ମୁଁ ହେବି ବଡ଼ ଅଫିସର! ଦୁନିଆ ଦେଖିବ Tapaswini କରିବ ବଡ଼ ଚାକିରୀ… ଦେଖନ୍ତୁ Video କଣ କହୁଛନ୍ତି Tapaswini

ନମସ୍କାର ବନ୍ଧୁଗଣ। ଅନେକ ଦିନ ପରେ ତପସ୍ଵିନି ଙ୍କ ଦେଖା ମିଳିଛି । ତପସ୍ଵିନୀ କହିଛନ୍ତି ମୁଁ ଏବେ ପରୀକ୍ଷା ପାଇଁ ପ୍ରିପାର ହେଉଛି ଆଗକୁ ଭଲ ଅଫିସର ଆଉ ବଡ ଅଫୁସର ହେବି । ଲୋକଙ୍କର ସେବା କରିବି । ଆଉ ମୁଁ ଯେଉଁ ଅଫିସର ହେବି ଆଉ ଯେଉଁ ଡିପାର୍ଟମେଣ୍ଟ ରେ କାମ କରିବି ସାରା ଦୁନିଆ ଦେଖିବ । ତେବେ ତପସ୍ଵିନୀ ଏବେ ଅନେକ ଦିନ ପରେ ସମାନା କୁ ଆସିଛନ୍ତି । ଆଉ ସିଧା ସଳଖ କହିଛନ୍ତି ଅଗାକୁ ସେ ଭଲ ଅଫିସର ହେବାକୁ ଯାଉଛନ୍ତି ଯାହା ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି ।

କଠିନ ପରିଶ୍ରମ କରିବା ସହ ମନ ଧ୍ୟାନ ଦେଇ ପାଠ ପଢୁଛନ୍ତି । ବଡ ଅଫିସର ହେଲା ପରେ ଦୁନିଆ ଜାଣିବ ସେହି ତପସ୍ଵିନୀ ଆଜି ବନି ଯାଇଛି ଅଫିସର ବୋଲି ସେ କହିଛନ୍ତି । ତେବେ ବ୍ରହ୍ମପୁର ରେ ତପସ୍ଵିନୀ ସୁମିତ ସାହୁ ଙ୍କ ବୈବାହିକ ଘଟଣା ସାରା ଦୁନିଆ ଦେଖିଥିଲା ଯାହାକୁ ନେଇ ଚର୍ଚ୍ଚା ର ବିଷୟ ହୋଇଥିଲା । ବହୁତ ଦିନ ଧରି ସୁମିତ ଙ୍କ ଘରେ ଆଗରେ ତପସ୍ଵିନୀ ବସିଥିଲେ ।

ଆଉ ଗୋଟିଏ କଥା ରହିଥିଲା ଯେ ସୁମିତ ମୋତେ ଗ୍ରହଣ ଅରିବ ମୁଁ ତାର ସ୍ତ୍ରୀ । ଦୁହେଁ ଲିଭିଙ୍ଗ ଋଲେସନ ରେ ରହିଥିଲୁ ଏଭଳି ଜିଦ ଧରି ବସି ରହିଥିଲେ ତପସ୍ଵିନୀ । ପରେ ମାନ୍ୟବର କୋର୍ଟ ତପସ୍ଵିନୀ ଙ୍କୁ ଘର ଭଡା ଦେବାକୁ ସୁମିତ ଙ୍କୁ କହିଥିଲେ । ଆଉ ସୁମିତ ଘର ଭଡା ଦେବାରେ ଡେରି କରିଥିଲେ । ଆଉ ଶେଷରେ ସୁମିତ ଙ୍କ ଘରେ ତପସ୍ଵିନୀ ରହିଥିଲେ କିନ୍ତୁ ଦୁହିଙ୍କ ମଧ୍ୟରେ ମନ ମିଶି ନ ଥିଲା ।

ଆଉ ଯାହା ଫଳରେ କୋର୍ଟ ସୁମିତ ଙ୍କୁ କହିଥିଲେ ତପସ୍ଵିନୀ ଙ୍କୁ ଚଳିବା ପାଇଁ ଟଙ୍କା ଦେବେ । ଆଉ ସେବେ ଠାରୁ ସୁମିତ ତପସ୍ଵିନୀ ଙ୍କୁ ଟଙ୍କା ଦେବା କଥା ଏବେ ସାମନା କୁ ଆସିଛି । ଆଉ ତପସ୍ଵିନୀ ଓ ସୁମିତ ଙ୍କ ଘଟଣା ଦିନକୁ ଦିନା ଆଉ ଦେଖିବାକୁ ମିଳି ନ ଥିଲା ସତ କିନ୍ତୁ ଏବେ ତପସ୍ଵିନୀ ସାମନା କୁ ଆସି କହିଛନ୍ତି ସେ ଏବେ ପ୍ରିପାର ହେଉଛନ୍ତି ଆଗକୁ ପାଠ ପଢୁଛନ୍ତି ।

ଆଗାମୀ ସମୟରେ ସେ ଜଣେ ବଡ ସରାକରି ଅଫିସର ହେବେ ଯାହା କୁ ସାରା ଦୁନିଆ ଦେଖିବ ତପସ୍ଵିନୀ କଣ ଆଉ କେଉଁଠି ଚାକିରି କରିଲେ । ଏମିତି କି ସେ କେଉଁ ଡିପାର୍ଟ ମେଣ୍ଟ ରେ ଚାକିରି କରିବେ ତାହା ସାରା ଦୁନିଆ ଏବେ ଦେଖିବ । ଏବେ ଦେଖିବାକୁ ବାକି ରହିଲା ସେ ଆଗକୁ ଯାଇ ଏଉନ ଚାକିରି କରୁଛନ୍ତି ଓ କେଉଁ ବଡ ଅଫିସର ହେଉଛନ୍ତି ।

ତେବେ ତପସ୍ଵିନୀ ହଠାତ ଗଣ ମାଧ୍ୟମ ଆଗରେ ଏମିତି ସବୁ ବୟାନ ଦେଇଛନ୍ତି ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖାଯାଉ ସେ କହିଥିବା କଥା କେତେ ଦୂର ସତ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *