ନମସ୍କାର ବନ୍ଧୁଗଣ । ଆଉ ମାତ୍ର କେତେ ଦିନ ପରେ ବଦଳିଯିବ ପୁରୁଣା ନିୟମ । ଆସିବାକୁ ଯାଉଛି ନୂଆ ନିୟମ । ଆସନ୍ତା ୨୦୨୨ ରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ କାରୋବାର । ଡିସେମ୍ବର ମାସ ଶେଷ ହେବା ପରେ ମାସିକ ମାଗଣା କାରୋବାର ବାଦ ଲୋକଙ୍କୁ ମାସିକ ୨୧ ଟଙ୍କା କାରୋବାର ପିଛା ଗଣିବାକୁ ପଡିବ । ଏ ନେଇ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଗ୍ରାହକ ମାନଙ୍କୁ ଏଟିଏମ କାର୍ଡ ଉପରେ ଅଧିକ ଚାର୍ଜ ଆଦାୟ କରିବାକୁ ଦେଶର ସବୁ ବ୍ଯାଙ୍କ ଗୁଡିକୁ ଅନୁମତି ଦେଇଛନ୍ତି ।
ଏହି ବ୍ଯାଙ୍କର ସୂଚନା ଅନୁସାରେ ଜାନୁଆରୀ ମାସ ୨୦୨୨ ଠାରୁ ଗ୍ରାହକ ଆମେ ବ୍ଯାଙ୍କ ତରଫରୁ ଯେତେ ଠଡ଼ ଟଙ୍କା ଉଠାଣ ପାଇଁ ଫ୍ରୀ ଅପସନ ଦିଆ ଯାଇଛି ତା ଠାରୁ ଅଧିକ ଏଟିଏମ କାର୍ଡ ବ୍ୟବହାର କରିଲେ ଅଧିକ ଚାର୍ଜ ଦେବାକୁ ପଡିବ ।
ଫ୍ରୀ ଟ୍ରାନଯାକସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରୋବାର କରୁଛନ୍ତି ତେବେ ପୂର୍ବ କାହାରଜୁ ତୁଳନା ଅନୁସାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଏବେ ପ୍ରତିଟି ଅତିରିକ୍ତ କାରୋବାର ଉପରେ ଗ୍ରାହକ ମାନଙ୍କୁ କାରୋବାର ପିଛା ୨୦ ଟଙ୍କା ଦ୍ବାକୁ ପଡୁଥିଲା । କିନ୍ତୁ ଏହି ନୂଆ ନିୟମ ଅନୁସାରେ ପ୍ରତି ଅତିରିକ୍ତ କାରୋବର ପିଛା ଗ୍ରାହକ ମାନଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।
ଯଦି ଏଟିଏମ କାର୍ଡ ଉପରେ ଅନ୍ୟ କର ଲାଗିଥାଏ ତେବେ ତାହା କାରୋବାର ଚାର୍ଜ ଠାରୁ ଅଲଗା ହେବ । ଏହା ସହ ପ୍ରତି ଗ୍ରାହକଙ୍କୁ ମାସିକ ୫ ତାହାର ଏଟିଏମ କାରୋବାର କରିବାର ସୁଯୋଗ ମିଳିବ । କିନ୍ତୁ ଏହା ସବୁ କ୍ଷେତ୍ର ରେ ସମାନ ନୁହେଁ ।
ମେଟ୍ରୋ ସହର ମାନଙ୍କରେ ରହୁଥିବା ଗ୍ରାହକ ମାନଙ୍କୁ ମାସିକ ୩ ଥର ମାଗଣା କାରୋବାର ଉପରେ ଚାର୍ଜ ଦେବାକୁ ପଡିବ ନାହି ବୋଲି ରିଜର୍ଭ ବ୍ଯାଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି । ଏହି ୫ ତାହର ମାଗଣା କାରୋବାର ଉପରେ ଆପଣଙ୍କର ଆର୍ଥିକ ଓ ଅଣ ଆର୍ଥିକ କାରୋବାର ଜଡିତ ରହିବ ।
ଯଦି ଆପଣ ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ଏହା ଆପଣଙ୍କର କାରୋବାର ଉପରେ ଲାଗୁ ହେବ । ୨୦୨୧ ଅଗଷ୍ଟ ପହିଲାରୁ ଇଣ୍ଟର ଚେନ ଶୁଳ୍କ ଆର୍ଥିକ କାରୋବାର କ୍ଷେତ୍ର ରେ ୧୫ ଟଙ୍କାରୁ ୧୭ ଟଙ୍କାକୁ ଓ ଅଣ ଆର୍ଥିକ କାରୋବାର କ୍ଷେତ୍ର ରେ ୫ ଟଙ୍କା ରୁ ୬ ଟଙ୍କା କୁ ବଢାଇବା ପାଇଁ RBI ବ୍ଯାଙ୍କ ସବୁ ବ୍ୟାଙ୍କ କୁ ଅନୁମତି ଦେଇଛନ୍ତି ।
ବର୍ତ୍ତମାନ ଗ୍ରାହକ ମାନେ ମାଗଣା କାରୋବାର ଶେଷ ହେବା ପରେ ପ୍ରତି କାରୋବର ପିଛା ୨୦ ଟଙ୍କା ଦେଉଛନ୍ତି । କିନ୍ତୁ ୨୦୨୨ ଜାନୁଆରୀ ଠାରୁ ୨୧ ଟଙ୍କା ଗ୍ରାହକ ମାନଙ୍କୁ ଦେବାକୁ ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ନିୟମକୁ ନେଇ ମତାମତ କଣ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।