ମିଛ ପ୍ରେମର 5ଟି ନିଶାନି, ଥରେ ଜାଣି ଗଲେ ଜୀବନରେ କେବେ ଧୋକା ଖାଇବେ ନାହିଁ…. Krishna Vani

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବା ଏଥିରେ କିଛି ବି ସନ୍ଦେହ ନାହି । ଅନେକ ସମୟରେ ସେହି ବ୍ଯକ୍ତିର ମନରେ ପ୍ରଶ୍ନ ଆସିଥିବ ତାକୁ ପ୍ରେମ କରୁଥିବା ମଣିଷ ଟି ସଚ୍ଚା ପ୍ରେମ କରୁଛି ନା ମିଛ ପ୍ରେମ କରୁଛି । ଏମିତି ବି ମନରେ ବିଚାର ଆସିଥାଏ କି ପ୍ରେମ କରୁଥିବା ମଣିଷ ଟି ପ୍ରେମ କରିବାର କେବଳ ଦେଖାଇ ହେଉଛି ବାସ୍ତବରେ କିନ୍ତୁ ସେମିତି କିଛି ନ ଥିବା । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯେଉଁଥି ପାଇଁ ଆପଣ ଜାଣି ପାରିବେ ଆପଣଙ୍କ ସାଥି ସଚ୍ଚା ପ୍ରେମ ନା ମିଛ ପ୍ରେମ କରୁଛନ୍ତି ।

୧- ମିଛ ପ୍ରେମ କରୁଥିବା ଲୋକଙ୍କର ପ୍ରଥମ ନିଶାନି ଯେବେ ଆପଣ ତାଙ୍କୁ ଦୁହିଙ୍କର ସମ୍ପର୍କ ବିଷୟରେ ପଚାରିବେ ସେ କହିବେ ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ବାହା ହୋଇପାରିବି ନାହି । ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ଘର ଲୋକେ ମାନିବେ ନାହି କିମ୍ବା ଆମର ଜାତି ଅଲଗା ଅଟେ ।

୨- ମିଛ ପ୍ରେମ କରୁଥିବା ମଣିଷର ଦ୍ଵିତୀୟ ନିଶାନି ହେଉଛି ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବ ସେ ଆପଣଙ୍କ ସହ ପରିବାର ବିଷୟରେ କଥା ହେବ । ଆପଣଙ୍କ ଭବିଷ୍ୟତକୁ ନେଇ କଥା ହେବେ । କିନ୍ତୁ ମିଛ ପ୍ରେମୀ କେବେ ବି ଏହି କଥା ଉପରେ ଧ୍ୟାନ ଦେବେ ନାହି । ସେ ଆପଣଙ୍କ ଠାରୁ କେବଳ ଗୋଟିଏ କଥା ଇଚ୍ଛା ରଖିବେ କେମିତି ନିଜର ଜରୁରତ ପୁରା ହେବ ।

୩- ମିଛ ପ୍ରେମ କରୁଥିବ ମଣିଷର ତୃତୀୟ ନିଶାନି ହେଉଛି କେବେ ତାଙ୍କ ଠାରେ ବୁଝାମଣା ନ ଥିବ । ପ୍ରେମ କରୁଥିବା ମଣିଷ ଦିନ ସାରା ତୁମର ଭୁଲ ଖୋଜିବାରେ ବିତାଇ ଦେବେ । ତାଙ୍କୁ ଆପଣଙ୍କର ସମସ୍ୟା ବା ଦୁଖ ସହ କିଛି ମତଲବ ନ ଥାଏ । ତାଙ୍କୁ କେବଳ ଆପଣଙ୍କର ଅଭାବ ଦେଖା ଯାଇଥାଏ ।

୪- ମିଛ ପ୍ରେମ କରୁଥିବା ମଣିଷର ଚତୁର୍ଥୀ ନିଶାନି ହେଉଛି ସର୍ତ୍ତା ରଖିବା । କିନ୍ତୁ ସତ କଥା ହେଉଛି ବାପା ମାଙ୍କ ଛଡା ବିନା ସର୍ତ୍ତରେ କେହି ବି ଭଲ ପାଇପାରିବେ ନାହି । ପ୍ରତେକ ସମ୍ପର୍କରେ କିଛି ନା କିଛି ସର୍ତ୍ତ ରହିଥାଏ କିନ୍ତୁ ଅଧିକ ହେବା ଅନୁଚିତ । ଯେମିତି ସେଠାକୁ ଜୀବ ନାହି ଏମିତି କର ନାହି ଇତ୍ୟାଦି ।

୫- ମିଛ ପ୍ରେମ କରୁଥିବା ମଣିଷର ପଞ୍ଚମ ନିଶାନି ଜଣେ ମିଛ ପ୍ରେମୀ ଆପଣଙ୍କୁ ବଦଳାଇବାକୁ ଚାହିଁବ କିମ୍ବା ନିଜ ଅଧୀନରେ ରଖିବାକୁ ଚାହିଁବ । ଆପଣଙ୍କୁ ନିଜ ହିସାବରେ ରଖିବାକୁ ଚେଷ୍ଟା କରିବା । ଯଦି କୌଣସି ବ୍ୟକ୍ତି ଆପଣଙ୍କର ଖରାପ ଅଭ୍ୟାସକୁ ବଦଳାଇବା କହୁଛି ଠିକ କଥା କିନ୍ତୁ ଆପଣଙ୍କ ଠାରେ କିଛି ଭୁଲ ନ ଥାଇ ବି କେହି ଆପଣଙ୍କୁ ବଦଳାଇବାକୁ ଚେଷ୍ଟା କରୁଛି ଆଉ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ଚାହୁଁଛି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *