ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭିୟୁରେ ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପ୍ରଶ୍ନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁରେ କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧- ଏମିତି କେଉଁ ଜୀବ ଅଛି ଯିଏ ଥରେ ଶୋଇଲେ ଆଉ ଉଠେ ନାହି ?
ଉତ୍ତର- ପିମ୍ପୁଡି
୨- କେଉଁ ଗଛ ମୂଳେ ଶୋଇଲେ ମଣିଷ ମରିଯାଏ ?
ଉତ୍ତର- ନିମ ଗଛ
୩- ଏମିତି କଣ ଅଛି ଯାହା କୁକୁଡା ଥରେ ୩ ଓ ଝିଅଙ୍କ ଥରେ ୪ ରହିଥାଏ ?
ଉତ୍ତର- ଶବ୍ଦ girl ଆଣ୍ଡ hen
୪- କେଉଁ ଦେଶରେ ୨ଟି ଛୁଆରୁ ଅଧିକ ଜନ୍ମ କରିଲେ ଦଣ୍ଡ ମିଳିଥାଏ ?
ଉତ୍ତର- ଉତ୍ତର କୋରିୟା
୫- ମିଟି ର ମାଧୋ ମୁହାବର ର ଅର୍ଥ କଣ ହୋଇଥାଏ ?
ଉତ୍ତର- ମହାମୂର୍ଖ
୬- କେଉଁ ନଦୀ ନିଜର ରାସ୍ତା ବଦଳାଇବାରେ ମାହିର ହୋଇଥାଏ ?
ଉତ୍ତର- କୋସି ନଦୀ
୭- କେଉଁ ପଶୁର କ୍ଷୀର ପିଇଲେ ମସ୍ତିସ୍କ ତେଜ ହୋଇଥାଏ ?
ଉତ୍ତର- ଗାଈ
୮- ଦୁନିଆର ସବୁଠାରୁ ବଡ ଫଳର ନାମ କଣ ?
ଉତ୍ତର- କଟହଲ
୯- କଣ ଆପଣ ଜାଣିଛନ୍ତି ସୋୟାବିନରେ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର- ଭିଟାମିନ-କେ
୧୦- ଯୋଦ୍ଧାବାଇଙ୍କ ସ୍ବାମୀଙ୍କ ନାମ କଣ ଥିଲା ?
ଉତ୍ତର- କବର
୧୧- ସୁନାର ଗାଡି କେଉଁ ଦେଶରେ ଚାଲିଥାଏ ?
ଉତ୍ତର- ସାଉଦିଆରବ
୧୨- ଭୟ ଲାଗିଲେ ହୃଦୟର ଧଡକନ କାହିଁକି ତେଜ ହୋଇଯାଏ ?
ଉତ୍ତର- ରକ୍ତ ସଂଚାର ଅଧିକ ହେବା କାରଣରୁ
୧୩- ପ୍ରଧାନମନ୍ତ୍ରୀଙ୍କ ଗାଡି କେତେ ସ୍ପିଦରେ ଚାଲିଥାଏ ?
ଉତ୍ତର- ୯୦କିମି ପ୍ରତି ଘଣ୍ଟାରେ
୧୪- କଣ କୁକୁର ଆସୁଥିବା ବିପଦ ବିଷୟରେ ଆଗକୁ ଜାଣି ପାରନ୍ତି ?
ଉତ୍ତର- ହଁ
୧୫- ଭାରତରେ କେଉଁ ବ୍ଯକ୍ତିର ଫୋଟୋ ଅଧିକ ଚପାଜାଏ ?
ଉତ୍ତର- ମହାତ୍ମାଗାନ୍ଧୀ
୧୬- ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ରହିଥାନ୍ତି ?
ଉତ୍ତର- ଗୁଜୁରାଟ
୧୭- କେଉଁ ଦେଶରେ ସବୁଠାରୁ ଅଧିକ ଫିଲ୍ମ ବାନାଯାଏ ?
ଉତ୍ତର- ଭାରତ
୧୮- ଇଣ୍ଟରନେଟର ଫୁଲ ଫର୍ମ କଣ ହୋଇଥାଏ ?
ଉତ୍ତର- ଇଣ୍ଟରନ୍ୟାସନାଲ ନେଟୱାର୍କ
୧୯- ଦୁନିଆର ସବୁଠାରୁ ଯାଦୁଗର କିଏ ଅଟନ୍ତି ?
ଉତ୍ତର- ହେରି ହାଉଦିନୀ
୨୦- କେଉଁ ଗଛରେ ଗୋଟିଏ ବି କାଠ ନାହି ?
ଉତ୍ତର- କଦଳୀ ଗଛ
୨୧- ଜାପାନରେ ସମୁଦାୟ ଜନସଂଖ୍ୟା କେତେ ?
ଉତ୍ତର- ୧୨.୭ କୋଟି
୨୨- କୁହା ଯାଉଥିବା ମାଇକକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଧ୍ୱନି ଗ୍ରହ
୨୩- ସାଇ ବାବଙ୍କ ପିତାଙ୍କ ନାମ କଣ ଥିଲା ?
ଉତ୍ତର- ଗୋବିନ୍ଦ ଭାଉ
୨୪- ଝିଟିପିଟିର ଆୟୁଷ କେତେ ବର୍ଷ ହୋଇଥାଏ ?
ଉତ୍ତର- ୧୨ରୁ ୧୩ ମାସ
୨୫- ଲୋକ ମତେ ଖାଇବାକୁ କିଣିଥାନ୍ତି କିନ୍ତୁ ମୋତେ କେବେ ଖାଆନ୍ତି ନାହି କୁହ ମୁଁ କିଏ ?
ଉତ୍ତର- ଚାମଚ ବା ପେଲ୍ଟ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।