ମୋଟା ଝିଅ ମାନଙ୍କ ସହ ବିବାହ କରିବାର ଅଛି ଅନେକ ଫାଇଦା, ଜାଣି ନିଅନ୍ତୁ ଏହି ଗୁପ୍ତ କଥା

ଅଧିକାଂଶ ପୁଅ ପରଫେକ୍ଟ ଫିଗର ଝିଅ ମାନଙ୍କୁ ପସନ୍ଦ କରନ୍ତି । ପୁଅ ମାନେ ସାଧାରଣତଃ ସେହି ଝିଅ ମାନଙ୍କ ଉପରେ ଆକର୍ଷିତ ହୋଇଥାନ୍ତି । ହେଲେ ସମସ୍ତଙ୍କ ର ପସନ୍ଦ ଅଲଗା ଅଲଗା ଥାଏ  । କିଛି ପୁଅ ଙ୍କୁ ପତଳୀ ଝିଅ ପସନ୍ଦ ତ କିଛି ପୁଅ ଙ୍କୁ ମୋଟା ଝିଅ । ହେଲେ ସବୁ ଝିଅ ଙ୍କ ତୁଳନା ରେ ମୋଟା ଝିଅ ସବୁଠୁ ଅଧିକ ଭଲ ଥାନ୍ତି । ଆସନ୍ତୁ ଜାଣିବା ମୋଟା ଝିଅକୁ ବିବାହ କରିବାର ଫାଇଦା ।

ମୋଟା ଝିଅ ମାନେ ବହୁତ ଖୁସି ରୁହନ୍ତି । ସେମାନଙ୍କ ଆଖପାଖ ର ଲୋକ ମାନେ ମଧ୍ୟ ଖୁସି ରୁହନ୍ତି । ମୋଟା ଝିଅ ମାନଙ୍କ ମନରେ କିଛି ବି ନଥାଏ । ସେମାନେ ବହୁତ ଇମୋସ୍ନାଲ୍ ହୋଇଥାନ୍ତି ।

ମୋଟା ଝିଅ ମାନଙ୍କ ପାଇଁ ତାଙ୍କ ପତି ଏବଂ ତାଙ୍କର ପରିବାର ର ବହୁତ ଗୁରୁତ୍ଵ ରହିଥାଏ । ସେମାନେ ସବୁବେଳେ ତାଙ୍କ ପରିବାର କୁ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି । ପତଳୀ ଝିଅ ଙ୍କ ତୁଳନା ରେ ମୋଟା ଝିଅ ମାନେ ଶଶୁର ଘରେ ଅଧିକ କାମ କରିଥାନ୍ତି । ବାହାଘର ପରେ ଝିଅ ର କର୍ତ୍ତବ୍ୟ ବଢିଥାଏ । ମୋଟା ଝିଅ ମାନଙ୍କୁ ଅନ୍ୟ ର ସେବା କରିକି ଖୁସି ମିଳିଥାଏ  ।

ପତଳୀ ଝିଅ ମାନଙ୍କୁ ଦେଖିଲେ ଜଣାପଡେ ସେମାନେ ଆକ୍ଟିଭ୍ ଥିବେ ହେଲେ ଅସଲ ରେ ପତଳି ଝିଅ ତୁଳନା ରେ ମୋଟାଝିଅ ମାନେ ଅଧିକ ଆକ୍ଟିଭ୍ ଥାନ୍ତି । ଏମାନଙ୍କର ଅଳସ ବୋଲିକି କିଛିବି ନଥାଏ ଏମାନେ ସବୁ କାମ ଫୁର୍ତି ରେ କରିଥାନ୍ତି । ସେମାନଙ୍କୁ କିଛି ବି କାମ ପାଇଁ ଅଧିକ ସମୟ ଦରକାର ନଥାଏ । ମୋଟାଝିଅ ମାନେ ବାପ ଘର ରେ କିଛି କାମ ନକରିଥିଲେ ମଧ୍ୟ  ଶଶୁର ଘରେ ସବୁ କର୍ତ୍ତବ୍ୟ କରିଥାନ୍ତି ସମସ୍ତଙ୍କୁ ଖୁସିରେ ରଖିଥାନ୍ତି । ପତଳୀ ଝିଅଙ୍କ ତୁଳନା ରେ ମୋଟାଝିଅ ମାନେ ଅଧିକ ଭଲ ଥାନ୍ତି । ମୋଟାଝିଅ ଙ୍କୁ ବିବାହ କଲେ ଏହା ସବୁ ଫାଇଦା  ।

ଏହି ଆର୍ଟିକ୍ଲ ର ଉଦ୍ଧେଶ୍ୟ କାହାର ଭାବନା କୁ କଷ୍ଟ ଦେବା ପାଇଁ ନୁହେଁ । ଏହି ଆର୍ଟିକ୍ଲ ଏକ ସର୍ଭେ ଉପରେ ଆଧାରିତ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *