ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ସେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହେଲେ ତାଙ୍କର କୃପା ବର୍ଷାଇଥାନ୍ତି । କିନ୍ତୁ ଶନିଦେବଙ୍କ କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ସମସ୍ଯାମନ ଆସିଥାଏ । ତେବେ ଆଜି ରାତି ଠାରୁ କିଛି ରାଶିଙ୍କ ଉପରେ ଭଗବାନ ଶନିଦେବ ଧନ ଲୁଟାଇବେ । ଶନିଙ୍କ କୃପାରୁ ଏମାନଙ୍କ ଜୀବନର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି ।
ଯାହା କାରଣରୁ ଏମାନଙ୍କ ଜୀବନ ବଦଳିବାକୁ ଯାଉଛି । ମେ 29ରୁ ଜୁନ 5 ଯାଏଁ ଏହି ରାଶିଙ୍କୁ ମିଳିବାକୁ ଯାଉଛି ଖୁସି ଖବର । ଏମାନଙ୍କର ଭାଗ୍ୟ ଅଚାନକ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମକର ରାଶି : ଆପଣଙ୍କର ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଚାକିରି କରିବାକୁ ଚାହୁଁଥିଲେ ନିଶ୍ଚୟ ସଫଳ ହେବେ । ବିଦେଶରେ ପାଠ ପଢା ଆପଣଙ୍କର ସଫଳ ହେବ । ଆପଣଙ୍କର ସବୁ କାମ ସଫଳତା ପୂର୍ବକ ପୁରା ହେବ ।
ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆଗାମୀ ସମୟ ବେହତର ହେବ । ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସଫଳତାର ନୂଆ ଅବସର ମିଳିବ । ଯାହା ପରେ ଆପଣ ଜୀବନରେ ଆଗକୁ ବଢିବେ ।
ବୃଷ ରାଶି : ଆପଣଙ୍କ ଉପରେ ଶନିଦେବଙ୍କ କୃପାରୁ ଶୁଭ ଖବର ମିଳିବାର ଯୋଗ ଅଛି । ମେହନ୍ତର ଫାଇଦା ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ଅଟକିଥିବା କାମ ସଫଳତା ପୂର୍ବକ ପୁରା ହେବ । ଅନେକ ପ୍ରକାରର ଧନ ଲାଭ ହେବ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ମିଳିବ । ମଧୁର ବାଣୀ କାରଣରୁ କାର୍ଯ୍ୟ ସଫଳ ହେବ ।
କନ୍ୟା ରାଶି : ଆପଣଙ୍କର ପ୍ରେମ ଓ ଦାମ୍ପତ୍ୟ ଜୀବନ ବେଶ ଭଲ ରହିବ । ଭଗବାନ ଶନିଙ୍କ କୃପାରୁ ଧନ ଲାଭ ହେବା ସହ ବ୍ୟାପାରରେ ପ୍ରଗତି ହେବ । ସନ୍ତାନଙ୍କ ଠାରୁ ସୁଖଦ ଖବର ପାଇବେ ।
ସିଂହ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବେହତର ହେବାକୁ ଯାଉଛି । ସମାଜରେ ଆପଣଙ୍କର ତାରିଫ କରାଯିବ । ବନ୍ଧୁ ମାନଙ୍କ ସହଯୋଗ ପାଇବେ ।
ଧନୁ ରାଶି : ଆପଣଙ୍କୁ କହି ରଖୁଛୁ ବହୁତ ଜଲ୍ଦି ଶୁଭ ଖବର ମିଳିପାରେ । ନୂତନ ଘର ବା ବାହନ କ୍ରୟ କରିପାରନ୍ତି । ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଅଟକିଥିବା ଟଙ୍କା ଫେରି ପାଇବେ । ସମୟ ଅନୁଯାୟୀ କାର୍ଯ୍ୟ ପୂରଣ ହେବ ।
କୁମ୍ଭ ରାଶି : ଭଗବନା ଶନିଦେବଙ୍କ କୃପାରୁ ଆପଣଙ୍କୁ ମିଳିବାକୁ ଯାଉଛି ଅପାର ଖୁସି । ବିଦେଶରେ ଚାକିରି କରିବାର ସ୍ଵପ୍ନ ପୂରଣ ହେବ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ ।
ମିଥୁନ ରାଶି : ଖୁବ ଧନ ଲାଭ ହେବ । ପରିବାରରେ ଖୁସିର ମାହୋଲ ରହିବ । ଜୀବନରେ ଏମିତି ଅବସର ମିଳିବ ଯାହା କାରଣରୁ ଜୀବନରେ ଆଗକୁ ବଢିବେ । ବେତନ ବୃଦ୍ଧିର ଯୋଗ ଅଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।