ନନାଙ୍କ ଗାଡି ପୂଜା ଦେଖି ହସି ହସି ଗଡିବେ, ଦେଖନ୍ତୁ Video ସୋସିଆଲ ମିଡିଆରେ ଲଗେଇଲା ନିଆଁ

ନମସ୍କାର ବନ୍ଧୁଗଣ, ଆମ ସମାଜରେ ବର୍ତ୍ତମାନ ସମୟରେ ଏମିତି ଅନେକ ବ୍ରାହ୍ମଣ ଅଛନ୍ତି ଯେଉଁ ମାନଙ୍କ ପାଖରେ ଜ୍ଞାନ ଶବ୍ଦ ର କିଛି ମହତ୍ଵ ନାହି । ସେମାନେ ନିଜକୁ ପଣ୍ଡିତ ଭାବେ ଦୁନିଆ ଆଗରେ ଦେଖାଇ ହେଉଛନ୍ତି କିନ୍ତୁ ତାଙ୍କ ପାଖରେ ସେମିତି କିଛି ବି ଗୁଣ ନାହି । ଏମିତିକି ବ୍ରାହ୍ମଣ ମାନେ ମିଛ ମନ୍ତ୍ର ପଢି ଲୋକ ମାନଙ୍କୁ ଠକୁଛନ୍ତି ଆଉ ତାଙ୍କ ଠାରୁ ପଇସା ମଧ୍ୟ ଲୁଟ କରି ନେଉଛନ୍ତି । ତେବେ ଆମ ସମାଜରେ ବ୍ରାହ୍ମଣ ମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦିଆ ଯାଇଛି ତଥାପି ସେମାନେ ଏହାର ନିନ୍ଦା କରିବାରେ ଲାଗିଛନ୍ତି ।

ଆପଣ ମାନେ ସମସ୍ତେ ବ୍ରାହ୍ମଣ ମାନଙ୍କୁ ନିଶ୍ଚୟ ଜାଣିଥିବେ ଯେଉଁ ମାନେ ମନ୍ଦିର ରେ ହେଉ ବା ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ରେ ପୂଜା ପାଠ କରିଥାନ୍ତି । ଆଉ ଦାନ ଦକ୍ଷିଣା ମଧ୍ୟ ନେଇଥାନ୍ତି । ଆଉ ଲୋକ ମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି କେମିତି ସୁଖ ର ଘର ସଂସାର କରିବେ ଆଉ ତାଙ୍କ ପରିବାରର ମଙ୍ଗଳ ହେବ । କିନ୍ତୁ ପୂର୍ବ କାଳରେ ଯେଉଁ ବ୍ରାହ୍ମଣ ମାନେ ଥିଲେ ସେମାନେ ଅତି ନିଷ୍ଠା ସହକାରେ ନିଜର ପୂଜା ପାଠ କରୁଥିଲେ । ଆଉ ଏବେ ର ବ୍ରାହ୍ମଣ ମାନେ ଏମିତି ପୂଜା ପାଠ କରୁଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ସତରେ ବ୍ରାହ୍ମଣ ମାନେ ଏମିତି ପୂଜା କରିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ବ୍ରାହ୍ମଣ ଙ୍କୁ ନେଇ ଅଟେ । ଆପଣ ଏମାନେ ଜାଣିଥିବେ ଆମେ ଯେତେବେଳେ ନୂଆ ଗଡାଇ କିଣିଥାଉ ତେବେ ବ୍ରାହ୍ମଣ ଙ୍କୁ ଡାକି ତାର ପୂଜା କରିଥାଉ । ଏହା ଦ୍ଵାରା ଆମ ଉପରକୁ ଆସୁଥିବା ସବୁ ଖରାପ ଦ୍ରୁଷ୍ଟି ଦୂରେଇ ଯାଇଥାଏ କିମ୍ବା ଆଗକୁ ଯଦି କିଛି ସମସ୍ଯା ଆସିବାର ଥାଏ ତାହା ଦୂର ହୋଇଯାଏ । ତେବେ ଏହି ଭିଡିଓ ରେ ଦେଖା ଯାଉଛି ଜଣେ ବ୍ୟକ୍ତି ନିଜ ଗାଡି ଆଣି ଥିବାରୁ ରାସ୍ତା ରେ ଯାଉଥିବା ନନା ଙ୍କୁ ଡାକିଲେ ଆଉ ନାନା ଜଣକ ମଧ୍ୟ ବ୍ୟକ୍ତିଙ୍କ ଡାକ ଶୁଣି ଆସି ତାଙ୍କ ଗାଡି ପୂଜା କରୁଛନ୍ତି ରାସ୍ତା ମଝି ରେ ବସି ।

ଏହା ସହ ନଡିଆ ମଧ୍ୟ ଗାଡି ଆଗରେ ଭାଙ୍ଗୁଛନ୍ତି ନନା । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ନନା ଜଣକ ଭୁଲ ମନ୍ତ୍ର ପାଠ କରୁଛନ୍ତି ଆଉ ମନ ଇଚ୍ଛା ଗୀତ ଗାଉଛନ୍ତି ଯାହାକୁ ଶୁଣିଲେ ଆପଣ ବି ହସିବାକୁ ଲାଗିବେ । ନାନା ମନ୍ତ୍ର ପଢୁଛନ୍ତି ଚକା ପୂଜାମ ଗାଡି ପୂଜାମ ଏଭଳି ଉଚ୍ଚାରଣ କରିବା ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ଭିଡିଓ ଟି ନ୍ଭାଇରାଲ ହେବାରେ ପରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ କୁ ଯିଏ ଦେଖୁଛି ସେ ହସି ହସି ବେଦମ ହୋଇ ଯାଉଛି । ଆପଣ ଏମାନେ ବି ଏହି ଭିଡିଓ ଟି ଦେଖିବା ପରେ ହସି ହସି ଗଡିଯିବେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *