ମେଡିକଲ ସାଇନ୍ସ ଋଲେଟେଡ କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଜାଣିବା ନିହାତି ଜରୁରୀ, ତେବେ କଣ ଆପଣ ଜାଣିଛନ୍ତି କି?

ଆପଣ ମାନେ ସମସ୍ତେ ଏବେ କରୋନା ଭାଇରସ ପାଇଁ ଘରେ ବସିଛନ୍ତି ତେବେ ଆପଣଙ୍କୁ ମଧ୍ୟ କରୋନା ବିଷୟରେ ସବୁ ଦିନ ନ୍ଯୁଜ ପ୍ରାପ୍ତ ହେଉଥିବ କିନ୍ତୁ କିଛି ସର୍ଟକଟ ଏମିତି ଥିବ ଯାହା ଦେଖି ଆପଣ ମଧ୍ୟ କନ୍ଫ୍ଯୁଜ ହୋଇଯିବେ । ତେବେ ଆଜି ଆମେ ଆପଣଙ୍କୁ କୋଭିଡ – ୧୯ର ଫୁଲ ଫର୍ମ କଣ ? ଆଇସିୟୁ ର ଫୁଲ ଫର୍ମ କଣ ? ଓଟି ଫୁଲ ଫର୍ମ କଣ ? ଏନସିଓଭି – ୨୦୧୯ ର ଫୁଲ ଫର୍ମ କଣ ? ଏହା ସବୁ ବିଷୟରେ କହିବାକୁ ଯାଉଛୁ ତେବେ ଧ୍ୟାନ ଦିଅନ୍ତୁ ।

Image Courtesy: Google

୧. କୋଭିଡ – ୧୯ ର ଫୁଲ ଫର୍ମ କଣ ?

ଉତ୍ତର – କରୋନା ଭାଇରସ ଡିଜିଜ

ତେବେ ଆପଣ ମାନେ ଏହା ବୁଝିବା ପାଇଁ ଚାହୁଁଥିବେ ଯେ ୧୯ କଣ ପାଇଁ ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ କରୋନା ଭାଇରସ ୨୦୧୯ରେ ଚିହ୍ନଟ ହୋଇଥିଲା ସେଥିପାଇଁ ଏହି ୧୯ ବ୍ୟବହାର କରା ଯାଇଛି । ତେବେ ଡିସେମ୍ବର ମାସ ଆଗରୁ ଏହାକୁ ଚିହ୍ନଟ କରା ଯାଇ ପାରି ନଥିଲା ସେଥିପାଇଁ ଏହା ନାମ ଆଉ କିଛି ରଖା ଯାଇଥିଲା ।

୨. ଏନସିଓଭି – ୨୦୧୯ ର ଫୁଲ ଫର୍ମ କଣ ?

ଉତ୍ତର – ନୋଭଲ କରୋନା ଭାଇରସ ନା ଦିଆ ଯାଇଛି କାହିଁକିନା ଏହା ପୁରା ଦୁନିଆରେ ବ୍ୟାପୀ ଯାଇଛି ।

Image Courtesy: Google

୩. ଡବ୍ଲ୍ୟୁଏଚଓ ର ଫୁଲ ଫର୍ମ କଣ ?

ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ

ଏଚ. ଓ . : ସ୍ଵୀଜରଲ୍ୟାଣ୍ଡ ର ଗେନେଭା ଠାରେ

୪. ଆଇସିୟୁ ର ଫୁଲ ଫର୍ମ କଣ ?

ଉତ୍ତର – ଇଣ୍ଟେନସିଭ କେଅର ୟୁନିଟ

ତେବେ ବହୁତ ଶିରିଅସ ପେସେଣ୍ଟ ବା ରୋଗି ଆସିଲେ ଆଇସିୟୁରେ ଚିକିତ୍ସା କରା ଯାଇ ଥାନ୍ତି ।

Image Courtesy: Google

୫. ଓଟି ର ଫୁଲ ଫର୍ମ କଣ ?

ଉତ୍ତର – ଅପରେସନ ଥିଏଟର ଏହା ମେଡିକଲର ଏମିତି ଜାଗା ଯେଉଁଠାରେ ଲୋକଙ୍କ ଅପରେସନ କରା ଯାଇଥାଏ । ତେବେ ଓଟି ରେ ଯିବା ପାଇଁ ବହୁତ ଲୋକ ଡଋଥାନ୍ତି । ତେବେ ବର୍ତମାନ କରୋନା ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି ତଥାପି ସରକାର ପୋଲିସ ଓ ମେଡିକଲ ଷ୍ଟାଫ ଲୋକଙ୍କୁ ବଞ୍ଚେଇବା ପାଇଁ ଦିନ ରାତି ଗୋଟେ କରି ଦେଇଛନ୍ତି । ଆପଣ ମାନେ ମଧ୍ୟ ସୁରକ୍ଷିତ ରହିବା ପାଇଁ ଘରେ ରୁହନ୍ତୁ ଓ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *