ମୋଟାପଣ, ଦାନ୍ତ ବିନ୍ଧା, ଚର୍ମ ରୋଗ, ହାତ ଗୋଡ ବିନ୍ଧା ସହ 100 ପ୍ରକାରର ରୋଗ ଦୂର ହେବ…

ବନ୍ଧୁଗଣ ମଣିଷ ଜାତି ପାଇଁ ବନସ୍ପତି ଗଛ କୌଣସି ବରଦାନ ଠାରୁ କମ ନୁହେଁ । ଆମ ଦେଶ ଭାରତ ବିଭିନ୍ନ ପ୍ରକାରର ଔଷଧ ଓ ଚେରମୂଳି ରେ ଭର୍ତ୍ତି ହୋଇ ରହିଛି । ଆମ ଦେଶରେ ଯେତିକି ପ୍ରକାରର ଗଛ ଅଛି ଅନ୍ୟ କୌଣସି ଦେଶରେ ସେତିକି ନାହିଁ । ଏହି ସବୁ ଗଛ ଆମ ଘରର ଆଖ ପାଖରେ କେଉଁଠି ନା କେଉଁଠି ମିଳିଥାଏ । କିନ୍ତୁ ଏହି ସବୁ ଗଛର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଆମେ ଜାଣି ନ ଥିବାରୁ ଏହାକୁ ଫିଙ୍ଗି ଦେଇଥାଉ ।

ଆଜି ଆମେ ଆପଣଙ୍କୁ ବରକୋଳି ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ବରକୋଳି ପାତ୍ର କେଉଁ ରୋଗକୁ ଭଲ କରିଥାଏ । ବରକୋଳି ପାତ୍ର ବଢିଥିବା ଓଜନ କୁ କମ କରିଥାଏ । ଯେଉଁ ମାନଙ୍କର ପରିସ୍ରା ଲାଗିବା ସମୟରେ ଜ୍ଵଳନ ହୋଇଥାଏ ଏହା ତାହାକୁ ଦୂର କରିଥାଏ । ଅନେକ ଥର ଆଖି ପାଖରେ ଘା ବା ଆଲୁଅ ହୋଇଯାଏ ଯାହା ବରକୋଳି ପତ୍ର ଠିକ କରିଥାଏ ।

ଏହା ସହ ଦାନ୍ତ ବିନ୍ଧା କୁ ମଧ୍ୟ ଦୂର କରି ହେବ ଏହି ପତ୍ରର ବ୍ୟବହାର କରି । ଶରୀରରେ କୌଣସି ଜାଗାରେ ଘା ହୋଇଛି ତେବେ ଏହି ପତ୍ରକୁ ବାଟି ଏହାର ଲେପ ଲଗାନ୍ତୁ । ବହୁତ ଜଲ୍ଦି ଘା ଶୁଖିଯିବ । ଯଦି ଆଖି ରେ ଆଲୁଅ ହୋଇଥାଏ ତେବେ ଏହି ପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । ଏହାର ରସ କୁ ଆଖି ର ବାହାରେ ଲଗାଇବା ଦ୍ଵାରା ଆଲୁଅ ଠିକ ହୋଇଯାଏ ।

ଯଦି ପରିସ୍ରା ରେ ଅଧିକ ଜ୍ଵଳନ ହେଉଥାଏ ବା ବାରମ୍ବାର ପରିଶ୍ରାମ ଲାଗୁଛି ତେବେ ହାର ପାତ୍ର ନେଇ ଏହାର ରସ ବାହାର କରନ୍ତୁ । ଏହି ରସ କୁ ଉଷୁମ ପାଣି ରେ ମିଶାଇ ସେବନ କରିଲେ ଏହା ଦୂର ହୁଏ । ଅନେକ ସମୟରେ ହାତ ଗୋଡ ରେ ଜ୍ଵଳନ ଅନୁଭବ ହୁଏ । ଅନେକ ଲୋକଙ୍କ ମଧ୍ୟରେ ଏହି ସମସ୍ଯା ଅଧିକ ଦେଖାଯାଏ । ଏହି ପତ୍ରକୁ ବାଟି ଲଗାଇଲେ ଜ୍ଵଳନ ସମସ୍ଯା ଦୂର ହୋଇଥାଏ ।

ଦାନ୍ତ ବିନ୍ଧା ସମସ୍ଯା ଥିଲେ ବରକୋଳି ପତ୍ର କିଛି ନେଇ ଏହାକୁ ଏକ ଗ୍ଳାସ ପାଣି ରେ ଫୁଟାନ୍ତୁ । 5ର 6 ମିନିଟ ବଏଲ କରନ୍ତୁ ଯେମିତି ଏହି ପତ୍ରର ପୋଷାକ ତତ୍ତ୍ଵ ପାଣି ରେ ଆସିଯିବ । ଏହାକୁ କୁଲି କରିବା ଦ୍ଵାରା ମାଢି ଫୁଲା, ଦାନ୍ତ ବିନ୍ଧା ସମସ୍ଯା ଦୂର ହୁଏ । ଯଦି ଗଳା ସଂକ୍ରମଣ ହୋଇଥାଏ ତେବେ ଏହି ପାଣିରେ କୁଲି କରନ୍ତୁ । ଏହି ପାଣିରେ ଅଳ୍ପ ଗୋଲମରୀଚ ଓ ଲୁଣ ମିଶାଇ ପାରିବେ ।

ଏହି ପତ୍ରରେ କ୍ୟାଲୋରି ର ମାତ୍ର କମ ରହିଥାଏ । ମୋଟାପଣ କମ କରିବାକୁ ଚାହୁଁଥିଲେ କିଛି ବରକୋଳି ପତ୍ର ନିଅନ୍ତୁ । ଏହାକୁ ଦର ଛେଚା କରି ବାଟି 250 ml ପାଣିରେ ପକାନ୍ତୁ । ଏବେ ଏହି ପତ୍ରକୁ ରାତିରେ ଭିଯାଇ ରଖନ୍ତୁ ଓ ସକଲୁଇ ଏହାକୁ ଛାଣି ସେବନ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *