ମୋ ଜନ୍ମଦିନରେ ମୋ ଧନ ଆସିଲା, ତାଲା ଭାଙ୍ଗି ମୋତେ ଘରକୁ ନେଲା! ମୋ ମଥାରେ… ଦେଖନ୍ତୁ Video

ମୋ ଜନ୍ମ ଦିନରେ ମୋ ଧନ ଆସିଲା ଆଉ ତା ଘରର ତାଲା ଭାଙ୍ଗି ମୋତେ ଘରକୁ ନେଲା । ଆଜି ମୋ ଜନ୍ମଦିନରେ ମୋ ଧନ ମୋତେ ଭଲ ଉପହାର ଦେଇଛି । ଆଜି ମୋ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ଦେବ ବୋଲି ପ୍ରତିଶ୍ରୁତି ଦେଇଛି ମୋ ଧନ । ସତରେ ଆଜି ମୁଁ ବହୁତ ଖୁସି ମୋ ଖୁସିର ଆଜି ସୀମା ନାହି । ଦୁଇ ଦିନ ହେବ ମୁଁ ନ୍ୟାୟ ପାଇବାକୁ ତା ଘର ଆଗରେ ବସିଥିଲି ଆଉ ଶେଷରେ ମୋ ଧନ ଆସି ମୋତେ କୋଳେଇ ନେଲା । ତା ଘର ଭୀତରେ ନେଇ ମୋତେ ରଖିଲା ଆଜି ମୁଁ ମୋ ପ୍ରେମିକକୁ ପାଇଛି ।

ଆଜି ମୁଁ ମୋ ପ୍ରେମ ଆଉ ଦୁନିଆକୁ ପାଇଛି । ମୁଁ ଏବେ ମୋ ଧନ ପାଖରେ ଆଉ ମୁଁ ଏବେ ଶାଶୁଘରେ ଅଛି । ଦୁଇ ଦିନର ସଂଘର୍ଷ ଆରେ ମୋତେ ଆଜି ନ୍ୟାୟ ମିଳିଛି । ହଁ ଦର୍ଶକ ବନ୍ଧୁ ଆଜି ନ୍ୟାୟ ପାଇଛନ୍ତି ପ୍ରେମିକା ମାମା । ପ୍ରେମିକର ଘର ଦୁଆର ମୁହଁ ରେ ଧାରଣାରେ ବସିଥିବା ମାମା ଙ୍କୁ ତାଙ୍କ ପ୍ରେମିକ ନିଜର କରିଛନ୍ତି ଆଉ ହାତ ଧରି ଘରକୁ ନେଇ ଯାଇଛନ୍ତି । ଇଂଷ୍ଟାଗ୍ରାମ ରୁଅ ଆରମ୍ଭ ହୋଇଥିଲା ପ୍ରେମ । ଘଣ୍ଟା ଘଣ୍ଟା ଧରି ଚ୍ୟାଟିଙ୍ଗ ରୁ ଅଧିକ ନିବିଡ ହୋଇଥିଲା ସମ୍ପର୍କ ।

ହେଲେ ବାହା ହେବାର ପ୍ରତିସୃଷ୍ଟି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ ଜଣକ । ଆଉ ଶେଷରେ ଅଧା ରାସ୍ତାରେ ପ୍ରେମିକ କୁ ଛାଡି ଚମ୍ପଟ ମାରିଥିଲା ପ୍ରେମିକ । ଆଉ ଶେଷରେ କିଛି ଉପାୟ ନ ପାଇ ନ୍ୟାୟ ପାଇଁ ଓ ନିଜର ପ୍ରେମ ପାଇଁ ଦୁଇ ଦିନ ଧରି ପ୍ରେମିକ ଘର ଆଗରେ ଧାରଣା ରେ ବସିଥିଲେ ମାମା । ଆଉ ଦୁଇ ଦିନ ପରେ ପ୍ରେମିକ ଆସିଛନ୍ତି ଆଉ ମାମା ଙ୍କୁ ଘର ଭିତରକୁ ନେଇ ଯାଇଛନ୍ତି । ଆଉ ଆଜି ମାମା ଙ୍କୁ ଶଙ୍ଖ ସିନ୍ଦୁର ଦେବେ ବୋଲି କଥା ଦେଇଛନ୍ତି ପ୍ରେମିକ ଜଣକ ।

ତେବେ ଆଜି ମାମା ନିଜ ପ୍ରେମ ଆଉ ପ୍ରେମିକ କୁ ପାଇ ବହୁତ ଖୁସି ହୋଇଛନ୍ତି । ଆଉ ଏଥିପାଇଁ ମିଡିଆ ଭାଇ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଆଉ ଏହି ମିଡିଆ ପାଇଁ ଆଜି ସେ ନ୍ୟାୟ ପାଇଥିବା କଥା କହିଛନ୍ତି । ଆଉ ମାମାଙ୍କର ଅପେକ୍ଷା ର ଅନ୍ତ ଘଟିଛି । ଶେଷରେ ପ୍ରେମୀ ଯୁଗଳ ଏକାଠି ହୋଇଛନ୍ତି ସାରା ଜୀବନ ପାଇଁ ।

ଏ ନେଇ ମାମା କହିଛନ୍ତି ମିଡିଆ ବାଲା ଙ୍କ ଆରାମ୍ଭ କରି ଗାଁ ଲୋକେ ତାଙ୍କୁ ବହୁତ ସମର୍ଥନ କରିଛନ୍ତି ଯାହା ପାଇଁ ସେ ଆଜି ନ୍ୟାୟ ପାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମୀ ଯୁଗଳ ଙ୍କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *