Mihir Dasଙ୍କ କିଛି ଅକୁହା କଥା: “ବେଶି ଛାଡିକି ଦୁରକୁ ଯିବା କଥା, ବେଶୀ ପାଖକୁ ରହିବାକୁ ଇଚ୍ଛା ହେଉଛି”…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଅପାନ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଫ୍ୟାମ୍ସ ଅଭିନେତା ମିହିରର ଦାସଙ୍କ ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛି । ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ ମିହିର ଭାଇଙ୍କୁ କିଛି ପ୍ରଶ୍ନ କରା ଯାଇଛି ଯାହାର ଉତ୍ତର ସେ ହଁ କି ନାଁ ଜରିଆରେ କହୁଛନ୍ତି । ତେବେ ପ୍ରଶ୍ନ ହେଉଛି ମିହିର ଦାସ ବହତୁ ମିଛ କୁହନ୍ତି କିନ୍ତୁ ଲୋକେ ଜାଣି ପାରନ୍ତି ନାହି । ଉତ୍ତରରେ ମିହିର ଭାଇ କିଛି କହୁ ନାହାନ୍ତି ।

ପରବର୍ତ୍ତୀ ପ୍ରଶ୍ନ ଅମ୍ଳାନ କ୍ୟାମେରା ଅପେକ୍ଷା ଅଭିନେତ୍ରୀଙ୍କ ଆଗରେ ଜୀବନ୍ତ ଅଭିନୟ କରନ୍ତି । ଉତ୍ତରରେ ସେ କହିଛନ୍ତି ନାଁ । ପରବର୍ତ୍ତୀ ପ୍ରଶ୍ନ ମିହିର ଦାସ ଜଣେ ଭଲ ଅଭିନେତା ଭଲ ବାପା ନୁହନ୍ତି । ଉତ୍ତର ହେଉଛି କିଛି ନୁହେଁ । ପରବର୍ତ୍ତୀ ପ୍ରଶ୍ନ ମିହିର ଦାସ ଜଣେ ଭଲ ବାପା କିନ୍ତୁ ଭଲ ଅଭିନେତା ନୁହନ୍ତି । ଉତ୍ତର ହେଉଛି ହଁ ବା ନାଁ । ପରବର୍ତ୍ତୀ ପ୍ରଶ୍ନ ଅନୁଭବ, ବାବୁଷାଣଙ୍କ ପରେ ଅମ୍ଳାନ ପ୍ରଡ୍ୟୁସର ହେବେ । ଉତ୍ତର ହେଉଛି ହଁ ।

ପରବର୍ତ୍ତୀ ପ୍ରଶ୍ନ ମିହିର ଦାସ ଅମ୍ଳାନଙ୍କ ପାଇଁ ପ୍ରଯୋଜକ ଯୋଗାଡ କରନ୍ତି । ଉତ୍ତର ହେଉଛି ନାଁ । ପରବର୍ତ୍ତୀ ପ୍ରଶ୍ନ ଅମ୍ଳାନ ଆଜି ଯାଏଁ ପ୍ରମାଣ କରି ନାହାନ୍ତି ଆହୁରି ପ୍ରମାଣ କରିବା ବାକି ରହିଛି । ଉତ୍ତର ହେଉଛି ହଁ । ପରବର୍ତ୍ତୀ ପ୍ରଶ୍ନ ମିହିର ଦାସ ଏମିତି କେଉଁ ଜାଗାକୁ ବୁଲିବାକୁ ଯିବା ପାଇଁ ଇଚ୍ଛା କରିଛନ୍ତି । ଉତ୍ତରରେ ମିହିର ଭାଇ କହିଛନ୍ତି ତାଙ୍କର ଆଗରୁ ଇଚ୍ଛା ଥିଲା କିନ୍ତୁ ଏବେ ନାହି । କାରଣ ତାଙ୍କର ପ୍ରିୟ ଜାଗା ହେଉଛି ଯେଉଁଠି ତାଙ୍କର ଦୁଇ ପୁଅ ଅଛନ୍ତି ।

ସେ ଫରେନ ଫିଲ୍ମ ସୁଟ ଯିବା ପାଇଁ ମଧ୍ୟ ମନା କରି ଦେଇଛନ୍ତି । କାରଣ ବେଶି ଛାଡିକି ଦୂରକୁ ଯିବା କଥା, ବେଶି ପାଖକୁ ରହିବାକୁ ଇଚ୍ଛା ହେଉଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମିହିର ଭାଇ । ମିହିର ଦାସ କହିଛନ୍ତି ଯେ ତାଙ୍କର ତାଙ୍କ ଘର ଓ ପରିବାରକୁ ଛାଡି କେଉଁ ଆଡକୁ ଯିବାର ଇଚ୍ଛା ଆଉ ନାହି । କାରଣ ସେ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି । ଆଗରୁ ସେ ସବୁ କାମ କରିବାକୁ ଆଗେଇ ଯାଉଥିଲେ ।

କିନ୍ତୁ ଏବେ ଆଉ ସେ ସାହସ ତାଙ୍କ ଭିତରେ ନାହି । ଏମିତି ସବୁ କହିବା ସମୟରେ ମିହିର ଦାସ ବହୁତ ଦୁଖ ପ୍ରକାଶ ମଧ୍ୟ କରିବାର ନଜର ଆସୁଛନ୍ତି । ଶେଷରେ ମିହିର ଭାଇ ପୁଅ ଅମ୍ଳାନକୁ ତାର ସବୁ ଇଚ୍ଛା ପୂରଣ ହେଉ ବୋଲି କହିଛନ୍ତି । କାରଣ ଅମ୍ଳାନ କିଛି ଏମିତି କାମ କରିବାକୁ ଇଚ୍ଛା କରିଛନ୍ତି ଯାହା ପାଇଁ ତାଙ୍କର ଅଧିକ ଅର୍ଥ ଦରକାର । ଏହି ପରିପ୍ରେକ୍ଷୀରେ ମିହିର ଅମ୍ଳାନକୁ ଏମିତି କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମିହିର ଦାସଙ୍କର ଏହି କଥାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *