ମାତ୍ର ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ, କବଚ ଭଳି ସମସ୍ୟା ମୂଳରୁ ହୋଇଯିବ ଶେଷ- Home Remedies

ବନ୍ଧୁଗଣ ଯଦି ମୂତ୍ରାଶୟରେ ଅର୍ଶ ହୋଇଛି ବା ରକ୍ତ ପଡୁଛି, ଶୌଚ କରିବାରେ କଷ୍ଟ ହେଉଛି, ମଳ କଠିନ ରହୁଛି, ପେଟରେ ରୋଗ ରହୁଛି, କବଚ ଭଳି ସମସ୍ଯା ରହୁଛି, ଗ୍ଯାସ ହେଉଛି, କହିବାକୁ କିଛି ମନ ହେଉ ନାହି, ଖାଦ୍ୟ ପାଚନ ହେଉ ନାହି, ଖଟା ହେକୁଟି ହେଉଛି ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ରେମେଡି ନେଇ ଆସିଛୁ । ଏହାର ପ୍ରୟୋଗ କରିଲେ ଉପରେ ଲିଖିତ ସବୁ ରୋଗରୁ ଆପଣ ମାନେ ରିହାତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ରେମେଡି କେମିତି ତିଆରି ହେବ ।

ଯେଉଁ ଲୋକର ରକ୍ତାର୍ଷ ବା ରକ୍ତ ପଡୁଛି ତେବେ ସେହି କ୍ଷେତ୍ରରେ କଲରାର ପ୍ରୟୋଗ କରିବେ ଏହା ଠିକ କରିପାରିବେ । ଏକ ଛୋଟ କଲରା ନେଇ ଏହାର ଚୋପା ଛଡାଇ ଦିଅନ୍ତୁ । କଞ୍ଚା କଲରା ନେଇ ଏହାକୁ ଛୋଟ ଖଣ୍ଡ କରି ଏହାର ରସ ବାହାର କରନ୍ତୁ । ଏକ ଚାମଚ କଲରା ରସ ସହ ଚିନୀ ମିଶାନ୍ତୁ । ସକାଳେ ଓ ରାତିରେ ଖାଲି ପେଟରେ ଏହାର ସେବନ କରିପାରିବେ ।

ଲେମ୍ବୁ ଅର୍ଶ ପାଇଁ ବହୁତ ଚମତ୍କାରୀ ଅଟେ କାରଣ ଏଥିରୁ ମିଳୁଥିବା ଯାହା ସ୍କିନକୁ ଠିକ ରଖିବା ସହ ପାଚନ କ୍ରିୟା ଠିକ କରିଥାଏ । ଯେଉଁ ମାନଙ୍କର ଅର୍ଶ ଠିକ ହେଉ ନାହି ଏକ ଗ୍ଳାସ କ୍ଷୀର ନେଇ ଲେମ୍ବୁ ରସ ଆଡ କରନ୍ତୁ । କ୍ଷୀରରେ ଲେମ୍ବୁ ରସ ମିଶାଇବା ମାତ୍ରେ ତୁରନ୍ତ ଏହାର ସେବନ କରିବାକୁ ହେବ । ଆୟୁର୍ବେଦିକ ଅନୁସାରେ ଲେମ୍ବୁରେ ଥିବା ଏକ ପ୍ରକାର ଏସିଡ ମଳକୁ ନରମ କରିବା ସହ ମଳତ୍ଯାଗ କ୍ରିୟାକୁ ଠିକ କରିଥାଏ ।

ଆୟୁର୍ବେଦୀକ୍ରେ ଦହିକୁ ପାଇଲ୍ସ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ଦହି ପିଇବା ଦ୍ଵାରା ପେଟ ସଫା ହେବ ସହ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଅର୍ଶ କାରଣରୁ ମଳ ଦ୍ଵାରରେ ଯେଉଁ ଶିରାର ଗୁଚ୍ଛ ବନିଯାଏ ତାହା ଦୂର ହୋଇଥାଏ । ପାଇଲ୍ସ ରୁ ମିଳୁଥିବା ଯନ୍ତ୍ରଣା ରୁ ଏହାର ସେବନ କରିଲେ ତୁରନ୍ତ ଦୂର ହୋଇଥାଏ ।

ରସ ହେଉଥିବା ଲୋକ ପ୍ରତିଦିନ ଦହିର ସେବନ କରିବା ଉଚିତ । ଏକ କପ ଦହି ସହ ଜୁଆଣୀ ପାଉଡର ଆଡ କରନ୍ତୁ । ଏହା ପରେ କଳା ଲୁଣ ଆଡ କରି ଏହାର ସେବନ କରିପାରିବେ । ଏହାକୁ ଖାଦ୍ୟ ଖାଇବା ପରେ ତୁରନ୍ତ ସେବନ କରିବାକୁ ହେବ । ଏହାର ସେବନ ଦ୍ଵାରା କବଚ ଭଳି ସମସ୍ଯା ଦୂର ହୋଇଥାଏ ।

ପାଇଲ୍ସ କେବେ ବି ତୁରନ୍ତ ଠିକ ହୁଏ ନାହି । ଏହାକୁ ତୁରନ୍ତ ଦୂର କରିବା ପାଇଁ କ୍ଷୀର ସହ ଇସ୍ରାବୋଲ ଆଡ କରାଇ ସେବନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏକ ଚାମକ ଇସ୍ରାବୋଲ ଭୂମି କ୍ଷୀର ସହ ସେବନ କରିଲେ ଅର୍ଶ ଦୂର ହୋଇଥାଏ । ଏକ ଗ୍ଳାସ ଆମଲା ପାଉଡର ସହ ଏକ କପ ଦହି ବା କ୍ଷୀର ସହ ମିଶ୍ରଣ କରି ସେବନ କରିଲେ ଅର୍ଶ ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *