ବୁଢା ଆଖି ମାରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲା, ମହିଳା ଜଣକ କହିବାରୁ ଯାହା କଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଠେଙ୍ଗା ଧରି ଆସିଲା ଆଉ ଜଣେ ମହିଳା ଙ୍କୁ ପିଟି ଚାଲିଲା । ମହିଳା ଜଣକ ପ୍ରାଣ ବିକଳରେ ଛଟପଟ ହେଉଥିଲେ କିନ୍ତୁ ଦୟା ଲାଗିଲା ନାହି ବୁଢା କୁ । ମହିଳା ଜଣକ ଘର ବାରଣ୍ଡା ର ଏ ବିକଳ ହୋଇ ବସି କାନ୍ଦୁଥିଲେ ବି ଭିଲିଆନ ପରି ଘେରି ଯାଇଛି ନୃଶଂସ ମଣିଷ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା କାଳିଥାନା ଅନ୍ତର୍ଗତ ଭଅରପୂର ଗାଁ ର । ମହିଳା ଜଣଙ୍କୁ ବେହୁରା ନାମକ ବୁଢା ଜଣକ କାହିଁକି ଏମିତି ପିଟିଲା ଏହାର କାରଣ ବିଷୟରେ ମହିଳା ଜଣକ କହିଛନ୍ତି ଗୁରୁବାର ଦିନ ସକାଳୁ ଆସି ବୁଢା ତାଙ୍କ ଘର ଆଗରେ ଝାଡା ବସିଥିଲା ।

ଆଗରୁ ମଧ୍ୟ ବୁଢା ଅନେକ ଥର ଏମିତି କରି ଶ୍ରଇଛି । ସେଥିପାଇଁ ମହିଳା ଜଣକ ବୁଢା କୁ ପାଟି କରିଲେ । ଏହା ପରେ ବୁଢା ରାଗି ଯାଇ ତାଙ୍କ ଘରେ ପଶି ମାଡ ମାରିଲା । ମହିଳା ଜଣକ କହୁଛନ୍ତି ତାଙ୍କ ଘରେ କେହି ବି ପୁରୁଷ ଲୋକ ନାହାନ୍ତି ସେ ତାଙ୍କର ୩ ଜଣ ଛୁଆଙ୍କୁ ଧରି ରୁହନ୍ତି । ମହିଳା ଜଣକ କହୁଛନ୍ତି ସେ କାହା ଘରକୁ ଯିବା ଆସିବା କରନ୍ତି ନାହି କାହା ସହ ଲେନଦେନ ନାହି ମୋର ଘର ପଶି ମୋତେ କହିଲା ତତେ ମାରି ଦେବୀ । ଏମିତିକି ମହିଳାଙ୍କ ମୁଣ୍ଡ ବାଡେଇ ଫଟେଇ ଦେଇଛି ବୁଢା ।

ଗତ ୩୦ ତାରିଖ ଦିନ ମହିଳା ଜଣକ ଥାନା ରେ ଏତାଲା ଦେଇଥିଲେ ମଧ୍ୟ ପୋଲିସ ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନାହି ବୁଢା ବେହୁରା ବିରୁଦ୍ଧରେ କି ତାଙ୍କୁ ଖୋଜୁ ନାହି । ପୋଲିସ କହିବା କଥା ବୁଢା କୁ ଦେଖିବା ପରେ ଆମକୁ ମ୍ଯାସେଜ କରିଲେ ତା ପରେ ଯାଇ ଆମେ ତାକୁ ଧରିବା ବୋଲି ମହିଳା ଜଣକ ମନ୍ତବ୍ୟ ଦେଇଛନ୍ତି ।

ଆଗକୁ ମହିଳା ଜଣକ କହୁଛନ୍ତି ବୁଢା ର ଡାକ ନାଁ ହେଉଛି ବୁଢା କମାର ଆଉ ଭଲ ନାଁ ବୁଢା ବେହୁରା । ବୁଢା ପ୍ରତି ଦିନ ଆସି ମହିଳାଙ୍କ ଘରେ ଆଗରେ ଝାଡା ବସିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆଖି ମାରେ । ଏମିତିକି ବୁଢା ବେହୁରା ଲଙ୍ଗଳା ହୋଇ ନାଛେ ଅସଭ୍ୟ ବ୍ୟବହାର କରିବ । ଏମିତିକି ପିଲା ମାନଙ୍କୁ ମଧ୍ୟ ଏମିତି ବ୍ୟବହାର କରେ । ପିଲାଙ୍କୁ ରାସ୍ତା ରେ ଖେଳାଇ ଦିଏ ନାହି ବୁଢା ।

ମହିଳା ଜଣକ ତାଙ୍କ ପିଲାଙ୍କୁ ବୁଝାଇ ଥାନ୍ତି କିନ୍ତୁ ବୁଧାର ଏଭଳି ଖରାପ ଅଭ୍ଯାସ ଜମା ବି ବଦଳେ ନାହି । କିନ୍ତୁ ମହିଳା ଜଣକ ଏହାର ପ୍ରତିବାଦ କରିବାକୁ ବୁଢା ବେହୁରା ଏମିତି ତାଙ୍କୁ ମାରିବାକୁ ଚେଷ୍ଟା କରିଛି । ଏ ନେଇ ମହିଳା ଏସପି ଙ୍କ ପାଖକୁ ଯାଇଥିଲେ ମଧ୍ୟ କିଛି ଆକ୍ସନ ନିଆଯାଇ ନାହି ଏହି ଘଟଣା କୁ ନେଇ ।  ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *