ମୃତ୍ୟୁ ୩ ବର୍ଷ ପରେ ନିଜ କବରରୁ ବାହାରିଲେ ମହିଳା ? ଆଶ୍ଚର୍ଯ୍ୟ କରିଦେବ ଏହି ଫଟୋର ସତ୍ୟତା

ତେବେ ସୋଶିଅଲ ମିଡିଆରେ ବହୁତ କିଛି ଆସିଥାଏ, ତେବେ କଣ ସତ ଓ କଣ ମିଛ ଏହା ଜାଣିବା ବହୁତ କଷ୍ଟକର ହୋଇଥାଏ କାହିଁକିନା ଏହାକୁ ବହୁତ ଏଡିଟିଙ୍ଗ ମଧ୍ୟ କରା ଯାଇଥାଏ । ଆଜି ଆମେ ଆପଣଙ୍କୁ ଗୋଟେ ମହିଳା ବିଷୟରେ କହିବାକୁ ଯାଉଛୁ ଯିଏ ନିଜ କବ୍ରରୁ ବାହାରି ଆସିଲେ ଓ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ତେବେ ଏହି ଘଟଣା ସତ କଣ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏମିତିକା ବହୁତ ଘଟଣା ସୋଶିଅଲ ମିଡିଆରେ ଭାଇରାଲ କରା ଯାଇଛି ତେବେ ଏହି ଘଟଣାର ସତ୍ୟତା କଣ ଆସନ୍ତୁ ଜାଣିବା ।

Image Courtesy: Google

ଖବର ଅନୁଯାଇ ଜଣେ ମହିଳା ଯାହାଙ୍କ ମୃତ୍ୟୁ ଏପ୍ରିଲ ୨୦୧୪ରେ ହୋଇଥିଲା ତାଙ୍କୁ ମୃତ୍ୟୁ ପରେ ଜମିରେ ପୋତି ଦିଆ ଯାଇଥିଲା ଓ ବର୍ତମାନ ନା ତାଙ୍କ ନାକ ଅଛି ନା ଦେହରେ ମାସ ତାଙ୍କୁ ଦେଖିଲେ ଲାଗୁନି ଯେ ସେ ବଞ୍ଚିଥିବେ ଓ ବୈଜ୍ଞାନିକ ମାନଙ୍କ ଦ୍ରୁଷ୍ଟିରୁ ଦେଖିଲେ ଏହା ଅସମ୍ଭବ ଅଟେ । ତେବେ ମହିଳା ନିଜେ ନିଜ କବ୍ରରୁ ବାହାରିଛନ୍ତି ଏହି କଥା ମିଥ୍ୟା ଅଟେ ।

Image Courtesy: Google

ଏହାର କାରଣ ଏହା ଅଟେ ଯେ ଇଣ୍ଡୋନେସୀୟାରେ ଏମିତିକା ବହୁତ କାହାଣୀ ଅଛି କିନ୍ତୁ ଏହାର ସତ୍ୟତା ଅନ୍ୟ କିଛି ଅଟେ । ଯେମିତି ଭାରତରେ ନିଜ ପୂର୍ବ ପୁରୁଷ ମାନଙ୍କୁ ପିଣ୍ଡ ଦାନ ଦବା ଆବଶ୍ୟକ ଅଟେ ଓ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ପିଣ୍ଡ ଦାନ କରା ଯାଇଥାଏ ଠିକ ସେମିତି ଇଣ୍ଡୋନେସିଆରେ ମଧ୍ୟ ଗୋଟେ ପ୍ରଥା ଅଛି ଯାହା ଅନୁଯାଇ ସେ ନିଜ ପୂର୍ବ ପୁରୁଷ ମାନଙ୍କ ସବକୁ କବ୍ର ବାହାରକୁ ଆଣନ୍ତି ଓ ସବକୁ ନୂଆ ବସ୍ତ୍ର ଇତ୍ୟାଦି ପିନ୍ଧାଇ ପୂଜା ଅର୍ଚନା କରି ତାଙ୍କୁ ଆଉଥରେ ପୋତି ଦିଅନ୍ତି ତେବେ ଏହି ପ୍ରଥା ବହୁତ ପ୍ରାଚୀନ ସମୟରୁ ଚାଲି ଆସିଛି ।

Image Courtesy: Google

ଏହି ମହିଳାଙ୍କ ସବ ମଧ୍ୟ ଏହି ପ୍ରଥା ଅନୁଯାଇ କବ୍ର ବାହାରକୁ ଅଣା ହୋଇଛି ଓ ପୂଜା ଅର୍ଚନା କରି ସବକୁ ନୂଆ ବସ୍ତ୍ର ପିନ୍ଧାଇ ଫୁଣୀ କବ୍ରରେ ପୋତା ଯାଇଥିଲା । ଇଣ୍ଡୋନେସିଆ ପ୍ରଥା ଅନୁଯାଇ ଏମିତି କରିବା ଦ୍ଵାରା ତାଙ୍କ ପୂର୍ବ ପୁରୁଷଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ ଓ ଆର ପାରିରେ ତାଙ୍କୁ ଶାନ୍ତି ଓ ଜିନିଷ ପ୍ରାପ୍ତ ହୋଇଥାଏ । ତେବେ ଏମିତିକା ମାନ୍ୟତା ବହୁତ ଜାଗାରେ ଅଛି କିନ୍ତୁ ସତ କଣ କେହି ଜାଣି ନାହାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *