କାଶୀ ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଗଲା ଝିଅର ବିବାହ ପାଇଁ ନିମନ୍ତ୍ରଣ, ତ ମୋଦୀ ଉତ୍ତରରେ ଦେଲେ ଏହି ସନ୍ଦେଶ

ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ବିବାହକୁ ସ୍ମରଣୀୟ ବନେଇବା ପାଇଁ କିଛିବି କରି ପାରନ୍ତି । ଆଜ୍ଞା ହଁ ଏମିତି କିଛି ରୋମାଞ୍ଚକର ତଥ୍ୟ କାଶୀରେ ଲୋକଲୋଚନକୁ ଆସିଛି । ଆପଣ ଜାଣିଥିବେ କାଶୀ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସଦିୟ କ୍ଷେତ୍ର । ଏହି କାରଣରୁ ଏଠିକାର ଅଧିବାସୀମାନେ ମୋଦୀଙ୍କୁ ନିଜର ପରିବାରର ସଦସ୍ୟ ବୋଲି ମାନେ କରନ୍ତି । ଏହି କାରଣରୁ କାଶୀର ଜଣେ ମହିଳା ନିଜ ଝିଅର ବିବାହରେ ମୋଦୀଙ୍କ ନିକଟକୁ ନିମତ୍ରଣ ପତ୍ର ପଠାଇଥିଲେ ।

ମୋଦୀ ଏହି ନିମତ୍ରଣ ପାଇଥିଲେ ମଧ୍ୟ ଏହି ବିବାହରେ ଉପସ୍ଥିତ ହେଇ ପାରିନଥିଲେ କିନ୍ତୁ ସେ ନବ ବିବାହିତା ଯୋଡ଼ିଙ୍କ ପାଇଁ କିଛି ସନ୍ଦେଶ ପଠାଇଥିଲେ ।

କଥାଟି ଏହା ଯେ ବାରଣାଶୀର ସୁନ୍ଦରପୂରର ଅଧିବାସି ମିଥିଳେଶ ତିଵାରୀ ତାଙ୍କ ଝିଅର ବିବାହରେ ମୋଦୀଙ୍କୁ  ନିମତ୍ରଣ ପତ୍ର ପଠାଇଥିଲେ । ଏହି ବିବାହରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ହେଇ ପାରିନଥିଲେ ମଧ୍ୟ ସେ ଏହି ନବ ଦମ୍ପତିଙ୍କ ନିକଟକୁ ସୁଭାଶିଷର ବାର୍ତା ପଠାଇଥିଲେ, ଏହାଫଳରେ ସମ୍ପୂର୍ଣ ପରିବାର ଖୁସି ହେଇଯାଇଥିଲେ ।

ଏବେ ଆପଣ ଏହା ଭାବୁଥିବେ ଯେ ଏହି ପତ୍ରରେ କଣ ଲେଖା ହେଇଥିଲା ଯାହା ପାଇଁ ସମ୍ପୂର୍ଣ ପରିବାର ଖୁସି ହେଇଯାଇଥିଲେ । ତେବେ ଜାଣି ରଖନ୍ତୁ ଏଥିରେ ଲେଖା ହେଇଥିଲାଜେ ଆପଣଙ୍କ ଖୁସିର ଭାଗୀଦାରୀ କରାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ । ବର-କନ୍ୟା ଅଙ୍କିତା ଓ ଶିବମଙ୍କୁ ନୂତନ ଜୀବନର ଅନେକ ଅନେକ ଶୁଭକାମନା । ଶୁଭ ଲଗ୍ନର ବେଳା ଜୀବନକୁ ଖୁସିରେ ଭରିଦେଉ । ବିଶ୍ଵାସ ଓ ବନ୍ଧୁତାର ଡୋରରେ ସଦା ସର୍ବଦା ବାନ୍ଧି ରୁହନ୍ତୁ । ସମ୍ପର୍କରେ ସ୍ନେହ ରହୁ ।

ସୁନ୍ଦର ତାଳମେଳରେ ଜୀବନ ଅତିବାହିତ ହେଉ ଏବଂ ସମ୍ପର୍କ ଅଧିକ ମଜବୁତ ହେଉ । ବିବାହର ଏହି ଶୁଭକାମନା ସହ ମୋଦୀ ଏହି ଯୋଡିଙ୍କୁ ଅତ୍ୟନ୍ତ ଖୁସି ପ୍ରଦାନ କଲେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକ ବହୁତ ପ୍ରଶଂସା କାଲେ । ଏଥିରୁ ଏହା ପ୍ରମାଣିତ ହେଲା ଯେ ମୋଦୀ ନିଜ ଜନତାଙ୍କ ଖୁସୀଙ୍କ ସମ୍ପୂର୍ଣ ଧ୍ୟାନ ରଖନ୍ତି । କେବଳ ଏତିକି ନୁହଁ ଏହି କାରଣରୁ ଦେଶର ସମସ୍ତ ଜନତାଙ୍କ ନିକଟରେ ଆଜି ମୋଦୀ ଅତି ପ୍ରିୟ । ଏବେକାର ସମୟରେ କେବଳ ଦେଶ ନୁହଁ ବିଦେଶରେ ମଧ୍ୟ ଆଜି ମୋଦୀ ଲୋକପ୍ରିୟ । ମୋଦୀ ଏହା ପ୍ରମାଣିତ କରିଦେଲେ ଯେ ଯେଉଁଠି ମୋଦୀ ଅଛନ୍ତି ସେଠାରେ କିଛି ଅସମ୍ଭବ ନୁହଁ ।

Leave a Reply

Your email address will not be published. Required fields are marked *