ମୂର୍ଖ ଲୋକଙ୍କ ୫ ଟି ଲକ୍ଷଣ- Krishna Vani

ଭୁଲ ସବୁ ମଣିଷ କରିଥାଏ ଭୁଲ କରିବା କିଛି ଖରାପ କଥା ନୁହେଁ । କିନ୍ତୁ ଭୁଲ କରିକି ଯେଉଁ ମଣିଷ ଶିଖି ଥାଏ ଆଉ ବୁଝିଥାଏ ସେହି ହିଁ ସଫଳ ମଣିଷ ହୋଇଥାଏ । ଯେଉଁ ବ୍ୟକ୍ତି ଭୁଲ କରି କରିକି ତାକୁ ବାର ବାର କରିଥାଏ ତାଙ୍କୁ ମୂର୍ଖ ମଣିଷ କୁହା ଯାଇଥାଏ । ଆଜି ଆମେ ଜାଣିବା ମୂର୍ଖ ଲୋକଙ୍କର ଏହି ୫ ଲକ୍ଷଣ । ଯାହା ଆପଣଙ୍କ ଭିତରେ ଯମାବି ରହିବା ଉଚିତ ନୁହେଁ । ଆଉ ଯଦି ଏଥିରେ ଆପଣଙ୍କ ଭିତରେ କିଚିବି ଅଭ୍ଯାସ ଆପଣଙ୍କ ଭିତରେ ରାହିଥାଏ ତେବେ ଆଜି ହିଁ ସୁଧାରୀ ଦିଅନ୍ତୁ ।

ମୂର୍ଖ ଲୋକଙ୍କ ପ୍ରଥମ ଲକ୍ଷଣ, ମୂର୍ଖ ଲୋକ ସବୁବେଳେ ଗୋଟିଏ ପ୍ରକାର ଏକଶନ ନେଇଥାନ୍ତି । ଆଉ ସବୁ ଥର ଅଲଗା ପରିଣାମର ଆଶା ରଖିଥାନ୍ତି । ମୂର୍ଖ ଲୋକ କିଛି ଅଲଗା ପ୍ରକାର ଭାବି ଥାନ୍ତି । ସେ ଭାବି ଥାନ୍ତି ବବୁଲର ବୀଜ ପକାଇ ଆମ୍ବର ଫଳ ମିଳିବ । ଯାହା କେବେ ସମ୍ଭବ ହୋଇନଥାଏ । ସେଥିପାଇଁ ଆପଣ ସାବିବେଳେ ମନେ ରଖନ୍ତୁ ଆପଣ ଯେପରି ଆକ୍ସନ ନେବେ ଆପଣଙ୍କୁ ଠିକ ସେହିଭଳି ଋଆକ୍ସନ ମିଳିବ ।

ମୂର୍ଖ ଲୋକଙ୍କ ଦିତୀୟ ଲକ୍ଷଣ । ମୂର୍ଖ ଲୋକ ସବୁବେଳେ ନିଜର ତାରିଫ ନିଜ ମୁହଁରେ କରିଥାନ୍ତି । ଆପଣ ଏମିତି ଲୋକଙ୍କ ସହିତ ନିଶ୍ଚିନ୍ତ ମିଶିଥିବେ । ଯେଉଁମାନେ କେବଳ ନିଜ ବିଷୟରେ କଥା ହୋଇଥାନ୍ତି । ନିଜ ତାରିଫ ହିଁ ସବୁବେଳେ କରିଥାନ୍ତି । ଜେନ ସଫଳ ଆଉ ସଫଳ ଆଉ ବୁଦ୍ଧିମାନ ବ୍ୟକ୍ତି କେବେବି ନିଜର ତାରିଫ ନିଜ ମୁହଁରେ କରିନଥାଏ । ଲୋକ ତାଙ୍କର ନିଜର କାମରୁ ଜାଣିଥାନ୍ତି । ମୂର୍ଖ ଲୋକଙ୍କ ତୃତୀୟ ଲକ୍ଷଣ । ମୂର୍ଖ ଲୋକ କେବେ ପରିଶ୍ରମ କରିବାକୁ ଚାହିଁ ନଥାନ୍ତି । ସେ ସବୁବେଳେ ନିଜର ଭରୋଷାରେ ବଞ୍ଚିଥାନ୍ତି, କର୍ମ ନ କରି ସେ ଖାଲି କଥା କହିଥାଏ ।

ମୂର୍ଖ ବ୍ୟକ୍ତି କେବେବି ପରିଶ୍ରମ ଉପରେ ବିଶ୍ଵାସ କରିନଥାନ୍ତି । ତାଙ୍କୁ ଲାଗିଥାଏ ଯେଉଁ ଲୋକ ତାଙ୍କ ସହିତ ଅଛନ୍ତି ସେ ପରିଶ୍ରମ କରିବେ ଆଉ ସାରା ଫଳ ଆମକୁ ମିଳିବ । ମୂର୍ଖ ଲୋକଙ୍କୁ କେବେବି ନଯା ସନମାନ ଓ ଅପମାନର ଚିନ୍ତା ନଥାଏ । ସେମାନେ ସେଟାକୁ ବାର ବାର ଯାଇଥାନ୍ତି ଯେଉଁଠି ତାଙ୍କର ସବୁବେଳେ ଅପମାନ ହୋଇଥାଏ । ମୂର୍ଖ ଲୋକଙ୍କୁ ଯେଉଁଠି ଫାଇଦା ମିଳିଥାଏ ଯଦି ତାଙ୍କର ଶେଠୀ ଅପମାନ ହୋଇଥାଏ ସେହି ଲୋକ ଶେଠୀ ସବୁ ଅପମାନ ସହିଜାଇଥାଏ । କିନ୍ତୁ ସେ ତା ଫାଇଦାକୁ ଯମବି ଛାଡିନଥାଏ ।

Leave a Reply

Your email address will not be published. Required fields are marked *