ମୁଁ ଛୋଟ ପିଲା ଥିଲି, ସେ ଦୁଷ୍କର୍ମ କରିଦେବା ପରେ ପେଟରେ ପିଲା ରହିଯାଇଥିଲା.. ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଜଣେ ଯୁବତୀଙ୍କର ଦୁଷ୍କର୍ମ ପାଇଁ ଚାଲି ଯାଇଛି ଜୀବନ । ଅନେକ କଷ୍ଟ ସହି ସେ ଛଟପଟ ହୋଇ ମାରି ଯାଇଛନ୍ତି । କାରଣ ସେ ଜଣେ ଝିଅ ଆଉ ଅସୁରକ୍ଷିତ ଆଜିର ଏହି ସମାଜରେ । କମ ବୟସରେ ଗର୍ଭବତୀ ହୋଇ ମେଡିକାଲରେ ଜୀବନ ଚାଲି ଯାଇଛି ଯୁବତୀଙ୍କର । ଖାଲି ତାଙ୍କର ନୁହେଁ ବରଂ ତାଙ୍କ ଛୁଆର ବି ଜୀବନ ଚାଲି ଯାଇଛି । ଯଦି ଯୁବତୀ ଜଣକ ଝିଅ ହୋଇ ନ ଥାନ୍ତେ ତେବେ ସାମାଜରେ ଆଜି ଖୁସିରେ ବଞ୍ଚି ପାରିଥାନ୍ତେ । ଏମିତି ଯୁବତୀଙ୍କର ଜୀବନ ଯାଇ ନ ଥାନ୍ତା ।

ଯୁବତୀ ଜଣକ ସେଦିନ ମରି ଯାଇଥିଲେ ଯେବେ ଅଭିଯୁକ୍ତ ତାକୁ ଦୁଷ୍କର୍ମ କରିଥିଲା ଆଉ ତାଙ୍କ ବୟସ ବି ଦେଖି ନ ଥିଲା । ଯୁବକ ତାର ଇଚ୍ଛା ପୁରା କରିଥିଲା । ଏ ସମାଜ ଯୁବତୀଙ୍କୁ ଦୁଷ୍କର୍ମ ହେବା ପରେ ନିଚ୍ଚା ଦେଖାଇ ଥିଲା । ଯୁବତୀଙ୍କ ପରିବାରକୁ ରାସ୍ତା ରେ ଚଳାଇ ଦେଲା ନାହି ଏ ସମାଜ । ଜଣେ ଅସହାୟ ମା ର ଏ ଅସହାୟ ବେଦନା । କାନ୍ଦ ବୋବାଳି ରେ ଫାଟି ପଡୁଛି ହସପିଟାଲ ପରିସର । ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରିବା ପରେ ଦୁହେଁ ମୃତ୍ୟୁବରଣ କରିଛନ୍ତି ।

ଉଭୟ ନବ ଜାତ ଶିଶୁ ଓ ପ୍ରସୂତି ମା ର ମୃତ୍ୟୁ ଘଟଣା ରେ ସୋମବାର ବେତନଟୀ ପୋଲିସ ମାମଲା ରୁଜୁ କରି ସାବା ବ୍ୟବଛେଦ କର ଯାଇଛି । ସୂଚନା ଅନୁଯାୟୀ ଯୁବତୀ ଙ୍କୁ ଦୁଷ୍କର୍ମ କରା ଯାଇଥିଲା । ଆଉ ଝିଅ ଟି ଗର୍ଭବତୀ ହେବା ପରେ ପୀଡ଼ିତା ଙ୍କ ପରିବାର ଥାନା ର ଦ୍ଵାରସ୍ଥ ହୋଇଥିଲେ । ଏ ନେଇ ଦୁଇ ମାସ ତଳେ ଅଭିଯୁକ୍ତ ଜଗଦୀଶ କାଳନ୍ଦି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ପୀଡ଼ିତା ଙ୍କୁ ବାରିପଦା ସ୍ଥିତି ୱାନସଷ୍ଟ ଅଫ ସେଣ୍ଟର ରେ ପ୍ରଥମେ ରଖା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସୁଧାର ଗୃହକୁ ପଠା ଯାଇଥିଲା । ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଥିବା ବେଳେ ଯୁବତୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ରବିବାର ଦିନ ପ୍ରସାବ ବେଳେ ଉଭୟ ନବ ଜାତ ଓ ମା ର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଯାଇଥିଲା । ଏହା ପରେ ପ୍ରଥମେ ନବ ଜାତ ଓ ପରେ ଯୁବତୀ ଙ୍କର ଚିକିତ୍ସାହଦିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଏ ନେଇ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ବାରିପଦା ଥାନା ଅଧିକାରୀ ବିରେନ୍ଦ୍ର ସେନାପତି, ବେତନଟୀ ଥାନା ଅଧିକାରୀ ରେଣୁପାଳ ଙ୍କ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ଯୁବତୀ ଙ୍କ ସହ ଯାହା ବି ହେଲା ତାହା ସମାଜ ବୁଝି ପାରିଲା ନାହି । ଏ ଦୁଷ୍କର୍ମ ପାଇ ସେ ଦାୟୀ ନୁହେଁ ।

ତେବେ ତାଙ୍କର ଭୁଲ କେଉଁଠୁ ଆସିଲା ଏଭଳି ନାନା ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *