ଏହି ୬ଟି ନାମର ବ୍ୟକ୍ତି ନିଜେ ନିଜର ମାଲିକ ହେବା ପାଇଁ ଚାହାନ୍ତି – ଅନ୍ୟ କାହା ଆଗରେ ମୁଣ୍ଡ ନୂଆଁଇବାକୁ ପସନ୍ଦ କରନ୍ତି ନାହିଁ

ସମସ୍ତେ ନିଜ ପାଇଁ ବହୁତ କିଛି କରିବାକୁ ଚାହାନ୍ତି ଓ ସେଥିପାଇଁ ଆବଶ୍ୟକ ଥାଏ ଧନ । ଯାହା ପାଇଁ ଲୋକେ ଚାକିରି କରନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁ, ଓ ସେମାନେ ନିଜେ ନିଜର ମାଲିକ ବା ବ୍ୟବସାୟ କରିବାକୁ ପସନ୍ଦ କରନ୍ତି । ତେବେ ଆଜି ଆମେ ଅପନଙ୍କୁ କହିବୁ କେଉଁ ନାମର ଲୋକ ନିଜେ ନିଜର ମାଲିକ ହେବାକୁ ପସନ୍ଦ କରନ୍ତି  । ଆସନ୍ତୁ ଜାଣିବା କେଉଁ ନାମ ବ୍ୟକ୍ତିର ଲୋକ ଜୀବନରେ ସଫଳ ହୋଇପାରିବେ l

୧. ଯେଉଁ ବ୍ୟକ୍ତିଙ୍କ ନାମ Vରୁ ଆରମ୍ଭ

ଏମାନେ ନିଜ ଚେଷ୍ଟା ଏବଂ ବୁଦ୍ଧି ଦ୍ୱାରା ନିଜର ଲକ୍ଷ ସହଜରେ ହାସଲ କରିଥାନ୍ତି l

୨. S ନାମଥିବା ବ୍ୟକ୍ତି

ଏହି ନାଁ ଥିବା ବ୍ୟକ୍ତି ମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଲିକ ହେବା ପାଇଁ ଜନ୍ମ ହୋଇଥାନ୍ତି l

୩. L ରେ ନାମ ଥିବା ବ୍ୟକ୍ତି

ଏହି ନାମ ଥିବା ବ୍ୟକ୍ତି ମାନେ ସବୁବେଳେ କିଣା ବିକା ବ୍ୟବସାୟ ବିଷୟରେ ହିଁ ଭାବିଥାନ୍ତି l ଏହାସହ ନିଜ ବାପା ଙ୍କ ବ୍ୟବସାୟ କୁ ଆପଣେଇ ଥାନ୍ତି l

୪. H ରେ ନାମ ଥିବା ବ୍ୟକ୍ତି

ଏହି ବ୍ୟକ୍ତି ମାନେ ସବୁବେଳେ ପୁଞ୍ଜି ନିବେଶ କରିବା ପାଇଁ ଇଛୁକ ଥାନ୍ତି , ଏବଂ ଏମାନେ ଅଧିକାଂଶ ସଫଳ ହୋଇଥାନ୍ତି l

୫.  C  ନାମ ଥିବା ବ୍ୟକ୍ତି

C ରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ସଦାବେଳେ ବ୍ୟବସାୟ ବିଷୟରେ ହିଁ ଭାବିଥାନ୍ତି l ଏମାନେ କାହା ପାଖରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ l

୬. M ରେ ନାମ ଥିବା ବ୍ୟକ୍ତି

ଏମାନେ ଅଧିକ ବୁଦ୍ଧିମାନ ଏବଂ ସାହସୀ ହୋଇଥିବାରୁ ଏମାନେ ସଦାବେଳେ ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି l

Leave a Reply

Your email address will not be published. Required fields are marked *