ବନ୍ଧୁଗଣ ଟୁଙ୍ଗୁରୁ ଆଉ ବର୍ଷା ଙ୍କ ପ୍ରେମ କାହାଣୀ କୁ ନେଇ ରାଜଧାନୀ ସମସ୍ତେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀ କୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ସଂଗୀତ କରିଥିଲେ ଓ ମ୍ୟୁଜିକ ଗୀତ ଭିଡିଓ ବି ହୋଇଥିଲା । ଉଭୟଙ୍କ ପ୍ରେମକୁ ସାରା ରାଜ୍ୟରେ ଚର୍ଚ୍ଚା ବି ଲାଗି ରହିଥିଲା । କିନ୍ତୁ କଣ ହେବ ଶେଷରେ ତୁଙ୍ଗୁରୁ ବର୍ଷା ଙ୍କୁ ଧରା ଛୁଆଁ ଦେଇ ନ ଥିଲା । ଆଉ ଏବେ ବର୍ଷା ହିରୋଇନ ହୋଇ ଏ ମଣ୍ଡପରୁ ସେ ମଣ୍ଡପ ଦଶହାର ରେ ବୁଲୁଥିବା ବେଳେ ଟୁଙ୍ଗୁରୁ ଜେଲରେ ରହିଛି ।
ଆଉ ବର୍ଷା ହିରୋଇନ ସହ ସେଲଫି ନେଉଥିଲା କିଛି ଏମିତି କହିଛନ୍ତି କାଲି ମୁଁ ଥିଲି ହିରୋଇନ ଆଉ କାଲି ବି ମୋ ନାଁ ଦେଶରେ ବି ଚର୍ଚ୍ଚା ହେଉଥିଲା ଆଉ ଯାହା ପାଇଁ ମୁଁ ହିରୋଇନ ହୋଇଥିଲି ସେ ଏବେ ଜେଲ ରେ ଅଛି । ଆଉ ତାକୁ ଜେଲ ରେ ମୁଁ ପୁରାଇଛି । ବଳାତ୍କାର ଅଭିଯୋଗ ଓ ମୋ ଠାରୁ ୫୦ ହଜାର ଟଙ୍କା ଲୁଟ ନେଇଥିବା ଅଭିଯୋଗରେ ମୁଁ ନିଜେ ବର୍ଷା ଟୁଙ୍ଗୁରୁ ଭୋଳ କୁ ଜେଲ ରେ ପୁରାଇଛି । ଆଉ କାଲି ବି ହିରୋଇନ ଥିଲି ଆଉ ଆଜି ବି ହିରୋଇନ ଅଛି ।
କାରଣ ଯେବେ ଟୁଙ୍ଗୁରୁ ଜେଲ ରେ ଅଛି ମୁଁ ଆଜି ଦୁର୍ଗାପୂଜା ବୁଲୁଛି । ଆଉ ଠିକ ସେତିକି ବେଳେ ମୋ ସହ ସେଲଫି ନେବା ପାଇଁ କେତେ କିଏ ଧାଇଁ ଆସୁଛନ୍ତି । ଆଉ ଏ ସବୁକୁ ଦେଖିବା ପରେ ଲାଗୁଛି ସତରେ ମୁଁ ଗୋଟେ ହିରୋଇନ । ଖାଲି ଦେଶ ନୁହେଁ ବରଂ ପୃଥିବୀ ରେ ବି ମୋର ଚର୍ଚ୍ଚା ହେବ । କାରଣ ଟୁଙ୍ଗୁରୁ ବର୍ଷା ପ୍ରେମ କାହାଣୀ ସମସ୍ତେ ଜାଣିଛନ୍ତି ଆଉ ସେଥିପାଇଁ ତ ମୁଁ ହିରୋଇନ ହେଲି । ଆଉ ଆଇ ଯେବେ ଟୁଙ୍ଗୁରୁ ଜେଲ ରେ ଅହି ମୁଁ ଦଶହରା ବୁଲି ଆସିଛି ।
ଠିକ ସେତିକି ବେଳେ ମତେ ଦେଖିବା ପାଇଁ ଆଉ ମୋ ସହ ସେଲଫି ନେବା ପାଇଁ କେତେ କିଏ ଧାଇଁ ଆସୁଛନ୍ତି । ହିରୋଇନ ହିରୋଇନ କହି ପଛରେ ପଡ଼ୁଛନ୍ତି ମ୍ୟାଡମ ସେଲଫି ଟିକେ ନେବି ବୋଲି କହି ଧାଇଁ ଗୋଡାଉଛନ୍ତି । ଆଉ ଏ ସବୁକୁ ଦେଖିବା ପରେ ମୁଁ ବହୁତ ଖୁସି ହୋଇ ଯାଉଛି । ମୁଁ ଯେତେ ବୁଝାଇଲି ଟୁଙ୍ଗୁରୁ କୁ ତୁମେ ବଦଳି ଯାଅ ଆମେ କଳାକାର ଜୀବନ ବଞ୍ଚିବା ତୁମେ ହିରୋ ଆଉ ମୁଁ ହିରୋଇନ ହେବି କିନ୍ତୁ ଟୁଙ୍ଗୁରୁ ବୁଝିବା ପାଇଁ ନାରାଜ ।
ସେମିତି ମଦ ପିଇଲା ମୋତେ ମାଡ ମାରିଲା ଆଉ ମୋ ଠାରୁ ଟଙ୍କା ନେଲା ଆଉ ସହି ପାରିଲି ନାହି । ସେଥିପାଇଁ ଥାନାରେ ଏତାଲା ଦେଲି । ସେ ହିରୋ ହେଉ ବା ନ ହେଉ କିନ୍ତୁ ମୁଁ ହିରୋଇନ ହେଲି । ଆଉ ଯେବେ ସମସ୍ତେ ମୋ ପାଖକୁ ହିରୋଇନ କହି ଫୋଟୋ ଉଠାଇବାକୁ ଆସୁଛନ୍ତି ମତେ ଭାରି ମଯା ଲାଗୁଛି । ମୋତେ ସେଲିବ୍ରେଟି ଫିଲ ହେଉଛି ସତରେ ଭାରି ବଢିଆ ଲାଗିଛି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।