ଜାଣନ୍ତୁ ନିଜ ପାର୍ଟନର ସହ ମିଶି ଗାଧୋଇବାର ଏହି ଫାଇଦା ବିଷୟରେ, ଜାଣି ବିଶ୍ଵାସ ହେବନି ଆପଣଙ୍କର

ବିବାହ ବନ୍ଧନରେ ବାନ୍ଧି ହୋଇ ଥିବା ଯେକୌଣସି ସ୍ବାମୀ ଓ ସ୍ତ୍ରୀ ଭଲ ରେ କିଛି ସମୟ କାଟିବା ଆବଶ୍ୟକ ହୋଇଥାଏ । ସଂମ୍ପର୍କରେ ଜଣେ ଜଣକୁ ସମୟ ଦେବା ମଧ୍ୟ ବହୁତ ଜରୁରୀ ହୋଇଥାଏ । ଅଧିକାଂଶ ଲୋକ ନିଜ ସମ୍ପର୍କକୁ ଗୁରୁତ୍ୱ ଦେବା ପାଇଁ ଦୁହେଁ ଦୁହିଁଙ୍କ ପାଖକୁ ଆସିବାକୁ ବାହାନା ଖୋଜନ୍ତି । ଆଜି ଆମେ ଆପଣଙ୍କୁ ଆପଣଙ୍କ ସାଥୀ ର ନିକଟତର ହେବା ପାଇଁ ଏକ ରୋମାଣ୍ଟିକ ଓ ଖାସ୍ ଉପାୟ ବିଷୟ ରେ କହିବାକୁ ଯାଉଛୁ ।

ଯାହାକୁ ଗ୍ରହଣ କରିବା ପରେ ନିଶ୍ଚିତ ରୁପରେ ନିଜ ସାଥୀ ର ବହୁତ ନିକଟତର ହେବେ ଓ ଆପଣ ଦୁଇଜଣ ଙ୍କ ମଧ୍ୟରେ କୌଣସି ପ୍ରକାର ଝଗଡ଼ା ହେବନି ।

ତ ଆସନ୍ତୁ ଜାଣିବା  ସାଥୀ ଙ୍କ ସହ ଗାଧୋଇବା ର ଫାଇଦା ବିଷୟରେ ଯାହା ଆପଣଙ୍କ ସମ୍ପର୍କ କୁ ସମ୍ପୁର୍ଣ୍ଣ ନୁଆ ମୋଡ଼ ଦେବ ଓ ଏହା ସହିତ ନିଜ ସାଥୀକୁ ଅଧିକ ନିକଟତର କରିପାରିବ ।

ପାଣି ବଞ୍ଚାଇବା –

 

ନିଜ ସାଥୀ ଙ୍କ ସହ ଗାଧୋଇବା ର ବଡ ଫାଇଦା ହେଲା କି ପାଣି ବି ବଞ୍ଚିବ । ଆଜିକାଲି ଦୁନିଆ ରେ ସବୁଠୁ ଅଧିକ ମହତ୍ବପୂର୍ଣ୍ଣ ପାଣି ବଞ୍ଚାଇବା । ଲୋକମାନେ ନଜାଣି ସବୁଠୁ ଅଧିକ ପାଣି ଗାଧୋଇବା ରେ ନଷ୍ଟ କରୁଛନ୍ତି । ତେଣୁ ସାଥୀ ଙ୍କ ସହ ଗାଧୋଇବା ଦ୍ବାରା ଆପଣ ଦୁଇଜଣ ତ ଅଧିକ ନିକଟତର ହେବେ ଓ ତା ସହିତ ଅଧିକ ପାଣି ବି ନଷ୍ଟ ନହୋଇ ବଞ୍ଚିଯିବ ।

ଶରୀରର ଠିକ୍ ରେ ସଫା କରିବା –

 

 

ନିଜ ସାଥୀ ଙ୍କ ସହ ଗାଧୋଇବା ଦ୍ବାରା ଆପଣଙ୍କର ଏଇ ଫାଇଦା ହୁଏ ଯେ, ଏକା ଗାଧୋଇବା ଦ୍ବାରା ତ ଆପଣଙ୍କ ଶରୀରର ଠିକ୍ ରେ ସଫା କରି ପାରିବେ ହେଲେ ଶରୀରର ଏମିତି କିଛି ଅଂଶ ଯେମିତି କି ପିଠି ଓ ଅଣ୍ଟା କୁ ହାତ ପାଇନଥାଏ ତେଣୁ ନିଜ ସାଥୀ ଙ୍କ ସହ ଗାଧୋଇବା ଦ୍ବାରା ନିଜ ଶରୀରର ଏଇ ଅଂଶ କୁ ଠିକ୍ ରେ ସଫା କରି ପାରିବେ ।

ଦୁଇ ଜଣ ଙ୍କ ଭିତରେ ରୋମାନ୍ସ ବଢିବ-

 

ନିଜ ସାଥୀ ଙ୍କ ସହ ଗାଧୋଇବା ଦ୍ବାରା ଦୁଇ ଜଣ ଙ୍କ ଭିତରେ ରୋମାନ୍ସ ଓ ପ୍ରେମ ବଢିଥାଏ ଓ ନିଜ ନିଜ ଭିତରେ ଅଧିକ ସମୟ କାଟିବାକୁ ସୁଯୋଗ ମିଳିଥାଏ । ବାଥ୍ ରୁମ୍ ରେ ମଧ୍ୟ ମହମବତୀ ଜାଳି ଗାଧୋଇବା ମଜା ନିଜ ସାଥୀ ଙ୍କ ସହ ନେଇପାରିବେ ।

ଅଧିକ କମ୍ଫର୍ଟ ଅନୁଭବ କରିବା –

 

ନିଜ ସାଥୀ ଙ୍କ ସହ ଗାଧୋଇବା ଦ୍ବାରା ଦୁଇ ଜଣ ଙ୍କ ଭିତରେ ଥିବା ସବୁ ଦୂରତା କମିଯାଏ ଓ ଆପଣ ଦୁଇ ଜଣ ନିଜ ନିଜ ସହ ଆଗ ଠାରୁ ବି ଅଧିକ କମ୍ଫଟେବୁଲ୍ ହୋଇଯାନ୍ତି । ଏମିତିକି ବିବାହ ପରେ ସବୁ ଝିଅ ମେକ୍ଅପ୍ ରେ ରହିବାକୁ ପସନ୍ଦ କରନ୍ତି ତେବେ ଆପଣ ଯଦି ଆପଣଙ୍କ ସାଥି ସହ ଗାଧୋଇବେ ତ ତା ଭିତର ର ସୁନ୍ଦରତା ଅନୁଭବ କରିପାରିବେ । ଆଉ ଏକ କଥା ଆଜି କାଲି ସବୁ କପଲ୍ ମାନେ ଜଣେ ଜଣକ ସହିତ ଅଧିକ ସମୟ କାଟିବାକୁ ବାହାନା ଖୋଜନ୍ତି ଏଥିପାଇଁ ଯଦି ଆପଣ ଗାଧୋଇବା ସମୟରେ ବି ଏକାଠି ହୋଇ ଗାଧୋଇବେ ତ ଆପଣ ନିଜ ସାଥୀ ଙ୍କ ସହ  ଅଧିକ ସମୟ କାଟିବାକୁ ପାଇ ପାରିବେ ।

Leave a Reply

Your email address will not be published. Required fields are marked *