Astrology; – ମିଥୁନ ରାଶିଙ୍କର ଜନ୍ମ ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁ କିଛି ଜାଣନ୍ତୁ… Gemini horoscope

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଥିବା ସମସ୍ତ ରାଶି ମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ମିଥୁନ ରାଶି ଲୋକ ମାନଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ସାଧାରଣତଃ ମିଥୁନ ରାଶିକୁ ତିନି ଭାଗ ରେ ବିଭକ୍ତ କରା ଜାଇଛି ଯଥା ୫/୩ ମୃଗଶୀରା ନକ୍ଷେତ୍ର ଏମାନେ ହେଲେ ଦେବଗଣ । ସେହି ପରି ଦୁଇରେ ୬/୩ ଆଦ୍ରା ନକ୍ଷେତ୍ର । ମିଥୁନ ରାଶି ଏମାନେ ହେଲେ ମାନବ ଗଣ । ୭/୩ ପୁନର୍ବଶୁ ନକ୍ଷେତ୍ର ମିଥୁନ ରାଶି ଏମାନେ ଦାମ୍ଭିକ ରାଶି ଅଟେ ଏହା ଏକ ବାୟୁ ତତ୍ୱ ରାଶି ।

ଏମାନେ ସବୁ ବେଳେ ସହଜରେ ଲୋକ ମାନଙ୍କୁ ବିଶ୍ୱାସ କରି ନିଅନ୍ତି ଏବଂ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ସ୍ୱଭାବର ହୋଇଥାନ୍ତି । ରାଜନୀତି କ୍ଷେତ୍ରରେ ସେମାନଙ୍କର ରୁଚି ରହେ । ମିଥୁନ ରାଶିର ଅଶୁଭ ତାରିଖ ହେଲା ପ୍ରତି ମାସ ୨, ୧୧, ୨୨, ୨୩ ଏବଂ ୨୫ ତାରିଖ । ସେହି ପରି ପ୍ରତ୍ୟେତ ଶୁକ୍ରବାର ଏବଂ ରବିବାର ଏହି ମିଥୁନ ରାଶିଙ୍କ ପାଇଁ ଅଶୁଭ ଅଟେ ।

ଯଦି ଜୀବନରେ କୈଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପାଇଁ ଚିନ୍ତା କରିବେ ତେବେ କୌଣସି ହୃଦୟବାନ ଲୋକଙ୍କର ଆପଣ ମାନଙ୍କୁ ସାହାଯ୍ୟ ମିଳିବ । ତେବେ ପାଠ ପଢା କ୍ଷେତ୍ରରେ ସଫଳ ହେବେ ଛୋଟ ଛୋଟ କଥାରେ ଦୁଃଖୀ ହୁଅନ୍ତୁ ନାହିଁ ଏବଂ ସ୍ତ୍ରୀ ବା ସ୍ୱାମୀଙ୍କ ସହିତ ସଂମ୍ପର୍କ ଭଲ ରହେ ଅର୍ଥାତ ମିଥୁନ ରାଶିର ଦାମ୍ପତ୍ୟ ଜୀବନ ବିବା ପରେ ଭଲ ରହିଥାଏ ।

 

ମିଥୁନ ରାଶିର ଲୋକ ମାନଙ୍କର ଶୁଭ ଦିଗ ହେଲା ପଶ୍ଚିମ ଦିଗ ଏହି ଦିଗ ଟି ଏମାନଙ୍କ ପାଇଁ ଶୁଭ ଦାୟକ ହୋଇଥାଏ । ମିଥୁନ ରାଶିର ବ୍ୟକ୍ତି ବିଶେଷ ନିଜର କଠିନ ପରିଶ୍ରମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢିଥାନ୍ତି । ଏମାନଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ବାସ ରହିଥାଏ ।

ମିଥୁନ ରାଶିର ଲୋକଙ୍କ ଠାରେ ଧାର୍ମିକ ଭାବନା ରହିଥାଏ । ସମସ୍ତଙ୍କ ପରି ଏହି ରାଶିର ଲୋକଙ୍କର ମଧ୍ୟ ଜୀବନରେ ଦୁଃଖ, ସମସ୍ଯା ଆସିଥାଏ । ହେଲେ ଏମାନେ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିଜକୁ ମାନସିକ ସ୍ତରରୁ ପ୍ରସ୍ତୁତ କରିଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *