ନିଜ ଜନ୍ମ ତିଥି ଅନୁଯାଇ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହବ ନା ଆରେଞ୍ଜ

ଆମ ସମସ୍ତଙ୍କ ଜୀବନରେ ବିବାହ ଦିନ ଆସି ଥାଏ ଏବଂ ସମସ୍ତେ ନିଜ ବୈବାହିକ ଜୀବନ ଭଲ ରେ ରହୁ ବୋଲି କାମନା କରି ଥାନ୍ତି । କେହି ବି ନିଜ ବିବାହିତ ଜୀବନ ଖରାପ କରିବା ପାଇଁ ଚାହାନ୍ତି ନାହିଁ, ଏବଂ ସେଥିପାଇଁ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ କେବେ ନା କେବେ ଆସି ଥାଏ ଯେ ମୁଁ ଲଭ ମ୍ୟାରେଜ କରିବି ବା ଆରେଞ୍ଜ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଜନ୍ମ ତିଥିର ଅଙ୍କ ଦ୍ଵାରା ଆମେ ଜାଣି ପାରିବା ଯେ ଆମେ କେଉଁ ମ୍ୟାରେଜ କରିବା ।

ତେବେ ଆସନ୍ତୁ ଜାଣିବା କେଉଁ ଅଙ୍କ ହେଲେ କେଉଁ ମ୍ୟାରେଜ ହେବ, ଲଭ ବା ଅରେଞ୍ଜ ?

ଅଙ୍କ ଜ୍ୟୋତିଷ ଅନୁଯାଇ ଜନ୍ମ ତିଥିକୁ ମୂଳାଙ୍କ କୁହନ୍ତି ଏହା ଦ୍ଵାରା ଆମେ ଜାଣି ପାରୁ ଯେ ବ୍ୟକ୍ତିଙ୍କ ବିବାହ ଲଭ ହବ ବା ଅରେଞ୍ଜ । ଉଦାହରଣ ପାଇଁ ଯଦି ଆପଣଙ୍କ ଜନ୍ମ ତାରିଖ ୨୬ ଅଟେ ତେବେ ଅଙ୍କ ଏହି ଭଳି ହବ ୨+୬=୮, ତେବେ ଆପଣଙ୍କ ମୂଳାଙ୍କ ୮ ଅଟେ, ଏହି ଭଳି ଆପଣ ନିଜ ମୂଳାଙ୍କ ବାହାର କରି ପାରିବେ ।

ମୂଳାଙ୍କ ୧ :

ଏହି ଅଙ୍କ ସୂର୍ଯ୍ୟଙ୍କର ବୋଲି କୁହା ଯାଏ, ମୂଳାଙ୍କ ଜ୍ୟୋତିଷ ଅନୁଯାଇ ଏହି ଭଳି ଲୋକ ବହୁତ ଲାଜ କରନ୍ତି । ସେଥିପାଇଁ ତାଙ୍କର ଅରେଞ୍ଜ ମେରେଜ ହୋଇ ଥାଏ ।

ମୂଳାଙ୍କ ୨ :

ତେବେ ଆପଣଙ୍କ ମୂଳାଙ୍କ ୨ ଅନୁଯାଇ ଏମାନଙ୍କ ଅଙ୍କ ଚନ୍ଦ୍ରମା ର ହୋଇ ଥାଏ, ଏହି ଲୋକଙ୍କୁ ଭଲ ପାଇବା ବହୁତ ଆସ୍ତେ ଆସ୍ତେ ହୋଇ ଥାଏ କିନ୍ତୁ ବହୁତ ଗମ୍ଭୀର ଭାବରେ ହୋଇ ଥାଏ ଏବଂ ଏହି ଲୋକ ପ୍ରେମ ବିବାହ କରି ଥାନ୍ତି ।

ମୂଳାଙ୍କ ୩ :

ଏହି ଅଙ୍କ ଗୁରୁଙ୍କର ମାନନ୍ତି, ଏହି ମୂଳାଙ୍କ ଲୋକ ପ୍ରାୟତଃ ପ୍ରେମ ବିବାହରେ ସଫଳ ହୋଇ ଥାନ୍ତି । କିନ୍ତୁ ତାଙ୍କୁ ମଧ୍ୟ କାହାର ସାହାଯ୍ୟ ଆବଶ୍ୟକ ହୋଇ ଥାଏ ।

ମୂଳାଙ୍କ ୪ :

ଏହି ୪ ଅଙ୍କ ରାହୁ ର କୁହା ଯାଏ, ଏହି ଅଙ୍କ ଲୋକଙ୍କ ବହୁତ ପ୍ରେମ ସମ୍ପର୍କ ହୋଇ ପାରେ ଯାହା ଫଳରେ ସେ ପ୍ରେମ ବିବାହ ପାଇଁ ଗମ୍ଭୀର ହୁଅନ୍ତି ନାହିଁ । ଏହି ଅଙ୍କ ଲୋକ ପ୍ରାୟତଃ ଅରେଞ୍ଜ ମ୍ୟାରେଜ କରନ୍ତି ।

ମୂଳାଙ୍କ ୫ :

ଏହି ଅଙ୍କ ବୁଧ ର ବୋଲି କୁହା ଯାଏ, ଏହି ଅଙ୍କ ଲୋକ ନିଜ ସମ୍ପର୍କ ପାରମ୍ପରିକ ଭାବରେ ସମ୍ପର୍କ ଗଢି ଥାନ୍ତି । ଏହି ଅଙ୍କ ଲୋକ ପ୍ରାୟତଃ ବିବାହ ନିଜ ଘର ଲୋକଙ୍କ ମନ ଅନୁଯାଇ କରି ଥାନ୍ତି ।

ମୂଳାଙ୍କ ୬ :

ଏହି ଅଙ୍କ ଶୁକ୍ର ଙ୍କର ମନାଯାଏ । ଏମାନେ ଅଧିକାଂଶ ପ୍ରେମ ବିବାହ ହିଁ କରନ୍ତି ।

ମୂଳାଙ୍କ ୭ :

ଏହି ଅଙ୍କର ଅଧିପତି ହେଉଛନ୍ତି କେତୁ । ଏମାନେ ବହୁତ ସଙ୍କୋଚିତ ମନୋଭାବର ହୋଇଥାନ୍ତି, ଏମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି ।

ମୂଳାଙ୍କ ୮ :

ଏହି ଅଙ୍କ ଶନିଙ୍କର ଅଧୀନରେ ଆସେ । ଏମାନେ ପ୍ରେମ ସମ୍ବନ୍ଧ ଠୁ ଦୂରେଇ ରହିବାକୁ ପସନ୍ଦ କରନ୍ତି , କିନ୍ତୁ ଯଦି ଏମାନେ କାହାକୁ ପ୍ରେମ କରନ୍ତି ତେବେ ସାରା ଜୀବନ ସେମାନଙ୍କ ସାଥ ନିଭାନ୍ତି ।

ମୂଳାଙ୍କ ୯ :

ଏହି ଅଙ୍କ ମଙ୍ଗଳ ଗ୍ରହ ଦ୍ଵାରା ପ୍ରଭାବିତ ହୁଏ । ଏମାନେ ବାଦ ବିବାଦ ରୁ ଦୂରେଇ ରୁହନ୍ତି ସେଥିପାଇଁ ଏମାନଙ୍କର ପ୍ରେମ ବିବାହ ବହୁତ କଷ୍ଟ ରେ ହୁଏ ।

Leave a Reply

Your email address will not be published. Required fields are marked *