କିଏ ଭାଷା ଶୁଣିବ ଆସ! ମିଡିଆ ଉପରେ ଶାଢୀ ଟେକି ଗରମ ହେଲେ ଉଦଣ୍ଡି ମାଡାମ… ଦେଖନ୍ତୁ Video

ଗୋଟେ ବାହାଦୁରି ଚଲେଇଛି ମିଡିଆ । ତମେ ମାନେ କଣ ଭାବୁଛ ? ମୋ ପାଟି ରୁ ଏବେ ଭା-ଷା ଶୁଣିବ ? ଶାଢୀ ଟେକି ଗରମ ହେଲେ ମାଡାମ । ସତ କଥା ବାହାରି ଯିବାରୁ ଅ-ଭ-ଦ୍ର ଭା-ଷା-ରେ ପୋତି ଦେଲେ ମାଡାମ । ହଁ ଦର୍ଶକ ବନ୍ଧୁ ଏ ମାଡାମ ଙ୍କ ସ୍ଵାମୀ ହେଉଛନ୍ତି ଜଣେ ମାଷ୍ଟର । ଖାଲି ମାଷ୍ଟର ନୁହନ୍ତି ଦଲାଲିଗିରି କରିବାରେ ବି ମାଷ୍ଟର । ଦଲାଲି କରିବା ପାଇଁ ସ୍କୁଲ ଛାଡି କାହ୍ନୁପାଠ ଗାଁ କୁ ଆସିଥିଲେ ଶିକ୍ଷକ ଜଣକ ।

ହେଲେ ଦଲାଲିଗିରି କରୁ କରୁ ଧରା ପଡିଗଲେ କ୍ୟାମେରା ଆଗରେ । ଏବେ କାହ୍ନୁପାଠ ଗାଁ ରେ ଅଟକ ଅଛନ୍ତି ଏ ଶିକ୍ଷକ । ତା ପରେ ତାଙ୍କ ସ୍ତ୍ରୀ ଏଠାକୁ ଆସିବା ପରେ ଯେଉଁ ମାନେ ଶିକ୍ଷକଙ୍କୁ ଅଟକ ରଖିଥିଲେ ସେମାନଙ୍କୁ ତାଙ୍କ ସ୍ତ୍ରୀ ଚଉଦ ପୁରୁଷ କରି ଦେଇଥିଲେ । ଅ-ଭ-ଦ୍ର ଭା-ଷା-ରେ ଦୁର୍ବ୍ୟବାର କରିଲେ ମାଡାମ । ଶିକ୍ଷକ ଙ୍କ ସ୍ତ୍ରୀ ଙ୍କ ଏ କି ଆଚରଣ ? ଧରା ପଡିବା ପରେ ଅ-ଭ-ଦ୍ରା-ମି ସ୍ଵାମୀ ଟପିଲେ ଶିକ୍ଷକ ଙ୍କ ସ୍ତ୍ରୀ ।

ଦଲାଲିଗିରି କରି ଶିକ୍ଷକ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗରିବ ଲୋକଙ୍କୁ ଭୁଆଁ ବୁଲାଇ ନେଇଗଲେ ପୁଳା ପୁଳା ଟଙ୍କା । ଏ ହେଉଛି ବାଲେଶ୍ଵର ଜିଲ୍ଲା ବାଲିପାଳର ଦୃଶ୍ୟ । କାଠିଆ କୃଷ୍ଣ ଭାନୁ ହାଇ ସ୍କୁଲରେ ଶିକ୍ଷକ ଜଣକ ଶିକ୍ଷକତା କରନ୍ତି । ଆଉ ରାଧାଶ୍ଯାମ ହାଇ ସ୍କୁଲରେ ସେ ଡେପୁଟି ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ହେଲେ ଚାକିରି ପଇସା ନିଅଣ୍ଟ ପଡିଲା ଯେ ତା ପରେ କରି ଦେଥିଲେ ଦୁଇ ନମ୍ବରୀ କାମ ।

ସେହି ଶିକ୍ଷକ ଙ୍କ ନାମ ହେଉଛି ସୁଧାଂଶୁ । ଏ ଶିକ୍ଷକ ଶିକ୍ଷକତା କରନ୍ତି ଆମ ଆଉ ଦଲାଲିଗିରି କରନ୍ତି ଅଧିକ । ଦଲାଲିଗିରି କରିବା ପାଇଁ ସମସ୍ତଙ୍କ ଘର ଘର ବୁଲନ୍ତି । ଯିଏ 1000 ଟଙ୍କା ଦେବ ତାଙ୍କୁ ସୁଧାଂଶୁ 4 ଲକ୍ଷ ଟଙ୍କାର ଲୋନ କରାଇ ଦିଅନ୍ତି । ଏମିତି ଅଫର ନେଇ ସମସ୍ତଙ୍କ ଘର ଘର ବୁଲନ୍ତି ଏ ଠକ ଶିକ୍ଷକ । ସେଥିପାଇଁ ତ ଲୋକେ ୟାଙ୍କୁ କୁଆଡେ କୁହନ୍ତି ଦଲାଲି ରାଜା ।

ବର୍ଷ ବର୍ଷ ଧରି ଏମିତି ମୋଟା ରକମର ଟଙ୍କା ରୋଜଗାର କରୁଥିଲେ ଏ ଶିକ୍ଷକ । ଆଉ ଆଜି ଗାଁ ଲୋକଙ୍କ ପାଖରେ ଧରା ପଡିବା ପରେ ଶିକ୍ଷକ ଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । ତେବେ ଦେଖିବାକୁ ବାକି ରହିଲା ଏ ଘଟଣା ସାମ୍ନା କୁ ଆସିବା ପରେ CRCC ଓ BO କଣ କାର୍ଯ୍ୟ ଅନୁଷ୍ଠାନ ନେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *