ଗୁରୁବାର 2 ଜାନୁୟାରୀ 2020 – ଆଜି ଏହି ୪ଟି ରାଶିଙ୍କ ଉପରେ ମା ଲକ୍ଷ୍ମୀ ତାଙ୍କ କୃପା ବର୍ଷେଇବେ, ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ

ଆମେ ଆପଣଙ୍କୁ ଗୁରୁବାର ଦିନ ୨ ଜାନୁୟାରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ମାନ ସମ୍ମାନ ବଢିବ ଆଜି ଆପଣ କିଛି ବଡ ଏବଂ ସମାଜ ସେବା ଭଳି କାର୍ଯ୍ୟ କରିବେ । ବହୁତ ସମୟ ଧରି ପରିବାର ରେ ହଉ ଥିବା ସମସ୍ଯା ଦୂର ହୋଇ ଜୀବ, କିଛି ଲୋକ ଆପଣଙ୍କୁ ସବୁବେଳେ ସପୋର୍ଟ କରିବେ ।

ବୃଷ :

ଆଜି ଆପଣ ସମସ୍ଯା ପାରି କରି ସଫଳତା ପ୍ରାପ୍ତ କରିବେ, ପ୍ରେମୀ ଯୁଗଳ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ସୁଖ ପୂର୍ଣ ବୁଲା ବୁଲି କରିବେ । ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖକାରୀ ଅଟେ, ଆଜି ଆପଣ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଘର ପରିବାର ସୁଖମୟ ହବ । ଅନ୍ୟ ସାହାଜ୍ଯ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରି ପାରନ୍ତି କିଛି ଲାଭ ପାଇଁ ସମସ୍ତଙ୍କୁ କଥା କୁହନ୍ତି ନାହିଁ ।

ମିଥୁନ :

ସାଙ୍ଗମାନଙ୍କ ପାଇଁ ଆଜି ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ । ପାଠ କ୍ଷେତ୍ର ରେ ଆପଣଙ୍କ ରୁଚି ବଢିବ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ, ଯେତେ ଚାହାନ୍ତି ସେତେ ଭଲ କାର୍ଯ୍ୟ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହୋଇବ । ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ ।

କର୍କଟ :

ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ । ଆଜି ଆପଣ ନିଜ ସ୍ଵଭାବ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବେ, ନିଜ ଭାଇ ସହ ସମ୍ପର୍କ ଭଲ ରହିବ, କିଛି ଚିନ୍ତା ଏବଂ ଭୁଲ ବୁଝା ମଣା ସମାପ୍ତ ହୋଇ ପାରେ । ଆଜି ଆପଣ ବହୁତ ଭଲ ଅନୁଭବ କରିବେ ଆପଣଙ୍କ ମନ ଅଜଣା ଖୁସି ପାଇଁ ଇଛୁକ ଥିବ ଏବଂ ଏହି ଖୁସି ଆପଣଙ୍କୁ ନିଜ ଜୀବନସାଥୀ ଦ୍ଵାରା ପ୍ରାପ୍ତ ହୋଇବ ।

ସିଂହ :

ଆଜି ଆପଣଙ୍କ ସବୁ ଠାରୁ ବଡ ସପନ ସତ ହୋଇବ, ଧନ ପ୍ରାପ୍ତ ଯୋଗ ଅଛି, ଆଜି ଆପଣଙ୍କ ଜୀବନରେ କିଛି ଅସମ୍ଭବ ହବାର ସମ୍ଭାବନା ଅଟେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ଭଲ ଏବଂ ଶୁଭ ହୋଇବ । ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହବ ନାହିଁ ସବୁ ଭଲ ରହିବ, ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ ।

କନ୍ୟା :

ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ସନ୍ଧ୍ୟା ସାମୟରେ ହଟାତ ଧାନ ଲାଭ ହୋଇବ, ଆଜି ମନ ଖୋଲି ସମୟ ଲାଭ ଉଠାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ । ଆପଣଙ୍କ ହଜି ଥିବା ସାଙ୍ଗ ଆଜି ଆପଣଙ୍କୁ ଦେଖା କରିବେ ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ ।

ତୁଳା :

ଆଜି କୌଣସି କାର୍ଯ୍ୟ ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ, ଆଜି ଆପଣଙ୍କ ପାରିବାରିକ ସମସ୍ଯା ଦୂର ହୋଇବ । ଆଜି ଆପଣ ନିଜକୁ ବହୁତ ବଳବାନ ଅନୁଭବ କରିବେ, ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଆଜି ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ ।

ବିଛା :

ଆଜି ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ କିନ୍ତୁ ତାହା ପରେ ଗଲେ ମଧ୍ୟ ଚଳିବ ଆଜି ଆପଣ ନିଜ ଘର ଲୋକଙ୍କ ସହ ସମୟ ବିତାନ୍ତୁ । ପ୍ରଚୁର ମାତ୍ରା ରେ ଧନ ଲାଭ ସମ୍ଭବ ଅଟେ, ଆଜି ଆପଣ ନିଜ ସାମର୍ଥ୍ୟ ଠାରୁ ଅଧିକ କାମ କରିବେ ଯାହା ଦ୍ଵାରା ସମସ୍ତେ ଖୁସି ହୋଇବେ ।

ଧନୁ :

ଆଜି ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ସୁଖକାରୀ ଦିନ କୌଣସି ବଡ ଖୁସି ପ୍ରାପ୍ତ ହୋଇ ପାରେ, ଲକ୍ଷ ପୂର୍ଣ ପାଇଁ ଆଜି ଆପଣ ଏକୁଟିଆ ନାହାନ୍ତି ସମସ୍ତେ ଆପଣଙ୍କୁ ସାହାଜ୍ଯ କରିବେ ଯାହା ଦ୍ଵାରା କାମ ଖୁବ ଶୀଘ୍ର ସରିବ ଏବଂ ଆପଣ ନିଜ ପରିବାର ସହ ଭଲ ସମୟ ପାଇବେ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।

ମକର :

ଆଜି ଆପଣ ଗୋଟେ ସୁଖୀ ପାରିବାରିକ ଜୀବନ ବିତେଇବେ, ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା କରନ୍ତୁ ନାହିଁ । ବୁଦ୍ଧି କାର୍ଯ୍ୟ ପାଇଁ ସଫଳତା ପ୍ରାପ୍ତ ହୋଇବ, ମନରେ ନୂଆ ଭାବନା ସୃଷ୍ଟି ହବ ଯାହା ଆପଣଙ୍କ ଲାଭ ବଢେଇବ । ଆଜି ଆପଣ ବହୁତ ଭଲ ଏବଂ ବହୁତ ପ୍ରକାର ସ୍ଵାଦିଷ୍ଟ ଭୋଜନ ଖାଇବାକୁ ପାଇବେ ।

କୁମ୍ଭ :

ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଚିନ୍ତା କରନ୍ତୁ ନାହିଁ କିଛି ଭଲ ଖବର ଆପଣଙ୍କ ଘରେ ଆସିବ ଯାହା ଦ୍ଵାରା ସମସ୍ତ ଘର ଲୋକ ଖୁସି ହୋଇବେ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ମୀନ :

ଆଜି ଆପଣଙ୍କୁ ଧନ କ୍ଷେତ୍ର ରେ ସାବଧାନ ରହିବା ଉଚିତ, ଆଜି ଭାବି ଚିନ୍ତି କାମ କରନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଆପଣ ବୁଦ୍ଧି ପ୍ରୟୋଗ କରନ୍ତୁ ଆପଣଙ୍କ ଜୀବନ ପ୍ରତି ଭଲ ରହିବ । ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ ।

Leave a Reply

Your email address will not be published. Required fields are marked *