ମୋଦୀଙ୍କ ସ୍ପେଶାଲ ଫୋର୍ସ ବିଷୟରେ ଜାଣି ମୁଣ୍ଡ ଖରାପ ହେବ, ଗୋଟେ ଦିନରେ ଖର୍ଚ୍ଚ ହୁଏ…

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆମ ଭାରତ ଦେଶର ପିଏମ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପାଇଁ ପ୍ରଦିଦିନ ୧ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ କରାଯାଉଛି । ନରେନ୍ଦ୍ର ମୋଦୀ ଭାରତ ଏମିତି ଗୋଟେ ପ୍ରଧାନ ମନ୍ତ୍ରୀ ଅଟନ୍ତି ଯାହାଙ୍କ ଜୀବନକୁ ସବୁବେଳେ ବିପଦ ରହିଛି । କେତେକ ଆତଙ୍କି ସଂଗଠନର ନିଶାନାରେ ପିଏମ ମୋଦୀ ଅଛନ୍ତି । ଏହିସବୁ ଜିନିଷକୁ ଦେଖି ପିଏମ ମୋଦୀଙ୍କୁ ହାଇ ପ୍ରୋଫାଇଲ ସିକ୍ୟୁରୀଟି ଦିଆଯାଇଛି । ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବା 1 କୋଟି ୬୨ଲକ୍ଷ କେଉଁଠି ଖର୍ଚ ହେଉଥିବ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ମୋଦିଜିଙ୍କୁ କେଉଁ କେଉଁ ପ୍ରକାରର ସିକ୍ୟୁରୀଟି ଫୋର୍ସ ଦିଆଯାଇଛି । ପିଏମ ମୋଦୀ ଯେଉଁଠିକୁ ବି ଯାଆନ୍ତି ଏକେଲା ଯାଆନ୍ତୀ ନାହିଁ, ତାଙ୍କ ଆଗ ପଛରେ ବହୁତସାର ଫୋର୍ସ ଥାଆନ୍ତି । ମୋଦୀଙ୍କ ସହିତ ଯେତେବି ଗାର୍ଡ  ଓ ଯେତେବି ଗାଡି ଥାଏ, ସେ ସବୁ ଗୋଟେ ହାଇ ପ୍ରୋଫାଇଲ ସିକ୍ୟୁରୀଟି ରୁ  ଲେସ ହୋଇଥାଏ ।

ପିଏମ ଯେଉଁ ଠାକୁ ବି ଯାଆନ୍ତି ସେଠାରେ ବହୁତ କଡା କଡି ବ୍ୟବସ୍ଥା କରାଯାଇଥାଏ । କେମିତି ହୋଇଥାଏ ପିଏମ ମୋଦୀଙ୍କ ସୁରକ୍ଷା । ପିଏମ ସବୁବେଳେ ମଝିରେ ଜାଆନ୍ତି ଓ ତାଙ୍କ ଆଗ ପଛରେ ବହୁତ ସାରା ଗାର୍ଡ ଲାଗିଥାନ୍ତି  ଏହା ସହିତ ମୋଦିଜିଙ୍କ ସିକ୍ୟୁରୀଟି ମନମୋହନ ସିଂହଙ୍କ ତୁଳନାରେ  ଦୁଇଗୁଣ ଅଧିକ ଅଟେ । ପିଏମ ମୋଦୀ ଯୁଆଡେବି ଯାଆନ୍ତି ଏସପି ଜି ଯବାନ ରହିଥାନ୍ତି, ତାଙ୍କ ସୁରକ୍ଷା ପାଇଁ ୧ହାଜରୁ ଅଧିକ କମାଣ୍ଡ ଉପସ୍ଥିତ ରହିଥାନ୍ତି । ମୋଦିଜି ଅତି ସୁରକ୍ଷା ବାଲା ଗାଡି  ବୁଲେଟ ପ୍ରୁଫ ବିଏମଡବ୍ଲ୍ୟୁ ୭ ରେ ଯାନ୍ତି । ଏମିତି ଏକ କାର ଅଟେ ଗୁଳିର କୌଣସି ପ୍ରକାର ପ୍ରଭାବ ଲାଗେନୀ, ତାଙ୍କ ସହିତ ଏହିଭଳି ୨ ଟି ଡମି କାର ଚାଲେ ।

ଯାହାକି ଆକ୍ରମଣ କାରୀକୁ ଭ୍ରମିତ କରାଯାଇପାରିବ । ଆକ୍ରମଣ କରି ଜାଣିପାରିବ ନାହିଁ ପିଏମ ମୋଦୀ କେଉଁ କାରରେ ବସିଛନ୍ତି । ପିଏମ ମୋଦୀଙ୍କ ସିକ୍ୟୁରୀଟି ପାଇଁ ସର୍ବ ପ୍ରଥମେ ଦିଲୀ ପୁଲିସ ସାଇରଣ ବଜାଇ ଆସେ, ତାପରେ ଆସେ ଏସପିଜି ର ଗାଡି, ପୁଣି 2ଟି ଡମି ଗାଡି ଆସିଥାଏ ।   ଏହାପରେ ବାମ ଓ ଡାହଣପାଖରେ ଦୁଇଟି ଗାଡି ଆସିଥାଏ, ମଝିରେ ରହିଥାଏ ମୋଦିଜି ଙ୍କ ଗାଡି । ବହୁତ ଶକ୍ତିଶାଳୀ ସୁରକ୍ଷା ମୋଦିଜିଙ୍କୁ ପ୍ରଦାନ କରାଯାଉଛି । କାରଣ ତାଙ୍କ ଉପରେ କେହି ଆକ୍ରମଣ କରିପାରିବେ ନାହିଁ ।   ମୋଦିଜିଙ୍କ ସହିତ ଚାଲୁଥିବା ଗାଡିକୁ ଏସପିଜି ଭଲ ଭାବରେ ଯାଞ୍ଚ କରିଥାଏ ।

ତାଙ୍କ ସହିତ ଯେମର ଲେସ ଗାଡି ରହିଥାଏ  ସେଥିରେ ଦୁଇଟି ଆଣ୍ଟିନା ଲାଗିଥାଏ, ଯାହାକି ଯଦି ରାସ୍ତାର 10 ମିଟର ଦୂରରେ ଯଦି କିଛି ବିସ୍ଫୋଟକ ଜିନିଷ ରଖାଯାଇଥାଏ  ତ ଏହା ଜାଣିହେବ ।   ଏହା ଏକ ଏମିତି ଟେକନୋଲଜି ଅଟେ  ୧୦ମିଟର ଦୂରରେ ଯଦି ବମ ଥିବା ତ ଜଣାପଡିଯିବା । ପିଏମ ମୋଦୀଙ୍କ ପାଇଁ ଗୋଟେ ଆମ୍ବ୍ଯୁଲାଂସ ବି ଚାଲିଥାଏ ଓ ଦିଲୀ ପୋଲିଶର ଜିପଶି ଆଗପଛରେ ଚାଲିଥାଏ । ଯେତେବେଳେ ପିଏମ ମୋଦୀ ପାଦରେ ଚାଲିଥାନ୍ତି ସଦା କପଡାରେ ଏନଏସଜି ର କମାଣ୍ଡ ଥାଆନ୍ତି । ଏସପିଜି କମାଣ୍ଡଙ୍କ ପାଖରେ ବହୁତ ଖାସ ରାଇଫଲ ରହିଥାଏ, ଯେଉଁଥିରେ ୧ମିନିଟରେ ଆଠସହ  ଫାୟାର ହୋଇପାରିବ ।

ପିଏମ ଙ୍କ ପାଖ ପକ୍ଷୀ କିଛି ଗାର୍ଡ କଳା ଚଷମା ପିନ୍ଧି ଥାନ୍ତି କାରଣ ଜାଣିଛନ୍ତିକି ଏହିଲୋକ କଳା ଚଷମା କଣ ପାଇଁ ପିନ୍ଧି ଥାନ୍ତି । ଏମାନେ ଏଥିପାଇଁ କଳା ଚଷମା ପିନ୍ଧିଥାନ୍ତି ଯଦି ପିଏମ ଙ୍କ ଉପରେ କିଏ ନିଶାନ ଲଗେଇଥିବ ତାକୁ ଯବାନ ଦେଖିପାରିବେ ଓ ଜଣା ପଡିବ ନାହିଁ ନିଶାନ ଲଗେଇଥିବା ବ୍ୟକ୍ତିକୁ ଓ ଯବାନ ଗତି ବିଧି ଉପରେ ଲକ୍ଷ ରଖୁଛନ୍ତି ବୋଲି ଜାଣି ପାରିବ ନାହିଁ ।   ଯେବେ ପିଏମ ମୋଦୀ ବିଦେଶ ଯାନ୍ତି ହବାଇ ଯାତ୍ରାର ଦାଇତ୍ଵ ଏୟାର ଫୋର୍ସର ହୋଇଥାଏ ।

ପିଏମ ବିମାନ ପହଞ୍ଚିବା ପୂର୍ବରୁ ଦୁଇଟି ବିମାନ ରେଡି ରହିଥାଏ କାରଣ ଯଦି ଗୋଟେ ବିମାନ ଖରାପ ହୋଇଥାଏ ତ ଆଉଗୋଟେ ବିମାନ ବ୍ୟବହାର ହୋଇଥାଏ । ପିଏମ ମୋଦୀଙ୍କ ବିମାନ ଉଡିବା ପୂର୍ବରୁ ପୁରା ଇଲାକାକୁ ନୋଫ ଲାଇନ ଜୋନରେ ବଦଳାଇ ଦିଆଯାଏ । ନୋଫ ଲାଇନ ଯୋନ ଏଇଆକି ଯେଉଁଠି ପିଏମ ମୋଦୀଙ୍କ ବିମାନ ଉଡିବା ସେଇ ଆଖପାଖରେ ଆଉ କେଉଁ ବିମାନ  ଉଡିପାରିବ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *