ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନ ଖଳନାୟକ ରାଇମୋନ ପରିଡ଼ାଙ୍କ Biography ଓ Family Album

ଓଡିଆ ଫିଲ୍ମ ଜଗତରେ ଅନେକ ଖଳନାୟକ ଅଛନ୍ତି କିନ୍ତୁ ସବୁ ରାଇମୋହନଙ୍କ ପରେ । ଯେତେ ବି କାହାଳନାୟକ ଅଛନ୍ତି ସବୁଠୁ ଅଧିକ ଖାତରନାକ ଖଳନାୟକ ହେଲେ ରାଇମୋହନ । ଯେମିତି ଆପଣ ତାଙ୍କର ଅନେକ ଫିଲ୍ମ ଦେଖିଥିବେ ଯେଉଁଥିରେ ସେ ବହୁତ ଭୟଙ୍କର ଭିଲିୟାନ ରୋଲରେ ନଜର ଆସନ୍ତି । ତେବେ ଆଜି ଆମେ ତାଙ୍କ ବିଷୟରେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଶୁଣିବାକୁ ପାଇ ନଥିବେ ।

ଆଜି ଆମେ ସେହି ମହାନ ଖଳନାୟକଙ୍କ ଜୀବନୀ ବିଷୟରେ କିଛି କହିବୁ ଯାହା ତାଙ୍କର ଫ୍ୟାନ୍ସ ମାନେ ନିଶ୍ଚୟ ଜାଣିବାକୁ ଚାହୁଁ ଥିବେ । ତେବେ ଚଲାନ୍ତୁ ଜାଣିବା ରାଇମୋହଙ୍କ ଜୀବନ ବିଷୟରେ କିଛି  ଖାସ କଥା ।

ରାଇମୋନ ଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଉଲ୍ଲେଖନୀୟ କଥା ଓ ତାଙ୍କ ସଫଳତାର ରହସ୍ୟ । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ସୁନାମଧନ୍ୟ ଖଳନାୟକ ଭାବରେ ଜଣାଶୁଣା । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଵା ପୂର୍ବରୁ ସେ ଅଶ୍ରୁମୋଚନ୍ ମହାନ୍ତି ଙ୍କ ସହାୟତା ରେ ତାରିଣୀ ଗଣନାଟ୍ୟରେ ଅଭିନୟ କରୁଥିଲେ ।

ତାଙ୍କ ପ୍ରତିଭା ବଳରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଆଗମନ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗଙ୍ଗଶିଉଳି ଥିଲା । ସେ ଚଳଚ୍ଚିତ୍ର ଜଗତରେ ଜଣେ ଖଳନାୟକ ହେଲ ମଧ୍ୟ ସେ ଜଣେ ସାନ୍ତ ସ୍ଵଭାବ ର ମଣିଷ । ସେ ତାଙ୍କ ଜୀବନ କାଳ ମଧ୍ୟ ରେ ଅନେକ କୃତିତ୍ୱ ଲାଭ କରିଛନ୍ତି । ସେ ୭୦ ରୁ ୮୦ ଟା ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ।

ଏବେ ତ ଜାଣିଲେ ଚଳଚ୍ଚିତ୍ର ଜଗତରେ ତାଙ୍କ କୃତିତ୍ୱ ଚାଲନ୍ତୁ ଜାଣିବା ତାଙ୍କ ପରିବାର ଲୋକ ଙ୍କ ବିଷୟରେ । ରାଇମୋହନ ଙ୍କ ପତ୍ନୀ ଙ୍କ ନାମ ରଞ୍ଜିତା ପରିଡ଼ା ଏବଂ ତାଙ୍କ ର ଝିଅ ଙ୍କ ନାମ ଲକ୍ଷ୍ମୀ ପରିଡ଼ା ଯିଏ ବର୍ତ୍ତମାନ ତାଙ୍କ ଅଧ୍ୟୟନ ଜାରି ରଖିଛନ୍ତି । ଏହା କିଛି ଥିଲା ରାଇମୋହନଙ୍କ ଜୀବନ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର କିଛି ଉଲ୍ଲେଖନୀୟ ସଫଳତା ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *