ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମରେ ଭଗବନା ଶ୍ରୀକୃଷ୍ଣଙ୍କର ବିଶେଷ ମହତ୍ଵ ରହିଛି । ତାଙ୍କର ଏମିତି କିଛି ନୀତିବାଣୀ ରହିଛି ଯାହା ବ୍ୟକ୍ତିର ଜୀବନ ଶୈଳୀରେ କାମରେ ଆସିଥାଏ । ତେଣୁ ପ୍ରତେକ ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ନୀତି ଓ ଆଦର୍ଶ ଉପରେ ଗୁରୁତ୍ଵ ଦେବା ଉଚିତ । ତେବେ ଆଜି ଆମେ ଆପଣ ମାନଙ୍କୁ ଶ୍ରୀକୃଷ୍ଣଙ୍କ ମତରେ କଣ ପିଲା ମାନେ ତାଙ୍କ ପିତା ମାତ କରିଥିବା କର୍ମର ଫଳ ଭୋଗନ୍ତି କି ନାହି ସେହି ବିଷୟରେ କହିବାକୁ ଯାଉଛୁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ୫ ଜଣ ବ୍ରାମହାନ ହେଉଛନ୍ତି ହସ୍ତିନାପୁରର ରାଜକୁମାର ଯମରାଜା ପାଣ୍ଡୁଙ୍କର ପୁତ୍ର ଅଟନ୍ତି ।
ଏହା ସହ ଏହି ବ୍ରାମହନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଜୁନ ଯାହାଙ୍କ ସହ ଦ୍ରୌପଦୀଙ୍କ ବିବାହ ସ୍ଥିର ହୋଇଛି । ଯେତେବେଳେ ଭଗବାନ କୃଷ୍ଣ କହୁଛନ୍ତି ଯେ ୫ ପାଣ୍ଡବଙ୍କର ସମ୍ମାନର ସହ ସ୍ଵାଗତ କରିବା କଥା ସେହି ସମୟରେ ମହାରାଜ ଦ୍ରୌପଦ ଉତ୍ତର ଦେଉଛନ୍ତି ଯଦି ଏମାନେ ପାଣ୍ଡବ ତେବେ ଏମାନକର ଏହି ଭଳି କୃର ଭାବରେ ସ୍ଵାଗତ ହେବା ସହ ତାଙ୍କୁ ଦଣ୍ଡ ମିଳିବା ଉଚିତ । ମହାରାଜା ଦ୍ରୌପଦ କହୁଛନ୍ତି ଯେ ଅର୍ଜୁନ ଦ୍ରୌପଦୀଙ୍କ ଜୀବନ ସାରା ହାତ ଧରିବା ପାଇଁ କଥା ଦେଇ ଏମିତି କାମ କରିଛନ୍ତି । ଇଶ୍ଵର ତାଙ୍କ ଦ୍ଵାରା ଏମିତି କାମ କରାଇଛନ୍ତି ବୋଲି ଭଗବାନ କୃଷ୍ଣ ପ୍ରତି ଉତ୍ତର ଦେଇଛନ୍ତି ।
ପାଞ୍ଚ ପାଣ୍ଡବ ନିର୍ଦୋଷ କି ନୁହେଁ ତାହାର କୌଣସି ମାନ୍ୟତା ନାହି । ବରଂ ସେମାନଙ୍କ ଯୋଗୁ ତାଙ୍କ ପୁତ୍ରୀ ଦ୍ରୌପଦୀଙ୍କ ଜୀବନ ଦୁଖରେ ଭାରି ଯାଇଛି ବୋଲି ମହାରାଜ ଦ୍ରୌପଦ ଉତ୍ତର ଦେଇଛନ୍ତି । ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କ ସହ ବିବାହ କରିବେ କି ନାହି ତାହା ବଡ କଥା ନୁହେଁ ବରମ ସାରା ଜୀବନ ପାଇଁ ଦ୍ରୌପଦୀ ସମସ୍ତଙ୍କ ନଜରରେ ଅ-ପ-ମା-ନି-ତ ହୋଇ ରହିବେ ବୋଲି ମହାରାଜା ଦ୍ରୌପଦ କ୍ରୋଧ ପ୍ରକାଶ କରି ବ୍ୟକ୍ତ କରିଛନ୍ତି । ଭଗବାନ କୃଷ୍ଣ ସେହି ସମୟରେ କହିଛନ୍ତି ଯେ ମହାରାଜା ଆପଣ ଦ୍ରୌପଦୀଙ୍କ ଜନ୍ମ ସମୟରେ ବର ମାଗିଥିଲେ ଯେ ମତେ ଏମିତି କନ୍ୟା ସନ୍ତାନ ଦରକାର ଯିଏ ଜୀବନ ସାରା କଷ୍ଟ ଦୁଖରେ ରହିବ ତା ସହ ବାରମ୍ବାର ଅନ୍ୟାୟ ହେଉଥିବ ।
ଏତିକି କହିବା ପରେ ଭଗବାନ କୃଷ୍ଣ କହିଛନ୍ତି ଯେ ମାତା ପିତାଙ୍କର କର୍ମର ଫଳ ପିଲା ମାନଙ୍କୁ ହିଁ ଭୋଗିବାକୁ ପଡିଥାଏ । ତେଣୁ ଦ୍ରୌପଦୀ ଜୀବନ ସାରା ଦୁଖ କଷ୍ଟର ସାମନା କରିଲେ ମଧ୍ୟ ସବୁଠାରୁ ସଶକ୍ତ ନାରୀ ଭାବେ ସ୍ଥାନ ପାଇବେ ବୋଲି ଭଗବାନ କୃଷ୍ଣ କହିଛନ୍ତି । ଏହା ପରେ ଭଗବାନ କୃଷ୍ଣ ମହାରାଜା ଦ୍ରୌପଦଙ୍କୁ ତାଙ୍କର ୫ ଜଣ ଜ୍ଵାଇଁଙ୍କର ସସମ୍ମାନେ ସ୍ଵାଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ଏହି କାହାଣୀରୁ ଏୟା ସ୍ପଷ୍ଟ ହେଲା ଯେ ମାତା ପିତାଙ୍କର କର୍ମ ଅନୁଯାୟୀ ତାଙ୍କର ଫଳ ତାଙ୍କର ପିଲା ମାନଙ୍କୁ ଭୋଗିବାକୁ ପଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।