ବନ୍ଧୁଗଣ ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ । କାରଣ ଏପ୍ରିଲ 6 ରେ ପଡିବାକୁ ଯାଉଛି ଚୈତ୍ର ପୂର୍ଣ୍ଣିମା । ଏହି ଦିନ ଭଗବାନ ହନୁମାନଙ୍କ କୃପାରୁ 6ଟି ରାଶିଙ୍କ କିସ୍ମତ ବଦଳିବାକୁ ଯାଉଛି । ଏହି ରାଶି ମାନେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ସ୍ଵୟଂ ଭଗବାନ ହନୁମାନ ଏମାନଙ୍କର ଦୁଖ କଷ୍ଟ ଦୂର କରିବାକୁ ଯାଉଛନ୍ତି । ଚୈତ୍ର ମାସର ଉର୍ଣ୍ଣିମା ତିଥିରେ ଭଗବାନ ରାମଙ୍କ ସଚ୍ଚା ଭକ୍ତ ସଙ୍କଟମୋଚନ ହନୁମାନଙ୍କ ଜନ୍ମ ହୋଇଥିଲା । ତେଣୁ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମାରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
ମେଷ ରାଶି : ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କ କିସ୍ମତ ଏବେ ଚମକିବାକୁ ଯାଉଛି । ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଧନର ବର୍ଷା ହେବାର ଯୋଗ ଅଛି । ବ୍ୟାପାରରେ ବୃଦ୍ଧି ହେବ । ଅଟକିଥିବା କାମ ପୂରଣ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାତ୍ରା ସଫଳ ହେବ ।
କନ୍ୟା ରାଶି : ଚୈତ୍ର ପୂର୍ଣ୍ଣିମା ଠାରୁ ପ୍ରଭୁ ହନୁମାନ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବାକୁ ଅଯାଉଛନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ପୁରୁଣା ସ୍ମୃତି ତାଜା ହୋଇପାରେ । ଅତିଥିଙ୍କ ସେବାରେ ସମୟ ବ୍ଯତୀତ ହେବ ।
ତୁଳା ରାଶି : ଭଗବାନ ହନୁମାନ ଆପଣଙ୍କ ଜୀବନରେ ଏବେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ବ୍ୟବସାୟ କରୁଥିଲେ ଅତ୍ୟନ୍ତ ଲାଭ ମିଳିବ । ନୂଆ ଯୋଜନା ଲାଗୁ କରିବାକୁ ସମୟ ଅନୁକୂଳ ଅଟେ । କମ ମେହନତରେ ଅଧିକ ଲାଭ ହେବ । ଆତ୍ମବିଶ୍ବାସରେ ପରି ପୂର୍ଣ୍ଣ ରହିବ । ଯାହା ଆପଣଙ୍କର ବ୍ୟକ୍ତିତ୍ବ କୁ ଅଧିକ ପ୍ରଭାବଶାଳି ବନାଇବ । ସମାଜରେ ପ୍ରଶଂସାର ପାତ୍ର ହେବେ ।
ବିଛା ରାଶି : ଆପଣଙ୍କୁ କହି ରଖୁଚୁ ପ୍ରଭୁ ହନୁମାନଙ୍କ କୃପାରୁ ବଡ ଖୁସି ଖବର ମିଳିବ । ପ୍ରେମ ପ୍ରସଙ୍ଗ ମାମଲାରେ ଆପଣ ଭାଗ୍ୟଶାଳୀ ରହିବ । ବ୍ୟାପାର କରୁଥିଲେ ଭାରି ଧନ ଲାଭ ହେବ । ପ୍ରଭୁ ହନୁମାନ ଆପଣଙ୍କ ଉପରେ ଏହି ସମୟରେ ମେହରବାନ ରହିବେ ।
ସିଂହ ରାଶି : ଭଗବାନ ହନୁମାନଙ୍କ ଆଶୀର୍ବାରୁ ଶୁଭ ଯୋଗ ବନୁଛି । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆର୍ଥିକ ରୂପରେ ଆପଣ ଖୁସି ରହିବେ । ଧନ ସହ ଜଡିତ ନିସ୍ପତି ନେବେ । ପରିବାର ଲୋକଙ୍କ ନଜରରେ ଆପଣଙ୍କର ମାନ ସମାନ ବଢିବ । ଆତ୍ମବିଶ୍ଵାସ ବଢିବ । ଏମିତି ଅନେକ ନିସ୍ପତି ନେବେ ଯାହା ସଠିକ ସାବ୍ୟସ୍ତ ହେବ ।
ବୃଷ ରାଶି : ଚୈତ୍ର ପୂର୍ଣ୍ଣିମା ଠାରୁ ପ୍ରଭୁ ହନୁମାନଙ୍କ କୃପାରୁ ଧନ ଜନିତ ସମସ୍ଯା ଦୂର ହେବ । ଅପାର ସଫଳତା ପ୍ରାପ୍ତ କରିବେ । ସବୁ ବାଧା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ ।
କୁମ୍ଭ ରାଶି : ପ୍ରଭୁ ହନୁମାନ ଆପଣଙ୍କ ଉପରେ ମେହରବାନ ହେବେ । ଜୀବନର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି । ଚାକିରି ପାଇଁ ସର୍ବୋତ୍ତମ ଅବସର ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।