ମାତ୍ର 15 ଦିନରେ ଆଖିର ଚଷମା ବାହାର କରି ଆଖିର ଦ୍ରୁଷ୍ଟିଶକ୍ତି 99% ବଢାଇ ଦେବେ ଏହି ଘରୋଇ ଉପଚାର- Healthy Eye Tips

ବନ୍ଧୁଗଣ ଆଜିକାଲି ଆଖି ଜନିତ ସମସ୍ଯା ଅଧିକ ଦେଖା ଯାଉଛି । ଯୁବପିଢି ମାନେ ଅଧିକ ସମୟ ମୋବାଇଲ ବା ଲ୍ୟାପଟପ ବ୍ଯବହର କରିବା, ଅଧିକ ରତାଇ ଯାଏ ଟିଭି ଦେଖିବା । ଜୀବନ ଶୈଳୀ ରେ ପରିବର୍ତ୍ତନ ଓ ଖାଦ୍ୟପେୟ ଉପରେ ଅନିୟମିତତା କାରଣରୁ ଆଖି ଜନିତ ସମସ୍ଯା ଦେଖା ଯାଉଛି । ଏହି କ୍ଷେତ୍ର ରେ ଲୋକ ମାନେ ଏହାକୁ ଜଟିଳ ଭାବେ ନେଉ ନାହାନ୍ତି । ଯାହା ଫଳରେ ଆଖି ର ଦ୍ରୁଷ୍ଟି କମଜୋର ହୋଇ ଯାଉଛି । ଆଜି ଆମେ ଆପଣଙ୍କ ପାଇ ଆୟୁର୍ବେଦିକ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆଖି ଜନିତ ସମସ୍ଯା ଦୂର ହେବ ।

ଏହି ରେମେଡି ପ୍ରତସୁତ କରିବା ପାଇଁ ଆବାସିକ ରହିଛି ଗୋଲମରୀଚ ଯାହା ରୋଷେଇ ଘରେ ମସାଲା ଭାବେ ଆମ ବ୍ୟବାହାର କରିଥାଉ । ଏହାର ବ୍ୟବହାର କରିବା ଦ୍ଵାରା ଇମ୍ୟୁନିଟି ସିଷ୍ଟମ ବୃଦ୍ଧି ହୋଇଥାଏ । ଦିତୀୟ ସାମଗ୍ରୀ ହେଉଛି ପାନମଧୁରୀ ଯାହା ଆଖିର ରୋଷନି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା ହାଡ ମଜବୁତ ହେବା ସହ ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଥାଏ ।

ଏହା ପରେ ଆବଶ୍ୟକ ରହିଛି ଚାରୁମୁଗଜ ଯେଉଁଥିରେ ଭିଟାମିନ-ସି, ଏ ଓ ଇ ରହିଛି । ଏହା ଆଖି ପାଇଁ ବହୁତ ଫାଇଦା ହୋଇଥାଏ । ଚାରୁମୁଗଜ ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ । ଏହା ସହ ମସ୍ତିକ୍ଷ ତେଜ ରହିବା ସହ ସ୍ମରଣ ଶକ୍ତି ହୋଇଠେ । ଏହା ପରେ ଆବାସିକ ରହିଛି ଗୁଜୁରାତି ଯାହା ପାଚନ କ୍ରିୟା ଠିକ ଭାବେ କରିବାର ସହାୟକ ହୋଇଥାଏ ।

ଏହା ପରେ ଆବାସିକ ରହିଛି ପିସ୍ତା ବାଦାମ ଯାହା ଆଖିରେ ରୋଷନି ତେଜ କରିବାରେ ଲାଭଦାୟକ ହୋଇଥାଏ । ଏହା ପରେ ରହିଛି ଧନିଆ ମଞ୍ଜି ଯାହା ହଜମ କ୍ରିୟା କରିବାରେ ସହାୟକ ହୋଇଥାଏ । ଏହା ପରେ ରହିଛି ଖଣ୍ଡ ମିଶ୍ରିର ଆବଶ୍ୟକତା ଯାହା ଶରୀରରେ ଫୁର୍ତ୍ତି ଆଣିଥାଏ ।

ଏଥିପାଇଁ ୧୦ରୁ ୧୨ଟି ବାଦାମ, ଦୁଇ ଚାମଚ ଧନିଆ ମଞ୍ଜି, ୫ରୁ ୬ଟି ଗୁଜୁରାତି, ଦୁଇ ଚାମଚ ଚାରୁମଗଜ, ଚାରି ଚାମଚ ପାନମଧୁରୀ, ୧୨ରୁ ୧୫ ଦାନ ଗୋଲମରୀଚ ଓ ଅଳ୍ପ ମିଶ୍ରି ଖଣ୍ଡ ପକାଇ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହାର ସେବନ ଗରମ ଦିନରେ କରିଲେ କିଛି କ୍ଷତି ହେବ ନାହି । ଗୋଟେ ପାତ୍ରରେ ଏକ ଗ୍ଳାସ କ୍ଷୀର ନେଇ ଏହି ସବୁ ସାମଗ୍ରୀର ଏକ ଚାମଚ ପାଉଡର ପକାଇ ୩ରୁ ୪ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେପରି ସବୁ ସାମଗ୍ରୀର ପୋଶକ ତତ୍ତ୍ଵ କ୍ଷୀର ରେ ମିଶ୍ରଣ ହୋଇ ପାରିବ ।

କ୍ଷୀର ଭଲ ଭାବେ ଫୁଟିବା ପରେ କ୍ଷୀର ଏକ ପାତ୍ର କୁ ଆଣି ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ । ସକାଳୁ ଖାଇବା ପରେ ଏହାର ସେବନ କରିଲେ ବହୁତ ଭଲ ହୋଇଥାଏ । ରାତିରେ ଶୋଇବା ସମୟରେ ମଧ୍ୟ ଏହାର ସେବନ କରିହେବ । ପିଲାମାନଙ୍କୁ ଏହା ସକାଳେ ଖାଇବା ପରେ ଦେଲେ ହଜମ କ୍ରିୟା ହେବ ସହ ଆଖିର ଦ୍ରୁଷ୍ଟି ଶକ୍ତି ତେଜ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *