ସୁଟିଙ୍ଗ ସେଟରେ ନିବସ୍ତ୍ର ହେବାକୁ ପଡିଲା ଅଭିନେତ୍ରୀଙ୍କୁ – କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସାଉଥ ଫିଲ୍ମ ଜଗତର ଏକ ଚର୍ଚ୍ଚିତ ଅଭିନେତ୍ରୀଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଅମଲା ପଲଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ, ତେବେ ବର୍ତ୍ତମାନ ସେ ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି ନିଜ ଆଗାମୀ ଫିଲ୍ମ “ଆମେ”କୁ ନେଇ । ତେବେ ଫିଲ୍ମରେ ଥିବା ଏକ ଦୃଶ୍ୟ ତାଙ୍କୁ ଏହି ଚର୍ଚ୍ଚାକୁ ଟାଣି ଆଣିଛି । ସୋଶଲ ମିଡିୟାରେ ବର୍ତ୍ତମାନ ଏହି କଥା ବହୁତ ଭାଇରାଲ ମଧ୍ୟ ହେଉଛି । ତେବେ କେଏନ ପୁରା ଘଟଣା ସେ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ପୁରା ଖବର ଶେଷ ପର୍ଯ୍ୟନ୍ତ ପଢିବାକୁ ପଡିବ ।

ତେବେ ଖବରଟି ହେଲା ଫିଲ୍ମ ଆମେ ରେ ଅଭିନୟ କରିଥିବା ଅଭିନେତ୍ରୀ ଅମଲା ପଲ ସେହି ଫିଲ୍ମର ଏକ ଦୃଶ୍ୟରେ ନିବସ୍ତ୍ର ହୋଇଛନ୍ତି । ଏହି ଫିଲ୍ମର କାହାଣୀ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ହୋଇଛି, କିଛି ଲୋକ ଏଥିରେ ଅଭିନେତ୍ରୀଙ୍କ ଅଭିନୟକୁ ବହୁତ ତାରିଫ କରିଛନ୍ତି ମଧ୍ୟ । ଏହି ଫିଲ୍ମ ରତ୍ନା କୁମାରଙ୍କ ନିର୍ଦେଶିତ ଫିଲ୍ମ ଅଟେ ।

ଏହା ଏକ ଥ୍ରୀଲର ମୁଭି ଅଟେ ଯେଉଁଥିରେ କାହାଣୀର ଅବଶ୍ୟକତାକୁ ନେଇ ସେଥିରେ ଏକ ନଗ୍ନ ଦୃଶ୍ୟ ରହିଛି । ଯାହା ପାଇଁ ଅମଲା ପଲଙ୍କୁ ନିବସ୍ତ୍ର ହୋଇ ସେହି ଦୃଶ୍ୟ ସୁଟ କରିବାକୁ ପଡିଥିଲା । ତେବେ ଏତେ ବୋଲ୍ଡ ଅବତାରରେ ତାଙ୍କୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଫିଲ୍ମର ପୋଷ୍ଟର ବାହାରିବା ପରେ ଲୋକମାନେ ଏହାର ବହୁତ ପ୍ରଶଂସା କରୁଛନ୍ତି, ଯାହା ଫଳରେ ଫିଲ୍ମ ନିର୍ମାତା ସହିତ ସମସ୍ତ କର୍ମୀ ମାନେ ଏହାକୁ ନେଇ ବହୁତ ଆଶାବାଦି ହୋଇପଡିଛନ୍ତି । ଏହି ଫିଲ୍ମର କାହାଣୀଟି ଏକ ହଜିଯାଇଥିବା ଝିଅ ଉପରେ ପରିବେଷ୍ଟିତ ଅଟେ । ଯାହାକୁ ଖୋଜିବାକୁ ଯାଇ ପୁଲିସ ଯେଉଁ ପରିସ୍ଥିତିରେ ତାଙ୍କୁ ପାଇଛି ତାହା ହିଁ ହେଉଛି ଫିଲ୍ମର ମୁଖ୍ୟ ଆକର୍ଷଣ । ତେବେ ଏଭଳି ଦୃଶ୍ୟରେ ଅଭିନୟ କରିଥିବା ପ୍ରଥମ ସାଉଥ ଅଭିନେତ୍ରୀ ଅମଲା ପଲ ବୋଲି ଡିରେକ୍ଟର ଓ ପ୍ରୋଡୁସର ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପାଇଁ ସମସ୍ତଙ୍କ ଅପେକ୍ଷା ।

Leave a Reply

Your email address will not be published. Required fields are marked *