କବଚ ସିରିୟଲରୁ ପ୍ରସିଦ୍ଧ ଲାଭ କରିଥିବା ଷ୍ଟାରକାଷ୍ଟଙ୍କ ରିୟଲ ଲାଇଫ ପାର୍ଟନର

କବଚ ସିରିଏଲ ବର୍ତ୍ତମାନ ବହୁତ ପ୍ରସିଧ ହୋଇଛି ଆଉ ଦର୍ଶକ ମାନଙ୍କୁ ଏହି ସିରିଏଲ ବହୁତ ପସନ୍ଦ ମଧ୍ୟ ଆସିଛି । ଆପଣ ମାନେ ସମସ୍ତେ ଜାଣିଥିବେ ଜେ ଏହି ସିରିଏଲରେ ଆତ୍ମା ମାନଙ୍କ ଠାରୁ ହିରୋ ଆଉ ହିରୋଇନ ନିଜ ଭଲ ପାଇବାକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ଆଉ ସେ କେତେ କଷ୍ଟ କରି ନିଜ ପ୍ରେମକୁ ଖରାପ ଆତ୍ମା ଠାରୁ ବଞ୍ଚାଇ ପାରୁଛନ୍ତି । ଏହି ସିରିଏଲରେ ପ୍ରେମର ଅର୍ଥ ଅଲଗା ଭାବରେ ଦେଖା ଯାଇଛି, ବ୍ୟକ୍ତି ନିଜ ଭଲ ପାଇବା ପାଇଁ କିଛି ବି କରିପାରେ ତାହା ଆପଣ ଏହି ସିରିଏଲରେ ଦେଖିବାକୁ ପାଇବେ ।

କବଚ ସିରିଏଲ ବହୁତ ଟିଆରପି ହାସଲ କରିଥିଲା ସେଥିପାଇଁ କବଚ ଦ୍ଵିତୀୟ ଭାଗ ମଧ୍ୟ ଦର୍ଶକ ମାନଙ୍କ ପାଇଁ କରା ଗଲା । ଆଜି ଆମେ ଆପଣଙ୍କୁ ସିରିଏଲ ଷ୍ଟାର କାଷ୍ଟ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଦୀପିକା ସିଂହ :

ଆପଣ ମାନେ ଦୀପିକା ସିଂହଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଦୀୟା ଔର ବାତି ହମ ସିରିଏଲରେ ସନ୍ଧ୍ୟା ଭାବରେ ଅଭିନୟ କରିଥିବା ଦୀପିକା ସିଂହଙ୍କୁ କିଏ ଅବା ଜାଣି ନାହିଁ । ତାଙ୍କ ଅଭିନୟ ଆଉ ସୁନ୍ଦରତା ସମସ୍ତେ ଦେଖିବାକୁ ପାଇଥିଲେ ତାଙ୍କ ବିବାହ ଦିୟା ବାତୀ ସିରିଏଲ ର ଡାଇରେକ୍ଟର ସହ ହୋଇଛି ଆଉ ସେ କବଚ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ସ୍ବାମୀଙ୍କ ନାମ ରୋହିତ ରାଜ୍ କୋଏଲ ଅଟେ ଦୁହିଁଙ୍କ ବିବାହ ୨୦୧୪ରେ ହୋଇଥିଲା ।

ଭିନ ରାଣା :

ଭିନ ରାଣା ଏହି ସିରିଏଲରେ ପ୍ରେତ ଆତ୍ମା ଅଭିନୟ କରିଥିଲେ ଆଉ ସେ ଦିପିକାଙ୍କ ପୂର୍ବ ଜନ୍ମ ସ୍ଵାମୀ ରୂପରେ ଅଭିନୟ କରିଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥିଲା । କିନ୍ତୁ ତାଙ୍କ ଅସଲ ଜିବନ ସ୍ତ୍ରୀଙ୍କ ନାମ ସୁଫିଆନ ଅଟେ ଯିଏ ଫ୍ୟାସନ ଡିଜାଇନର ଅଛନ୍ତି ଆଉ ଦୁହିଁଙ୍କ ପ୍ରେମ ବିବାହ ହୋଇଛି ।

ବିବେକ ଧଇୟା :

ଆପଣ ମାନେ ବିବେକ ଙ୍କ ଅଭିନୟ ଦେଖିଥିବେ ସେ ଯେବେ ବି କାମ କରିଛନ୍ତି ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ଆସିଛି ସେ ନିଜ ଅଭିନୟ ପାଇଁ ବହୁତ ପରିଶ୍ରମ କରନ୍ତି । ତେବେ କଣ ଆପଣ ଜାଣିଛନ୍ତି ଦୀବ୍ୟାଙ୍କା ତ୍ରିପାଠୀ ତାଙ୍କ ସ୍ତ୍ରୀ ଅଟନ୍ତି ହଁ ଆଜ୍ଞା ୨୦୧୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ଦୁହିଁଙ୍କ ଦେଖା ମୋହବତ ସିରିଏଲ ସେଟ ରେ ଦେଖା ହୋଇଥିଲା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *