ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ହିରୋଇନ ଲିପ୍ସା ମିଶ୍ର ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଲିପ୍ସାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ଅନେକ ସାରା ସିରିଏଲ ରେ ନିଶ୍ଚୟ ଦେଖିଥିବେ । ଲିପ୍ସା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ଖୁବ ଅଧିକ ରହିଛି । ଲିପ୍ସାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି । ଲିପ୍ସା ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ହେଲେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲିପ୍ସା କେବଳ ଓଡିଆ ଟିଭି ସିରିଏଲ ନୁହେଁ ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଅନେକ ଆଲବମ ମଧ୍ୟ କରିଛନ୍ତି । ସେ ସାର୍ଥକ ଚ୍ଯାନେଲ ର “ତୁଳସୀ” ସିରିଏଲରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଆଉ ବେଶ ଚର୍ଚ୍ଚା ରେ ମଧ୍ୟ ରହିଥିଲେ ।
ଏହି ସିରିଏଲରେ ସେ ଲିଡ ନାୟିକା ଭାବେ ଖୁବ ଚମତ୍କାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା । ଆଉ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ନିର୍ବନ୍ଧ ଶେଷ ହେବା ପରେ ଲିପ୍ସା ନିଜ ଭାବି ସ୍ଵାମୀଙ୍କ ସହ ପୁରୀ ବୁଲିବାକୁ ଯାଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ।
ଲିପ୍ସା ପୁରୀ ଯାଇ ନିଜ ଭାବି ସ୍ଵାମୀଙ୍କ ସହ ବହୁତ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ଲିପ୍ସା ତାଙ୍କ ଭାବି ସ୍ଵାମୀ ଙ୍କ ହାତ ଧରି ପୁରୀ ବିଚ ରେ ବୁଲୁଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ ପରସ୍ପର ହାତ ଧରାଧରି ହୋଇ ଏହି ସୁନ୍ଦର ମୂହୁର୍ତ୍ତ କୁ ଏଞ୍ଜୋଏ କରୁଛନ୍ତି ।
ତେବେ ନିର୍ବନ୍ଧ ସରିବା ପରେ ଲିପ୍ସା ନିଜ ଭାବି ସ୍ଵାମୀ ଙ୍କ ସହ ପ୍ରଥମଥର ପାଇଁ ପୁରୀ ବୁଲିବାକୁ ଯାଉଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହୋଇଛି । ଏହି ଭିଡିଓ କୁ ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲିପ୍ସାଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।