ମରିବାର ୨୦ ମିନିଟ୍ ପରେ ଜୀବିତ ହୋଇଗଲା ଯୁବକ, କହିଲେ ଆଶ୍ଚର୍ଯ୍ୟ କରିଦେଲାଭଳି ସତ୍ୟତା…

ମିଶିଗନ ରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନା କୁ ଆସିଛି, ଯେଉଁଠି ଜଣେ ୨୦ ବର୍ଷ ର ଯୁବକ ମୃତ୍ୟୁ କୁ ବି ହରାଇ ଦେଲେ । ରିପୋର୍ଟ ଅନୁଯାଇ ମାଇକଲ ପ୍ରୁଇଟ କୁ ବିଜୁଳି କରେଣ୍ଟ ଲାଗିଥିଲା ଯାହା ଦ୍ଵାରା ତାଙ୍କ ନିଶ୍ଵାସ ୨୦ ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା, ଏହା ପରେ ଡାକ୍ତରମାନେ ମାଇକଲ ପ୍ରୁଇଟଙ୍କୁ ବିଜୁଳି ର ଝଟକା ଦେଇଥିଲେ ଯାହା ଫଳ ରେ ସେ ପୁଣି ଜୀବିତ ହୋଇଯାଇଥିଲେ । ରିପୋର୍ଟ ଅନୁଯାଇ ଯୁବକଙ୍କୁ ବିଜୁଳି କରେଣ୍ଟ ଲାଗି ଥିଲା, ଏହା ପରେ ତାଙ୍କୁ କିଛି ମନେ ନାହିଁ ।

ଏହା ପରେ ତାଙ୍କ ବାପା ଆମ୍ବୁଲାନ୍ସ ଡକାଇଲେ, ଆମ୍ବୁଲାନ୍ସ ଭିତରେ ବି ତାଙ୍କୁ କରେଣ୍ଟ ଝଟକା ଦିୟାଗଲା କିନ୍ତୁ ସେ ଜୀବିତ ହେଲେ ନାହିଁ ।

Image Courtesy: Google

ହସ୍ପିଟାଲ ର ଟ୍ରମା ଅଧିକାରୀମାନେ ସ୍ମିଥଙ୍କ ଅନୁଯାଇ, ‘ପୁନର୍ଜୀବିତ ହବା ଆଗରୁ ୨୦ ମିନିଟ୍ ପାଇଁ ଯୁବକ ମୃତ ହୋଇଥିଲେ’ ଯୁବକକଙ୍କ ପୁନରୁତ୍ଥାନ ଚମତ୍କାରୀ ଅଟେ କାହିଁକିନା ମସ୍ତିସ୍କର ସେଲ୍ସ ୫ ମିନିଟ୍ ରୁ ବି କମ ସମୟରେ ଅକ୍ସିଜେନ୍ ନ ପାଇଲେ ଧୀରେ ଧୀରେ ମରିଯାଆନ୍ତି କିନ୍ତୁ ଏହି ଯୁବକଙ୍କ ମୁଣ୍ଡ ସେଲ୍ସ ସଠିକ ଭାବରେ କାମକରୁଥିଲା ।

Image Courtesy: Google

ସିପିଆର ର ତତ୍କାଳ ନିରନ୍ତର ଅପାତ୍କାଳୀନ ପ୍ରକ୍ରିୟା ଯୁବକଙ୍କ ମୁଣ୍ଡ ରେ ଆକ୍ସୀଜନ ଯୁକ୍ତ ରକ୍ତକୁ ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କଲା । ଯୁବକଙ୍କ ଗୋଡ ଆଙ୍ଗୁଠି କୁ ଭିତରୁ ପୋଡାଗଲା କାହିଁକିନା ସେହି ଜାଗା ରୁ ଉଚ୍ଚ ଭୋଲଟେଜ ବିଜୁଳି ବାହାରି ଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *