ସ୍ଵାମିଙ୍କ ସହ ମଜାକ କରିବା Namita Agarwalଙ୍କୁ ପଡିଲା ଭାରି, Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ସଂଗୀତକାର ମାନଙ୍କ ବିଷୟରେ ଖୁବ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଆଉ ମଧୁର କଣ୍ଠ ରେ ଗୀତ ଦାନ କରିଛନ୍ତି ଆଉ ଓଲିଉଡ ଜଗତକୁ ଅନେକ ସାରା ଭେଟି ମଧ୍ୟ ଦେଇଛନ୍ତି । ଆମ ଓଡିଶାରେ ଏମିତି ଅନେକ ପ୍ରସିଦ୍ଧ ସିଙ୍ଗର ମାନେ ଅଛନ୍ତି ଯେଉଁ ମାନେ ନିଜର ଗୀତ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜେଣ କଣ୍ଠଶିଳ୍ପୀ ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଦର୍ଶକ ବନ୍ଧୁ ସେହି କଣ୍ଠଶିଳ୍ପୀ ଜଣକ ଆଉ କେହି ନୂହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଆଉ ସୁନାମଧନ୍ୟ ଗାୟିକା ନମୀତା ଅଗ୍ରୱାଲ । ଆପଣ ମାନେ ତାଙ୍କୁ ବେଶ ଭଲ ଭାବେ ଜାଣିଥିବେ ଆଉ ତାଙ୍କର ଗୀତ ମଧ୍ୟ ଶୁଣିଥିବେ । ତେବେ ନମିନା ଅଗ୍ରୱାଲ ଅନେକ ସାରା ଓଡିଆ ଭଜନ ଭେଟି ଦେଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରି କୁ । ଏମିତିକି ସେ ଫିଲ୍ମ ଗୀତ ଗୁଡିକରେ ମଧ୍ୟ ନିଜର ବେଷ୍ଟ ପର୍ଫୋମାଂସ ଦେବାର ନଜର ଆସିଛନ୍ତି । ତାଙ୍କର କଣ୍ଠ ଏତେ ସୁନ୍ଦର ଆଉ ମଧୁର ଯିଏ କେହି ବି ଶୁଣିଲେ ବାରମ୍ବାର ଶୁଣିବାକୁ ଆଗ୍ରହୀ ହେବ ।

ତେବେ ଆପଣ ମାନେ ଜାଣିଥିବେ ନମୀତା ଅଗ୍ରୱାଲ ବିବାହିତା ଆଉ ତାଙ୍କ ଦୁଇ ପୁଅ ମଧ୍ୟ ଅଛନ୍ତି । ସେ ସୋସିଆଲ ମିଡିଆରେ ଖୁବ କମ ସକ୍ରିୟ ରହିଥାନ୍ତି । ତେଣୁ ତାଙ୍କ ପରିବାର ବିଷୟରେ ଖୁବ କମ ଲୋକେ ଜାଣିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡିଓ ସୋଇଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ରେ ଦେଖିବାକୁ ମିଳୁଛି କି ନମୀତା ଅଗ୍ରୱାଲ ନିଜ ସ୍ଵାମୀ ଙ୍କ ସହ ବାହାରକୁ କେଉଁଠି ବୁଲିବାକୁ ଯାଇଛନ୍ତି । ଆଉ ସେଠାରେ ପଇଡ ପିଇବାକୁ ନିଜ ସ୍ଵାମିକୁ କହୁଛନ୍ତି ।

ଆଉ ତାଙ୍କ ସ୍ଵାମୀ ମଧ୍ୟ ପଇଡ ଆଣି ତାଙ୍କୁ ଦେଉଛନ୍ତି ଆଉ ସେ ପିଉଛନ୍ତି ଯାହାର ଭିଡିଓ କୁ ନେଇ ଏବେ ଖୁବ ଚର୍ଚା ଜୋର ଧରିଛି । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ପଇଡ ଦେବା ନେବା ସମୟରେ ଦୁହେଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇ ଯାଇଛି । ଆଉ ନିଜ ସ୍ତ୍ରୀ ଙ୍କ ସହ ଝଗଡା କରିବା ସ୍ଵାମୀ ଙ୍କୁ ପଡୁଛି ମହଙ୍ଗା । ଆଜ୍ଞା ହଁ ନମୀତା ଅଗ୍ରୱାଲ ତାଙ୍କ ସ୍ଵାମୀ ଙ୍କ ସହ ଝଗଡା କରୁଛନ୍ତି କିନ୍ତୁ ଏହା ପଛର କାରଣ କଣ ତାହା ଜଣା ପଡି ନାହି ।

ତେବେ ସେ ଯାହା ବି ହେଉ ଦୁହେଁ ସ୍ଵାମୀ ସ୍ତ୍ରୀ ଙ୍କ ଝଗଡା ଭିତରେ ସ୍ଵାମୀ ଙ୍କୁ ମହଙ୍ଗା ପଡି ଯାଇଛି । ନିଜ ସ୍ଵାମୀ ଙ୍କ ସହ ମଜାକ କରୁଛନ୍ତି ନମୀତା ଅଗ୍ରୱାଲ ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ନମୀତା ଅଗ୍ରୱାଲ ହେଉଛନ୍ତି ଓଡିଶାର ଜଣାଶୁଣା ତଥା ଲୋକପ୍ରିୟ ସିଙ୍ଗର । ବନ୍ଧୁଗଣ ଆପଣ ମାନଙ୍କୁ ନମୀତା ଅଗ୍ରୱାଲ ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *