ମସଜିଦ କାମ ବେଳେ ଜମି ତଳୁ ଏମିତି କିଛି ବାହାରିଲା ଯାହା ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି- ଦେଖନ୍ତୁ କଣ

ଭାରତ ବର୍ଷ ରେ ବହୁତ ପ୍ରକାର ଧର୍ମ ଏବଂ ଜାତି ସ୍ଥାପିତ ଅଛି, ଭାରତ ଦୁନିୟାର ଏମିତି ଗୋଟେ ଦେଶ ଯେଉଁଠି ବହୁତ ପ୍ରକାର ଧର୍ମ ଲୋକ ରହିଲେ ମଧ୍ୟ ପ୍ରେମ ଏବଂ ଭାଇଚାରା ସହ ରୁହନ୍ତି । ଭାରତ ବର୍ଷ ରେ ଦୁଇଟି ଧର୍ମ ଅତ୍ୟଧିକ ଅଟେ ତାହା ହିନ୍ଦୁ ଧର୍ମ ଏବଂ ଇସଲାମ ଧର୍ମ । ହିନ୍ଦୁ ଧର୍ମ ଲୋକ ନିଜ ଠାକୁରଙ୍କୁ ପୂଜା ପାଇଁ ମନ୍ଦିର ଯାଆନ୍ତି ଏବଂ ମୁସ୍ଲିମ ଲୋକ ନିଜ ଅଲ୍ହା ଙ୍କୁ ପୂଜା ପାଇଁ ମସ୍ଜିଦ ଯାଇ ଥାଆନ୍ତି । ମସ୍ଜିଦ ରେ ମୁସ୍ଲିମ ଭାଇମାନେ ଆଁଠୁ ଦ୍ଵାରା ଜମି ରେ ବସି ଥାନ୍ତି ଏବଂ ଗୋଟେ ଧଳା କାନ୍ଥ ଆଗରେ ନମାଜ ପଢି ଥାନ୍ତି ।

Image Courtesy: Google

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଭାରତ ବର୍ଷ ଏକମାତ୍ର ଏମିତିକା ଦେଶ ଯାହା ଗେର ଇସ୍ଲାମିକ ଦେଶ ବୋଲି କୁହା ଯାଏ ଏବଂ ଭାରତ ରେ ୩ ଲକ୍ଷ ଠାରୁ ଅଧିକ ମସ୍ଜିଦ ସ୍ଥାପିତ ଅଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ ଏହି ମସ୍ଜିଦ ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟ ପ୍ରଦେଶ ର ରତଲାମ ଜାଗାରେ ସ୍ଥାପିତ ଅଟେ । ଏଠାରେ କିଛି ଦିନ ଆଗରୁ ମସ୍ଜିଦ ମରାମତ କାମ ଆରମ୍ଭ ହୋଇ ଥିଲା, କାମ ସମୟରେ ଲୋକ ଜମି ଖୋଲିବା ଆରମ୍ଭ କଲେ ।

Image Courtesy: Google

ଏହି ଖୋଳା ଖୋଳି ସମୟରେ ମସ୍ଜିଦ ତଳ ଜମିରୁ କିଛି ଏମିତିଆ ବାହାରିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ । ମସ୍ଜିଦ ଖୋଳା ସମୟରେ ୧୮ ମସିୟା ପୁରୁଣା ତେହଖାନା ଏବଂ କେତକ ଗୁପ୍ତ ରାସ୍ତା ମିଳି ଅଛି, ଏହି ଗୁପ୍ତ ରାସ୍ତା ଗୁଡିକ ଏହି ଦିନୁ ମିଡିଆ ରେ ବହୁତ ଚର୍ଚା ର ବିଷୟ ହୋଇଛି । ଗୁରୁବାର ଦିନ ଏଡିଏମ ମଣ୍ଡେଲା ଏଠାରେ ଆସି ପହଞ୍ଚିଲେ ଏବଂ ସବୁ ଦେଖି ସାରିଲା ପରେ ମିଡିୟାକୁ ଏହା କହିଲେ ଯେ ସବୁ ପ୍ରକାର ତଦନ୍ତ କଲା ପରେ ଜଣା ପଡିବ ଯେ ଏହି ଗୁପତ ରାସ୍ତା କିଏ ତିଆରି କରି ଥିଲା ଏବଂ କେଉଙ୍ଗ ଗୁପ୍ତ କାମ ପାଇଁ ।

Image Courtesy: Google

ମଜୁରି ଲୋକ ଯେତେ ବେଳେ ମସ୍ଜିଦ ତଳେ ଖୋଳା ଖୋଳି କରୁଥିଲେ ସେହି ସମୟରେ ତାଙ୍କୁ ଇଟା ଦ୍ଵାରା ତିଆରି ଗୋଟେ ଗୁପ୍ତ ରାସ୍ତା ଦେଖା ଗଲା । ଏହି ରାସ୍ତା ସୂଚନା ସେ ନିଜ ମାଲିକକୁ ଦେଲେ ଏବଂ ତାଙ୍କ ମାଲିକ କମୁନିଟିକୁ ଦେଲେ ଯାହା ପରେ କମ୍ୟୁନିଟି ପୋଲିସ କୁ ଏହି ଖବର ଦେଲେ ଏବଂ ତଦନ୍ତ ଆରମ୍ଭ ହେଲା । ଆଗକୁ ଆମ ସହ ରହିବା ପାଇଁ ଆମ ପିଜେକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *