କଣ ପାଇଁ ଭୁବନେଶ୍ଵରର Famous କିଶୋର Mutton ଉପରେ BMC କଲା ଚଢାଉ! ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଆମ ରାଜ୍ୟ ଓଡିଶାରେ ବିଭିନ୍ନ ପ୍ରକାରର ହୋଟେଲ ରହିଛି । ଏହି ସବୁ ବଡ ବଡ ହୋଟେଲ ଗୁଡିକର ନାଁ ମଧ୍ୟ ରହିଛି । ହୋଟେଲ ଗୁଡିକ ନିଜର ସ୍ଵତନ୍ତ୍ର ଖାଦ୍ୟ ପାଇଁ ବେଶ ପରିଚିତ ମଧ୍ୟ ରହିଛି । ବଡ ବଡ ହୋଟେଲ ମାନଙ୍କରେ ବଡ ବଡିଆ ଲୋକଙ୍କ ଠାରୁ ଆରମ୍ଭ କରି ସର୍ବ ସାଧାରଣ ଲୋକେ ମଧ୍ୟ ଖାଇବାକୁ ଯାଇଥାନ୍ତି । ଏମିତି କି ହୋଟେଲ ରେ ରନ୍ଧା ଯାଉଥିବା ଖାଦ୍ଯ ମଧ୍ୟ ବହୁତ ଟେଷ୍ଟି ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି ଏକ ହୋଟେଲ ର ସତ୍ୟତା ସାମନା କୁ ଆସିଛି ଯାହାକୁ ବୋଧ ହୁଏ ଆପଣ ମାନେ ବି କେବେ ଖାଇବାକୁ ଯାଇଥିବେ ।

ସୂଚନା ଅନୁଯାୟୀ ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି ଭୁବନେଶ୍ଵର ର ପରିଚିତ କିଶୋର ହୋଟେଲ କୁ ସିଲ କରିବା ଭୁବନେଶ୍ଵର ମହା ନଗର ନିଗମ ଖାଦ୍ଯ ର ମନା ଓ ସ୍ଵଛତା କୁ ପରଖିବା ପରେ ଏହି ନିସ୍ପତି ହୋଇଛି । ଗତ କାଲି ହୋଟେଲ ଉପରେ ଚଢାଉ କରି ଯାଞ୍ଚ ଅରିଥିଲା ବିଏମସୀ ର ଟିମ । ଖାଦ୍ଯ ରେ ରଙ୍ଗ ଓ ଏକ୍ସପାରି ସାକ୍ସ ସହ ସ୍ବଚ୍ଛତା ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଛି ।

ତେବେ କିଶୋର ହୋଟେଲ ରେ ରେଜିଷ୍ଟ୍ରେସନ କୁ ବି ତାର ବାତିଲ କରିବା କରିବା ସହ ଫାଇନା ବି ଲାଗିଛି । ଦୂର ଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ହୋଟେଲ କୁ ବି ନଷ୍ଟ କରିଛି ବିଏମସୀ । ଭୁବନେଶ୍ଵର କିଶୋର ହୋଟେଲ ବହୁତ ପରିଚିତ ଅଟେ । ଏଠାରେ ମଟନ ଖାଇବାକୁ ଲୋକ ମାନଙ୍କର ପ୍ରବଳ ଗହଳି ଜମିଥାଏ । ନିଜର ସ୍ଵତନ୍ତ୍ର ମଟନ ତରକାରୀ ପାଇଁ ସାରା ରାଜ୍ୟରେ ଏହି ହୋଟେଲ ପ୍ରସିଦ୍ଧ ଥିଲା ।

ତେବେ କିଶୋର ହୋଟେଲ ରେ ବଡ ବଡିଆ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀ ର ଲୋକ ମାନେ ମଧ୍ୟ ଖାଇବାକୁ ଯାଇଥାନ୍ତି । ଏଠିକାର ଶେପ ମାନେ ବହୁତ ଟେଷ୍ଟି ମଟନ ତରକାରୀ କରିଥାନ୍ତି ଯାହା ପାଇଁ କିଶୋର ହୋଟେଲ ଖୁବ ନାଁ କମାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଏହି ହୋଟେଲ ରେ ଯେଉଁ ଖାଦ୍ୟ ତିଆରି ହେଉଛି ତାହା କେମିତି ତିଆରି ହେଉଛି ସତ୍ୟତା ସବୁ ସମାନା କୁ ଆସିଛି ।

ଯାହା ଫଳରେ ବିଏମସୀ ତରଫରୁ ହୋଟେଲ କୁ ସିଲ କରାଯିବା ସହ କଠୋର ପଦକ୍ଷେପ ମଧ୍ୟ ନିଆ ଯାଇଛି । ତେବେ ହୋଟେଲ ମଟନ ତରକାରୀ ପାଇଁ ଏତେ ଫ୍ୟାମ୍ସ ହୋଇଥିଲେ ବି ନିଜର ନିମ୍ନ କମ ପାଇଁ ଆଜି ଧରା ପଡି ଯାଇଛି । ଲୋକ ମାନଙ୍କୁ ଠକି ଏକ୍ସପାରି ହୋଇଥିବା ସକ୍ସ ଆଉ ଅନେକ ପ୍ରକାରର ଅଖାଦ୍ଯ ତିଆରି କରୁଥିଲା ।

ଏହି ହୋଟେଲ ଯାହା ପାଇଁ ହୁଏ ତ ଲୋକ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *