ମନୁଷ୍ୟକୁ ଦେଖି କାହିଁକି କାମବାସନାର ଇଛା ଉପୁଜୁଥିଲା ଅପ୍ସରାଙ୍କ ମନରେ ?

ବନ୍ଧୁଗଣ ସ୍ଵର୍ଗର ଅପ୍ସରା ମାନେ ଏତେ ସୁନ୍ଦର ଥିଲେ କି ତାଙ୍କୁ କୌଣସି ଦେବତା ଥରେ ଦେଖିବା ମାତ୍ରେ ମୋହିତ ହୋଇ ଯାଉଥିଲେ । ଅପ୍ସରା ମାନେ ନିଜ କାମ ଦ୍ଵାରା ସ୍ଵର୍ଗ ଓ ଧରିତ୍ରିର ଇତିହାସ ବଦଳାଇ ଦେଇଥିଲେ । କିନ୍ତୁ ସେମାନେ କେଉଁ ଅପ୍ସରା ଥିଲେ ଓ ସେମାନେ କଣ କରିଥିଲେ ଯାହା ଦ୍ଵାରା ପୁରା ଇତିହାସ ବଦଳି ଯାଇଥିଲା ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ମେନକା : ହିନ୍ଦୁ ପୁରାଣ ଅନୁଯାୟୀ ମେନକା ଆଙ୍କୁ ସ୍ଵର୍ଗଲୋକର ଅପ୍ସରା ମାନଙ୍କ ମଧ୍ୟରୁ ସବୁଠାରୁ ସୁନ୍ଦର ମାନାଯାଏ । ମେନକା ସୁନ୍ଦରତା ସହ ଧର୍ଯ୍ୟଶୀଳତା ଓ ଧନୀ ମଧ୍ୟ ଥିଲେ । ମହର୍ଷି ବିଶ୍ଵାମିତ୍ରଙ୍କ ତପସ୍ୟା ଭଙ୍ଗ କରିବା ଇନ୍ଦ୍ରଦେବ ମେନକାଙ୍କୁ ପଠାଇଥିଲେ ଆଉ ମେନକା ନିଜର ସୁନ୍ଦରତା ବଳରେ ମହର୍ଷିଙ୍କ ତପସ୍ୟା ଭଙ୍ଗ କରି ପ୍ରେମ ପଡିଥିଲେ ଓ ଦୁହେଁ ବିବାହ କରିଥିଲେ । ଦୁହିଙ୍କର ଶକୁନ୍ତଳା ନାମକ ପୁତ୍ରୀ ମଧ୍ୟ ଜାତ ହୋଇଥିଲା ।

୨- ପୁଞ୍ଜିକସ୍ଥଳା : ମାତା ଆଞ୍ଜନି ଭଗବାନ ଅହନୁମାନଙ୍କର ମା ହୋଇଥିଲେ ବି ଇନ୍ଦ୍ରଦେବାଙ୍କ ସ୍ଵର୍ଗଲୋକରେ ପୁଞ୍ଜିକସ୍ଥଳା ଅପ୍ସରା ନାମରେ ଜଣାଶୁଣା ଥିଲେ । କଥା ଅନୁଯାୟୀ ପୁଞ୍ଜିକସ୍ଥଳା ତେଜସ୍ବୀ ମହର୍ଷିଙ୍କ ସହ ଅଭଦ୍ରତା କରିଥିଲେ ଯାହା ପାଇଁ ରୁଷି ତାଙ୍କୁ ଅଭିଶାପ ଦେଇଥିଲେ ବାନର ରୂପରେ ବଞ୍ଚିବା ପାଇଁ । କିନ୍ତୁ ଭୁଲ ବୁଝିପାରି ପୁଞ୍ଜିକସ୍ଥଳା ରୁଷିଙ୍କୁ କ୍ଷମା କାଗିବା ପରେ ରୁଷି କହିଥିଲେ ବାନର ପୁତ୍ର ସନ୍ତାନ ଜାତ ହେବ ଯାହାର କୀର୍ତ୍ତି ଯୁଗ ଯୁଗ ଯାଏଁ ରହିବ ।

୩- ଉର୍ବଶୀ : ଅପ୍ସରା ଉର୍ବଶୀଙ୍କ ସୁନ୍ଦରତା ବହୁତ ମନ ମୋହିତ ଥିଲା । ପୌରାଣିକ କଥା ଅନୁଯାୟୀ  ନାରଦ ମୁନି ରାଜା ପୂର୍ବହକଙ୍କ ବୁଦ୍ଧି ଓ କୌଶଳର ପ୍ରଶଂସା ଦେବରାଜ ଇନ୍ଦ୍ରଙ୍କ ସାମ୍ନାରେ କରୁଥିଲେ । ସେହି ସମୟରେ ଉର୍ବଶୀ ପହଞ୍ଚି ସେଠାରେ ସବୁ ଶୁଣିବା ପରେ ରାଜାଙ୍କୁ ଦେଖିବା ପାଇଁ ଧରିତ୍ରିକୁ ଚାଲିଯାଇଥିଳେ । ଆଉ ସେଠାରେ ଦୁହିଙ୍କ ଭେଟ ପରେ ରାଜା ଉର୍ବସୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଆଉ ଉର୍ବଶୀ ୨ଟି ସର୍ତ୍ତ ରଖିଥିଲେ ଯଥା ତାଙ୍କର ମେଣ୍ଢାଙ୍କର ସୁରକ୍ଷା ଦାୟିତ୍ଵ ଓ ସହବାସ ସମୟ ଛଡା ଦୁହେଁ ନଗ୍ନ ଅବସ୍ଥାରେ ଦେଖିଲେ ସେ ସ୍ଵର୍ଗଲୋକ ଚାଲିଯିବେ । ରାଜା ଏହି ସର୍ତ୍ତରେ ରାଜି ହୋଇଥିଲେ ।

୪- ରମ୍ଭା : ରମ୍ଭା ଅପ୍ସରୀଙ୍କ ଉପରେ ଅନେକ ମୋହିତ ଥିଲେ । ପ୍ରତେକ କେହି ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ରାମାୟଣରେ କୁହାଯାଇଛି ରାବଣ ରମ୍ଭାଙ୍କ ସହ ଜବରଦସ୍ତି ସମ୍ପର୍କ ଗଢିବାକୁ ଚେଷ୍ଟା କରିଥିଲା ଯାହା କାରଣରୁ ରମ୍ଭା ଅଭିଶାପ ଦେଇଥିଲେ କୌଣସି ସ୍ତ୍ରୀ ସହ ଜବରଦସ୍ତି ସମ୍ପର୍କ ରଖିବାକୁ ଚେଷ୍ଟା କରିଲେ ପ୍ରାଣ ଚାଲିଯିବ । କୁହାଯାଏ ଲଙ୍କାପତି ରାବଣ ମାତା ସୀତାଙ୍କୁ ଛୁଇଁ ନ ଥିଲେ ।

୬- ଧୃତାଚି : କୁହାଯାଏ ଭାରଦ୍ଵାଜ ରୁଷିଙ୍କ ତପସ୍ୟା ଭଙ୍ଗ କରିବା ଇନ୍ଦ୍ରଦେବ ଧୃତାଚି ଙ୍କୁ ପଠାଇଥିଲେ । ଭାରଦ୍ଵାଜ ଗଙ୍ଗା ସ୍ନାନ କରି ଆଶ୍ରମକୁ ଫେରିବା ସମୟରେ ଧୃତାଚିଙ୍କ ଉପରେ ନଜର ପଡିଥିଲା ଆଉ ଅନେକ ଚେଷ୍ଟା ପରେ ବି ରୁଷି ନିଜକୁ ନିୟନ୍ତ୍ରଣ କରିପାରିଲେ ନାହି । ସୁନ୍ଦରତାକୁ ଦେଖି ରୁଷି ମୋହିତ ହୋଇ ଯାଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *