଲୋକ ଏହା କୁ ଖାଇଥାନ୍ତି କିନ୍ତୁ ମୋ ମତରେ ଏତେ ବିଷାକ୍ତ ଗଛର ଫଳ ଖାଇବା ଉଚିତ ନୁହେଁ । ସର୍ବେରା ଓଡଳମ୍ , ଏହାର ଏମିତି ତ ନାମ ରହିଛି କିନ୍ତୁ ଏହାକୁ ମୃତ୍ୟୁ ର ଗଛ ବୋଲି କୁହାଯାଏ ।

ଏହି ଗଛ ଭାରତ ଓ ଏସିଆ ର ବହୁ ଦେଶରେ ଦେଖିବା କୁ ମିଳେ । ଏହି ଗଛରେ ଏକ ବିଶେଷ ପ୍ରକାର ଫଳ ହୁଏ ଯାହା ବହୁତ ବିଷାକ୍ତ ଅଟେ । ଯଦି କୈଣସି ଲୋକ କୁ ଏହି ଫଳର ରସ ଖାଦ୍ୟ ରେ ମିଶାଇ ଦିଆଯିବ ତେବେ ତା ମୁହଁ ରୁ ପ୍ରଥମେ ଯନ୍ତ୍ରଣା ଆରମ୍ଭ ହେବ ଏବଂ ତା ପରେ ବାନ୍ତି ହେବ ଓ ହାର୍ଟ ବିଟ୍ ବଢିଯିବ । ଶେଷରେ ଲୋକ ଟିର ମୃତ୍ୟୁ ହେବ ।

ପୋଷ୍ଟ୍ମୋଟମ୍ ଦ୍ୱାରା ମଧ୍ୟ ଜଣା ପଡ଼ିବ ନାହିଁ ରୋଗ ର କାରଣ । ଏହି ଫଳ ରସରୁ ବର୍ତ୍ତମାନ ବାୟୋ ଡିଜଲ୍ ତିଆରି କରାଯାଉଛି । ଟ୍ୟାକ୍ସ୍ଅସ୍ ବ୍ୟାକଟ୍, ୟୁରୋପ୍, ଏସିଆ, ଆଫ୍ରିକା ରେ ଏହି ଗଛ ଦେଖାଯାଏ । ଏହାକୁ u ନାମ ରେ ମଧ୍ୟ କୁହାଯାଏ । ଏହି ଗଛ ୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ ।

ଷ୍ଟିକ୍ନିନ୍ଟ୍ରି , ଏହି ଗଛ ଭାରତ ରେ ଦେଖାବା କୁ ମିଳିଥାଏ । ଏହା ମଣିଷର ନର୍ଭ ସିଷ୍ଟମ କୁ ନଷ୍ଟ କରିଦିଏ ଏହା ମିଡିୟମ୍ ହାଇଟ୍ ର । ପୋଷମ୍ ଉଡ୍ , ବମ୍ ର ଉଦ୍ଭାବନ ମଣିଷ ହିଁ କରିଛି । ଉତ୍ତର ଓ ଦକ୍ଷିଣ ଆମେରିକା ରେ ଏହି ଗଛ ଦେଖାଯାଉଛି । ଏହି ଗଛର ଫଳ ପାଚିଲା ପରେ ବମ୍ ଭଳି ଫାଟିଥାଏ ।

Leave a Reply

Your email address will not be published. Required fields are marked *