ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ, ୯୯% ଲୋକ ଉତ୍ତର ଦେବାରେ ଫେଲ୍

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବସାଇଟରେ ସ୍ୱାଗତ । ଆମେ ସମସ୍ତେ ଜାଣୁ ଯେ କୌଣସି ପହେଲି ବା ପଜଲ୍ ଏତେ ସରଳ ନୁହେଁ ଯେ ଏହାର ଉତ୍ତର ଖୋଜିବା ପାଇଁ ଆପଣଙ୍କୁ ବହୁତ ଶକ୍ତି ଖର୍ଚ୍ଚ କରିବାକୁ ପଡିବ । ତା’ପରେ ଆପଣ କୌଣସି ସ୍ଥାନରେ ସଠିକ୍ ଉତ୍ତର ପାଇପାରିବେ । ଚାଲନ୍ତୁ ଏପରି କିଛି ପଜଲ୍ ଉପରେ ନଜର ପକାଇବା ଯାହା ସେମାନଙ୍କୁ ଉତ୍ତର ଦେବାବେଳେ ଆପଣଙ୍କ ଝାଳ ବୁହାଇ ଦେବ ।

୧-ଓଡ଼ିଆ ଭାଷା କେଉଁରାଜ୍ୟ ର ରାଜଭାଷା ଭାବରେ ବିବେଚିତ?

କ.ଝାଡ଼ଖଣ୍ଡ ଗ.ପଶ୍ଚିମବଙ୍ଗ

ଖ.ଓଡିଶା ଘ.ବିହାର

ଉତ୍ତର-ଓଡିଆ ଭାଷା ଝାଡ଼ଖଣ୍ଡ ର ରାଜ ଭାଷା ଭାବରେ ବିବେଚିତ ।

୨-ଓଡ଼ିଶାରେ ମୋଟ କେତୋଟି ଜିଲ୍ଲା ଅଛି?

କ.୨୮ ଗ.୩୧

ଖ.୩୦ ଘ.୨୯

ଉତ୍ତର-୩୦ ଟି ଜିଲ୍ଲା ।

୩-ପାଇକ ବିଦ୍ରୋହର କିଏ ନେତୃତ୍ୱ ନେଇଥିଲେ?

କ.ଜଇରାଜଗୁରୁ ଖ.ବକ୍ସି ଜଗବନ୍ଧୁ

ଗ.ଲକ୍ଷ୍ମଣ ନାୟକ ଘ.ସୁରେନ୍ଦ୍ର ସାଏ

ଉତ୍ତର-ପାଇକ ବିଦ୍ରୋହର ନେତୃତ୍ୱ ବକ୍ସି ଜଗବନ୍ଧୁ ନେଇଥିଲେ । ୧୮୫୭ ମସିହାରେ ଏହି ପାଇକ ବିଦ୍ରୋହ ହୋଇଥିଲା । ଯାହାକି ଇଂରେଜ ମାନଙ୍କ ଉପରେ ପ୍ରଥମ ବିଦ୍ରୋହ ଥିଲା । ଏହି ବିଦ୍ରୋହ ବହୁତ ଭୟାନକ ହୋଇଥିଲା ।

୪-ଓଡ଼ିଶାର ଉପକୂଳ କେତେ କିଲୋମିଟର?

କ.୩୮୫ କିମି ଗ.୫୮୫ କିମି

ଖ.୪୮୫ କିମି ଘ.୬୮୫ କିମି

ଉତ୍ତର-ଓଡ଼ିଶାର ଉପକୂଳ ୪୮୫ କିମି । ଭାରତରେ ସମୁଦାୟ ୯ଗୋଟି ରାଜ୍ୟ । ଏବଂ ଦୁଇଟି ୟୁନିଅନ ଟେରେଟୋରି ରେ କୋଷ୍ଟ ଲାଇନ ଅଛି । ଭାରତର ଗୁଜୁରାଟ ରେ ସବୁଠୁ ବଡ ଆଉ ଲମ୍ବା କୋଷ୍ଟଲାଇନ ଅଛି । ଯାହାକି ୧୬୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଅଛି ।

୫-ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ?

କ.ହରେକୃଷ୍ଣ ମହତାବ ଗ.ଗିରିଧାରୀ ଗମାଙ୍ଗ

ଖ.ବିଜୁ ପଟ୍ଟନାୟକ ଘ.ହେମାନନ୍ଦ ବିଶ୍ୱାଳ

ଉତ୍ତର-ନବୀନ ପଟ୍ଟନାୟକଙ୍କର ପୂର୍ବରୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।

୬-ଓଡ଼ିଆ ନବବର୍ଷ କେବେ ପାଳନ କରାଯାଏ?

କ.ମକର ସଂକ୍ରାନ୍ତି ଖ.ଧନୁ ସଂକ୍ରାନ୍ତି

ଗ.ପଣା ସଂକ୍ରାନ୍ତି ଘ.ଗର୍ଭଣା ସଂକ୍ରାନ୍ତି

ଉତ୍ତର-ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ରେ ପାଳନ କରାଯାଏ । ଏହି ଦିନ ପାଟୁଆ ମାନେ ଦେଖାଯାନ୍ତି । ଏହି ସଂକ୍ରାନ୍ତି ଖରା ଦିନେ ପଡିଥାଏ । ଏହା ଏପ୍ରିଲ ମାସରେ ପଡିଥାଏ । ଆଜିକାଲି ଓଡ଼ିଆ ମାନେ ଇଂରାଜୀ ନବବର୍ଷ କୁ ବହୁତ ଜାକଜମକରେ ପାଳନ କରୁଛନ୍ତି । ଏହା ଡିସେମ୍ବର ୩୧ ତାରିଖରେ ପଡିଥାଏ ।

୭-କୋଣାର୍କ ସୂର୍ଯ୍ୟ ମନ୍ଦିର କେବେ ୱାଲ୍ଡ ହେରିଟେଜ ସାଇଟ ର ମାନ୍ୟତା ପାଇଥିଲା?

କ.୧୯୮୪ ମସିହାରେ ଖ.୧୯୩୬ ମସିହାରେ

ଗ.୧୯୪୭ ମସିହାରେ ଘ.୧୯୯୯ ମସିହାରେ

ଉତ୍ତର-କୋଣାର୍କ ସୂର୍ଯ୍ୟ ମନ୍ଦିର ୧୯୮୪ ମସିହାରେ ୱାଲ୍ଡ ହେରିଟେଜ ସାଇଟ ର ମାନ୍ୟତା ପାଇଥିଲା ।

୮-ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳି କିଏ?

କ.ନଟରାଜ ମହାନ୍ତି ଗ.ଶିବ ସୁନ୍ଦର ଦାସ

ଖ.ଦେବାଶିଷ ମହାନ୍ତି ଘ.ସଞ୍ଜୟ ରାଉଳ

ଉତ୍ତର-ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ହେଉଛନ୍ତି ଦେବାଶିଷ ମହାନ୍ତି ।

୯-କବି ସମ୍ରାଟ ଭାବରେ କିଏ ବେଶ ଭଲଭାବେ ଜଣାଶୁଣା?

କ.ଉପେନ୍ଦ୍ର ଭଞ୍ଜ ଗ.ମଧୁସୂଦନ ରାଓ

ଖ.ମଧୁସୂଦନ ଦାସ ଘ.ଗୋପବନ୍ଧୁ ଦାସ

ଉତ୍ତର-ଉପେନ୍ଦ୍ର ଭଞ୍ଜ ।

୧୦-ଜଗନ୍ନାଥଙ୍କ ର ନବକଳେବର ବେଶ କେତେ ବର୍ଷ ବ୍ୟବଧାନ ରେ ଥରେ ହୋଇଥାଏ?

କ.୮ ବର୍ଷ ଖ.୧୯ ବର୍ଷ

ଗ.୧୨ ବର୍ଷ ଘ.୮,୧୨,୧୯ ବର୍ଷ

ଉତ୍ତର-୮,୧୨,୧୯ ବର୍ଷ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *