ପ୍ରଧାନମନ୍ତ୍ରୀ Narendra Modiଙ୍କ ସୁରକ୍ଷା ପାଇଁ ନିଯୋଜିତ ହେବେ ‘Desi’ କୁକୁର ପ୍ରଜାତି Mudhol Hounds… ଏହି କୁକୁରର ଖାସିୟତ ଜାଣି ଉଡିବ ହୋସ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ଵ ହେଉଛି ସୁରକ୍ଷା ବଳ ବା SPG ର ସ୍ଵତନ୍ତ୍ର କମାଣ୍ଡ କରିଥାନ୍ତି । ତେବେ SPG ରେ ସାମିଲ ହେବାକୁ ଯାଉଛି ଦେଶୀ ପ୍ରଜାତିର ମୁମୁଧୋଲ ହାଉଣ୍ଡ କୁକୁର । SPG ରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହି ପ୍ରଜାତିର କୁକୁର ସାମିଲ ହେବ । ଏହି ପ୍ରଜାତିର କୁକୁର ପୂର୍ବରୁ ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସି ରେ କାମ କରିସାରିଛନ୍ତି । ବର୍ତ୍ତମାନ PMଙ୍କ ସୁରକ୍ଷା ପାଇଁ SPG ନିଜ ଦଳରେ ସାମିଲ କରିଛି । ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମଙ୍କିବାର କାର୍ଯ୍ୟକ୍ରମରେ ଏ ବିଷୟରେ କହିସାରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ପ୍ରଜାତିର କୁକୁର କେତେ ମାତ୍ର ରେ ହିଂସ୍ର ହୋଇଥାନ୍ତି । ଏମାନଙ୍କର କଣ ସବୁ ସ୍ଵତନ୍ତ୍ରତା ରହିଛି । ମୋଦୀ ୨୦୨୦ରେ ନିଜର ମଙ୍କିବାର କାର୍ଯ୍ୟକ୍ରମରେ ଦେଶୀ ପ୍ରଜାତିର ମୁଢୋଲ ବିଷୟରେ କହିଥିଲେ । ଏହା କର୍ଣ୍ଣାଟକରେ ଦେଶୀ ଜାତିର କୁକୁର । ୨୦୧୮ରେ ଏକ ରାଲିରେ ମୋଦୀ ଏହି ପ୍ରଜାତିର କୁକୁର ବିଷୟରେ କହିଥିଲେ । ଏହା ପରେ ଏହି ବ୍ରାଣ୍ଡର କୁକୁର ଗୁଡିକର ଚାହିଦା ବଢି ଯାଇଥିଲା । ମୁଧୋଲ ହାଉଣ୍ଡ ଜର୍ମାନ ସେଫର୍ଟ ଭଳି ପ୍ରଜାତି ସହ ସମକ୍ଷ ହୋଇଥାନ୍ତି ଏହି କୁକୁର । ଏହା ଅପରାଧୀଙ୍କୁ ଖୋଜିବାରେ ମଧ୍ୟ ସଫଳତା ହାସଲ କରିଛି ।

ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବାନ୍ଦିପୁର ରେ ବନ ବିଭିଗର ଟିମ ରେ ପ୍ରଥମ ଥର ଏହି ପ୍ରଜାତିର କୁକୁର ଙ୍କୁ ସାମିଲ କରା ଯାଇଥିଲା । ଏହା ପୂର୍ବରୁ ଭାରତୀୟ ସ୍ଥଳ ସେନା, CRPF, ବିଭିନ୍ନ ରାକ୍ୟରେ ପୋଲିସ ସ୍କ୍ଯାର୍ଟ ରେ ମଧ୍ୟ ସେବା ଦେଇ ସାରିଛି । ଏହି କୁକୁର ବିଶେଷ ଖୋଜିବାର କଳା ରେ ମାହିର ଅଟନ୍ତି । କୁହାଯାଏ କି ମୁଧୋଲ ହାଉଣ୍ଡ ର ନାମ ସେହି ସମୟର ମୁଧୋଲ ଓ ବର୍ତ୍ତମାନର ବଗାଲ କୋଟ ର ତତ୍କାଳୀନ ସାମ୍ରାଜ୍ୟ ରୁ ଆସିଛି । ଏହାର ଶାସକ ପ୍ରଥମ ଥର ଏହି କୁକୁରଙ୍କର ପାଳନ ଆରମ୍ଭ କରିଥିଲେ ।

ଏହି କୁକୁର ଦେଖିବାକୁ ପତଳା କିନ୍ତୁ ଖୋଜାଖୋଜି କରିବାରେ ଏମାନେ ଅନ୍ୟ ମାନଙ୍କ ଠାରୁ ଆଗରେ ରହିଥାନ୍ତି । ଏହି ପ୍ରଜାତିର କୁକୁର ଦୌଡିବାରେ ମଧ୍ୟ ଆଗରେ ଥିବା ବେଳେ ଚାଲାକ ମଧ୍ୟ ଅଇଥାନ୍ତି । ଏମିତିକି ଦେଖିବା ଓ ସୁଙ୍ଘିବା ଶକ୍ତି ମଧ୍ୟ ପ୍ରଖର । ଏହି କୁକୁର ସର୍ବ ପ୍ରଥମେ ମୁଧୋଲ ର ତତ୍କାଳୀନ ଡଟକନ ସମରାଜ୍ୟ ର ରାଜା ମାଲାଜି ରାଓ ଘୋଡପଡେ ରଖିଥିଲେ ।

ଏହି କୁକୁର ସେବେ ଠାରୁ ହିଂସ୍ର ଥିଲେ କିନ୍ତୁ ଆଦିବାସୀ ସଂପ୍ରଦାୟ ଏହାକୁ ରଖିବାକୁ ପସନ୍ଦ କରୁଥିଲେ । କେବଳ ଏତିକି ନୁହେଁ ସେହି ସମୟରେ ରାଜା ଏହାକୁ ଇଂଲଣ୍ଡ ରୁ ଆସିଥିବା ଅତିଥିଙ୍କୁ ଉପହାର ଭାବେ ପ୍ରଦାନ କରୁଥିଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରଜାତିର କୁକୁର ବିଷୟରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *