ବଲିଉଡରେ ଅଭିନୟ କରି କଳାକାର ମାନେ ବେଶ ନାଁ କମାଇଛନ୍ତି । ବଲିଉଡ ଷ୍ଟାର ମାନେ ନିଜର ଦମଦାର ଅଭିନୟ ବ୍ଯତୀତ ଷ୍ଟାଇଲ, ଆକ୍ସନ ଓ ପର୍ଶନାଲିଟି ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ବଲିଉଡର ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।
ସେ ନିଜର ସାନଦାର ଅଭିନୟ ପାଇଁ କେବଳ ବଲିଉଡରେ ନୁହେଁ ବରମ ପୁରା ଦେଶରେ ଚର୍ଚ୍ଚା ରେ ରହିଛନ୍ତି । ସେ ବଲିଉଡରେ ଅନେକ ଫିଲମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ବଲିଉଡରେ ନାମିଦାମି ଅଭିନେତା ଭାବେ ପରିଚିତ ଅଟନ୍ତି । ତାଙ୍କର ରିୟଲ ଲାଇଫରେ ଯେଉଁ ଝିଅ ଅଛି ସେ ତାଙ୍କ ନିଜ ଝିଅ ନ ହେଲେ ମଧ୍ୟ ମିଥୁନ ନିଜ ଝିଅ ଠାରୁ ଅଧିକ ଦେଖନ୍ତି । କାରଣ ଖୁବ କମ ଲୋକ ମାନେ ଜାଣିଛନ୍ତି ମିଥୁନ ତାଙ୍କ ଝିଅ କୁ ଅଳିଆ ଗଦାରୁ ପାଇ ଘରକୁ ଆଣିଥିଲେ ।
ଝିଅର ଅସଲ ମା ବାପା ତାକୁ ଅଳିଆ ଗଦା ରେ ଛାଡି ଚାଲି ଯାଇଥିଲେ । ମିଥୁନ ତାଙ୍କ ଝିଅ କୁ ଅଳିଆ ଗଦାରୁ ନିଜ ଘରେ ରଖି ତାର ଲାଳନପାଳନ କରିବାରେ କିଛି କମି ରଖି ନାହାନ୍ତି । ତାଙ୍କ ଝିଅ ର ନାଁ ହେଉଛି ଦିଶାନି ଯାହାଙ୍କର ବୟସ ହେଉଛୁ ମାତ୍ର ୨୦ ବର୍ଷ । ଦିଶାନୀ ଦେଖିବାକୁ ବହୁତ ସୁନ୍ଦର ହେବା ସହ ଲାଜବାବ ମଧ୍ୟ ଲାଗନ୍ତି । ସେ ଏ ଯାଏଁ ବଲିଉଡରେ ଡେବ୍ୟୁ କରି ନାହାନ୍ତି ସତ କିନ୍ତୁ ତାଙ୍କ ସୁନ୍ଦରତା ର ଚର୍ଚ୍ଚା ସୋସିଆଲ ମିଡିଆରେ ଛାଇ ରହିଛି । ସୋସିଆଲ ମିଡିଆରେ ଦିଶାନୀ ସକ୍ରିୟ ରହିଛନ୍ତି । ତାଙ୍କର ଲକ୍ଷ ଲକ୍ଷ ଫଲୋର୍ଷ ମଧ୍ୟ ଅଛନ୍ତି ।
ଦିଶାନୀ ଙ୍କ ଅନେକ ସାରା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିନେତା ମିଥୁନ ଦିଶନୟ ଙ୍କୁ ଅଳିଆ ଗଦାରୁ ଆଣି ନିଜ ଝିଅ ଭଳି ଦେଖିବା ସହ ଦିଶାନୀଙ୍କୁ ସବୁ ସୁଖ ସୁବିଧା ଦେଇଛନ୍ତି । ମିଥୁନ କେବେ ବି ଦିଶାନୀ ଙ୍କୁ ତାଙ୍କ ଝିଅ ନୁହେଁ ବୋଲି ଅନୁଭୂତି ହେବାକୁ ଦେଇ ନାହାନ୍ତି । ତେବେ ବଲିଉଡରେ ବହୁତ ଜଲ୍ଦି ଦିଶାନୀ ନିଜ କ୍ଯାରିୟର ଆରମ୍ଭ କରି ପାରନ୍ତି ବୋଲି କୁହା ଯାଉଛି ।
ତେବେ ମିଥୁନ ଦା ବଲିଉଡରେ ଅନେକ ହିଟ ଫିଲମରେ ଡେବ୍ୟୁ କରି ସାରିଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ଜବରଦସ୍ତ ଅଭିନୟ କୁ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ବଲିଉଡରୁ ଦୂରେଇ ଥିଲେ ମଧ୍ୟ ଆଜି ବି ତାଙ୍କ ଅଭିନୟର ପ୍ରଶଂସା ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ରେ ରହିଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ମିଥୁନ ଚକ୍ରବର୍ତ୍ତଙ୍କ ଝିଅ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।