ମୂଷା କାମୁଡିଲେ ବି ହୋଇଥାଏ ଏହି ଭୟଙ୍କର ରୋଗ, ନିଶ୍ଚିନ୍ତ ରଖନ୍ତୁ ଏହି କଥାର ଧ୍ୟାନ ନଚେତ…

ସମସ୍ତଙ୍କ ଘରେ ମୂଷା ରହିବା ସ୍ଵଭାବିକ ଅଟେ, ତେବେ ମୂଷା ଦ୍ଵାରା ବହୁତ ଅସୁବିଧା ମଧ୍ୟ ହୋଇଥାଏ ସେଥିପାଇଁ ଲୋକ ମୂଷା ମରା ଔଷଧ ଆଣି ଘରେ ରଖନ୍ତି, ମୂଷାଙ୍କ ଘରେ ରହିଲେ ସବୁ ଜିନିଷ ଅସନା ହୋଇଥାଏ ଏହା ଦ୍ଵାରା ବହୁତ କିଛି ଅସୁବିଧା ହୋଇଥାଏ ଏବଂ ମୂଷା ସବୁ ଜିନିଷ ନଷ୍ଟ କରିଥାନ୍ତି । ମୂଷା ଏମିତି ଗୋଟେ ଜନ୍ତୁ ଯାହା ସବୁ ଜିନିଷ କାମୁଡି ନଷ୍ଟ କରି ଦିଅନ୍ତି ଏବଂ ଏହି ଜନ୍ତୁ ସବୁ ଖାଦ୍ୟରେ ମୂହ ଲଗେଇ ଥାନ୍ତି ସେଥିପାଇଁ ଅସୁବିଧା ଏବଂ ବହୁତ ପ୍ରକାର ରୋଗ ହୋଇଥାଏ, ମୂଷା ଦ୍ଵାରା ବହୁତ ପ୍ରକାର ରୋଗ ହୋଇଥାଏ ସେଥିପାଇଁ ଘରେ ମୂଷା ରଖିବା ଉଚିତ ନୁହ ଏହାକୁ ଘରୁ ବାହାର ରଖନ୍ତୁ ।

ଅଧିକାଂଶ ଘରେ ବୁଲୁଥିବା ମୂଷା ଖାଇବା ଜିନିଷରେ ମୁହଁ ମାରନ୍ତି, ଯାହାକୁ ଖାଇଲେ ଇମ୍ଫେକ୍ସନ ହେବ ଡର ରହିଥାଏ । ତେଣୁ ଏମିତି ଜିନିଷକୁ ଫୋପାଡି ଦେବା ଉଚିତ ବୋଲି କୁହାଯାଏ । ତେବେ ଆପଣ କଣ ଜାଣନ୍ତି ଯଦି ସେହି ମୂଷା ଯଦି ଆମକୁ କାମୁଡ଼ି ଦିଏ ତ ଇମ୍ଫେକ୍ସନ କେତେ ଅଧିକ ହେବ ।

ହୋଇପାରେ ଏହି ଭୟଙ୍କର ରୋଗ

ମୂଷା କାମୁଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ଡେରି କରନ୍ତୁ ନାହିଁ । କାରଣ 72 ଘଣ୍ଟା ରୁ ଡେରି ହେଲେ ପୀଡ଼ିତଙ୍କୁ ହେବା ଇମ୍ଫେକ୍ସନ କୁ ନିୟନ୍ତ୍ରଣ କରାଯାଇ ହେବନାହିଁ । ରେବିଜ ରେ ଗ୍ରାସିତ ମୂଷା କାମୁଡ଼ିଲେ ଜର ହୋଇପାରେ । ତା ସହିତ ମୁଣ୍ଡ ବିନ୍ଧା, ଯଏଣ୍ଟ ପେନ୍, ବାନ୍ତି ବି ହୋଇଥାଏ । ଦେହ ସାରା ଛୋଟ ଛୋଟ ଦାନା ପରି ଉଠିଥାଏ ।

3 ବା 4 ଦିନ ପରେ ଦେଖାଯାଏ

ଯଦି ଆପଣ ମୂଷା କାମୁଡ଼ିବା ଇମ୍ଫେକ୍ସନ ର ଠିକ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣଙ୍କୁ ମାୟୋକାର୍ଡିଟସ୍, ଏଣ୍ଡୋକାର୍ଡିଟସ୍, ନିମୋନିଆ, ସିଷ୍ଟେମେଟିକ୍ ବେଷ୍କୁଲଟିସ୍, ପେରିକାର୍ଡିଟସ୍, ଫାଲିଆର୍ଥରାଇଟସ୍, ନୋଡୋଷା, ହେପେଟାଇଟିସ୍, ନେଫ୍ରେଟିସ୍, ମେନନଜାଇଟସ୍, ଫୋକଲଏବ୍ସକେସେସ୍‌, ଅମିନିୟୋଟିସ ପରି ରୋଗ ହୋଇପାରେ ।

ଏଥିପାଇଁ ମୂଷା କାମୁଡ଼ିବାକୁ ହାଲୁକା ଭାବେ ନ ନେଇ ଜଲଦି ଏହାର ଉପଚାର କରି ଡାକ୍ତରଙ୍କ ପରାମର୍ଶ ରେ ଏହାର ଚିକିତ୍ସା ମଧ୍ୟ କରନ୍ତୁ, ଯାହା ଫଳରେ ଯେମିତି କି କିଛି ବି ଗମ୍ଭୀର ସମସ୍ୟା ବା କ୍ଷତି ରୁ ବଞ୍ଚି ପାରିବେ । ତେବେ ମୂଷା କାମୁଡିଲେ ଯେତେ ଶୀଘ୍ର ଦରକାର ସେତେ ଶୀଘ୍ର ଡକ୍ଟରକୁ ଦେଖା କରନ୍ତୁ, ମୂଷା କାମୁଡିଲେ ବହୁତ ଭୟଙ୍କର ହୋଇଥାଏ ସେଥିପାଇଁ ଏହାକୁ ଛୋଟ କଥା ମନେ କରି ଇଗନୋର କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *